ବାଲେଶ୍ୱର

ପୁଣି ଫୁଲିଲା ସୁବର୍ଣ୍ଣରେଖା

ଜଳେଶ୍ୱର,୨୩ା୯(ଡି.ଏନ.ଏ.):  ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହଜାରେ ମି.ମି ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଚଳିତ ବର୍ଷ ତୃତୀୟ ଥର ପାଇଁ ଫୁଲି ଉଠିଛି। ଚାନ୍ଦିଲି ବନ୍ଧଠାରେ ୭ଟି ଫାଟକ ଖୋଲାଥିବା ବେଳେ...

ନାବାଳିକା ବଳାତ୍କାରୀ ଛତିଶଗଡ଼ରୁ ଗିରଫ

ବାଲିଆପାଳ,୨୩ା୯(ସ୍ବ.ପ୍ର): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ୭ ବର୍ଷର ନାବାଳିକାଙ୍କୁୁ ବଳାତ୍କାର କରି ଫେରାର ଥିବା ଅଭିଯୁକ୍ତଙ୍କୁ ବାଲିଆପାଳ ପୋଲିସ ସୋମବାର ଛତିଶଗଡ଼ର ଭିଲେଇ ଅଞ୍ଚଳରୁ ଗିରଫ କରିଛି। ସେ ହେଲେ ଭାସ୍କର ଚନ୍ଦ୍ର ସାହୁ (୫୦)। ଗତ...

ପାଣିଘେରରେ ବସ୍ତା ଥାନା,କୋର୍ଟ

ରୂପ୍‌ସା/ବସ୍ତା,୨୩ା୯(ଡି.ଏନ.ଏ.):  ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲା ଜଳକା ନଦୀରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବସ୍ତା ବ୍ଲକର ୧୩ ଓ ସଦର ବ୍ଲକର ୨ଟି ପଞ୍ଚାୟତରେ ପାଣି ପଶିଛି। ବିଭିନ୍ନ ସ୍ଥାନରେ ଗାଁ ଓ ମୁଖ୍ୟ ରାସ୍ତା ବୁଡ଼ି...

ଜଳକା ନଦୀରେ ବନ୍ୟା: ସରକାରୀ କାର୍ଯ୍ୟାଳୟରେ ପଶିଲା ପାଣି

ବସ୍ତା,୨୨।୯(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀରେ ଭୀଷଣ ବନ୍ୟା ଜଳ ପ୍ରବାହିତ ହେଉଛି। ଏ ନେଇ ବନ୍ୟା ଜଳ ବସ୍ତା ଥାନା, ଏସ୍‌ଡିପିଓ ଅଫିସ, ତହସିଲ ଅଫିସ ଜଳମଗ୍ନ ହୋଇଛି। ଏ ସମସ୍ତ କାର୍ଯ୍ୟାଳୟରେ ପାଣି...

ପୁଣି ପାଚେରି ନିର୍ମାଣ କଲା ପଶ୍ଚିମବଙ୍ଗ

ଭୋଗରାଇ, ୨୨।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ବେଳାଭୂମିକୁ ନେଇ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ବାରମ୍ବାର ବାରଣ ସତ୍ତ୍ୱେ ପଶ୍ଚିମବଙ୍ଗ ପାଚେରି ନିର୍ମାଣ କରୁଥିବାରୁ ମଙ୍ଗଳବାର ବାଲେଶ୍ୱର ଜିଲା...

ସଫେଇ କର୍ମଚାରୀଙ୍କୁ ହାଣିଦେଲେ

ବାଲେଶ୍ୱର ଅଫିସ, ୨୧ା୯: ବାଲେଶ୍ୱର ମ୍ୟୁନିସିପାଲିଟିରେ ସଫେଇ ଟେଣ୍ଡରକୁ ନେଇ ନୂଆ ଓ ପୁରୁଣା ଠିକାଦାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସୋମବାର ଉଗ୍ରରୂପ ଧାରଣ କରିଛି। ରାତିରେ ବାରବାଟୀ ମଣ୍ଡଳ ବଜାର ନିକଟରେ କେତେଜଣ ଯୁବକ ତେଲେଙ୍ଗା କଟୁରୀରେ ସନୁ...

ଟଳିଲା ବନ୍ୟା, ୫୦ ହଜାର ଲୋକ ଜଳବନ୍ଦୀ

ଭୋଗରାଇ,୨୦।୯(ଡି.ଏନ.ଏ.)-ସୁବର୍ଣ୍ଣରେଖା ଉପରମୁଣ୍ଡରେ ଘନ ଘନ ଲଘୁଚାପ ଜନିତ ବର୍ଷା ଯୋଗୁ ନିମ୍ନ ଅବବାହିକାରେ ବନ୍ୟା ଦେଖାଦେଇଛି। ସୁବର୍ଣ୍ଣରେଖା ଜଳସ୍ତର ସତର୍କ ସୂଚନା ୯.୪୫ମିଟର ତଳେ ପ୍ରବାହିତ ହେଉଥିବା ବେଳେ ଭୋଗରାଇ ଧୋୟା ଅଞ୍ଚଳର ୧୮ ପଞ୍ଚାୟତର ଶତାଧିକ ଗାଁ ଅଦ୍ୟାବଧି...

ଭାସିଗଲା ମାଛ ବୋଝେଇ ଟ୍ରାକ୍ଟର

ବାଲେଶ୍ୱର ଅଫିସ,୧୮ ।୯: ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର-ହଳଦୀପଦା ରାସ୍ତାର ଚିରକୁଣି ଚଟାଣରେ ଶୁକ୍ରବାର ବନ୍ୟାଜଳ ସ୍ରୋତରେ ଏକ ମାଛ ବୋଝେଇ ଟ୍ରାକ୍ଟର ଭାସିଯାଇଛି । ଛାନୁଆ ଗ୍ରାମର ବଳରାମ ସାହୁଙ୍କ ଟ୍ରାକ୍ଟରରେ ମୁହାଣରୁ ପ୍ରାୟ ୫ଲକ୍ଷ ଟଙ୍କାର...

ତଥ୍ୟ ଲିକ୍‌ ଘଟଣା: ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

ବାଲେଶ୍ୱର ଅଫିସ, ୧୮।୯: ବାଲେଶ୍ୱର ଚାନ୍ଦିପୁର ଡିଆରଡିଓରେ ଗୁପ୍ତଚର ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ପୂର୍ବରୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ବେଳେ ଏହା ଶନିବାର ମଞ୍ଜୁର ହୋଇଛି । କ୍ରାଇମବ୍ରାଞ୍ଚର...

ଗୁପ୍ତ ତଥ୍ୟ ଲିକ୍‌ର ତଦନ୍ତ କରିବ ଏନ୍‌ଆଇଏ

ବାଲେଶ୍ୱର ଅଫିସ,୧୬।୯: ପାକିସ୍ତାନୀ ସୁନ୍ଦରୀଙ୍କ ହନୀଟ୍ରାପରେ ପଡି ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ ଲିକ୍‌ ଘଟଣାରେ ୫ ଠିକା କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବା...

ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ଘଟଣା: ବାଲେଶ୍ୱରରେ ୪ ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୧୬ା୯: ବାଲେଶ୍ବର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଆଇଟିଆର ତଥ୍ୟ ବିଦେଶୀ ତଥା ଶତ୍ରୁ ପାକିସ୍ତାନକୁ ଲିକ୍‌ ଅଭିଯୋଗ ପ୍ରସଙ୍ଗରେ ତଦନ୍ତ ଜୋରଦାର ଜାରି ରହିଛି । ବୁଧବାର ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା...

ଫୁଲୁଛି ସୁବର୍ଣ୍ଣରେଖା

ଭୋଗରାଇ/ଜଳେଶ୍ୱର/ବାଲିଆପାଳ,୧୬।୯(ଡି.ଏନ.ଏ./ସ୍ବ.ପ୍ର.)- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉତ୍ତର ବାଲେଶ୍ୱର ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଭୋଗରାଇରେ ୩ ଦିନରେ ସର୍ବାଧିକ ୨୨୧.୭ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଥିବା ବେଳେ ବୁଧବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri