ବାଲେଶ୍ୱର

ଆକର୍ଷଣ ହରାଉଛି ଡଗରା ବେଳାଭୂମି

ବାଲିଆପାଳ,୧ା୩-ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମିର ବିକାଶ ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଫଳରେ ଏହା ଧୀରେ ଧୀରେ ଆକର୍ଷଣ ହରାଇବାରେ ଲାଗିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ବେଳାଭୂମିରେ ଅମାନିଆ ପର୍ଯ୍ୟଟକଙ୍କ ଅବାଧ...

ବରଫକଳରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍‌

ବାଲେଶ୍ୱର ଅଫିସ, ୨୬।୨: ବାଲେଶ୍ୱର ଟାଉନ ଥାନା ଅଧୀନ ମଠସାହି ଅଞ୍ଚଳର ତାରିଣୀ ଛକରେ ଥିବା ମାଗ୍ନସ ଫୁଡ୍‌ ବରଫକଳରୁ ଶୁକ୍ରବାର ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଛି। ଗ୍ୟାସ୍‌ ଲିକ୍‌ ହେବାରୁ ଅଞ୍ଚଳରେ ପ୍ରବଳ ଗନ୍ଧ ହେବା ସହ ଲୋକଙ୍କ...

ବଧୂ ହତ୍ୟା ଅଭିଯୋଗ: ଶାଶୁ, ଶ୍ୱଶୁର ଗିରଫ

ଔପଦା, ୨୫।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ରାଏରାମଚନ୍ଦ୍ରପୁର ପଞ୍ଚାୟତ ଶୋରିଷପାଳ ଗ୍ରାମରେ ବଧୂ ହତ୍ୟା ଅଭିଯୋଗରେ ଶାଶୁ ସୁକାନ୍ତି ରାଉତ ଓ ଶ୍ୱଶୁର ସୁକାନ୍ତ ରାଉତ (ଅଗଣି)ଙ୍କୁ ଔପଦା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ୨୦୧୫...

ଶରତଙ୍କୁ ‘ପ୍ରଜାପତି ବାଲେଶ୍ୱର ସାହିତ୍ୟ ସମ୍ମାନ’, ଅଶ୍ୱିନୀଙ୍କୁ ‘ପ୍ରଜାପତି ନବ ପ୍ରତିଭା ସମ୍ମାନ’

ବାଲେଶ୍ୱର ଅଫିସ,୨୫।୨: ବାଲେଶ୍ୱରର ଶିକ୍ଷା ଓ ଜ୍ଞାନର ଦିବ୍ୟ ଦୃଷ୍ଟି ‘ପ୍ରଜାପତି’ ଅନୁଷ୍ଠାନ ପକ୍ଷରୁ ଚଳିତବର୍ଷ କବି ଡ. ଶରତ ମହାନ୍ତିଙ୍କୁ ‘ପ୍ରଜାପତି ବାଲେଶ୍ୱର ସାହିତ୍ୟ ସମ୍ମାନ’ ଓ ଗାଳ୍ପିକ ଅଶ୍ୱିନୀ କୁମାର ମହାନ୍ତିଙ୍କୁ ‘ପ୍ରଜାପତି ନବ ପ୍ରତିଭା ସମ୍ମାନ’...

ଠାକୁରଙ୍କ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ସଜନାଗଡ଼,୨୫।୨: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଖଡ଼ିପଦା ଗ୍ରାମରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଠାକୁରଙ୍କ ରୂପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ବୁଧବାର ସନ୍ଧ୍ୟାରେ ଆଳତୀ ପରେ ପୂଜକ ମନ୍ଦିରରେ...

ନବବଧୂ ହତ୍ୟା ମାମଲା: ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର ଅଫିସ,୨୫।୨: ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଯୌତୁକ ଜନିତ ନବବଧୂ ହତ୍ୟା ମାମଲାରେ ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୃତ ନବବଧୂଙ୍କ ସ୍ବାମୀ, ଶ୍ବଶୁର,...

୨ ହଜାର ଚାରା ବାଣ୍ଟିଲେ ନବଦମ୍ପତି

ସିମୁଳିଆ, ୨୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଚାଲୁଣୀଗାଁ ଅଞ୍ଚଳରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଉଭୟ ବରକନ୍ୟା। ଭୋଜିରେ ଯୋଗଦେଇଥିବା ଅତିଥିଙ୍କୁ ନବଦମ୍ପତି ଆମ୍ବ, ପଣସ, ଲିଚୁ, ସପେଟା...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ; ରାସ୍ତାରୋକୋ, ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା

ବାଲିଆପାଳ ୨୨।୨(ସ୍ବ.ପ୍ର,): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରବିବାର ଚିକିତ୍ସାଧୀନ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେଉଛି। ଏ ନେଇ ସୋମବାର ଉତ୍ତ୍ୟକ୍ତ...

ଭିଏଲ ଏସ୍‌ଆର ସାମ୍‌ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ ୨୨।୨: ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ. ଲଞ୍ଚପ୍ୟାଡ୍‌ରୁ ସୋମବାର ୧.୨୮ ମିନିଟରେ ପ୍ରଥମ ରାଉଣ୍ଡ ଭିଏଲ ଏସ୍‌ଆର ସାମ୍‌ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ହୋଇଛି। VL SRSAM ହେଉଛି Vertically Lunched...

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଓଭରଟେକ୍‌ ଘଟଣା: ୫ ଘଣ୍ଟା ଥାନାରେ ଅଟକିଲା ୨ କାର

ରୂପ୍‌ସା, ୨୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦସ ବ୍ଲକ ଅନ୍ତର୍ଗତ ମିରିଗିମୁଣ୍ଡି ଚୂଡ଼ାଖିଆ ପୋଲ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଡ଼ିକୁ ପଶ୍ଚିମବଙ୍ଗ ଅଞ୍ଚଳର ୨ଟି କାର ଓଭରଟେକ୍‌ କରିବା ଘଟଣା ଚର୍ଚ୍ଚାର...

କେନାଲ କଂକ୍ରିଟ ନିର୍ମାଣରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ

ଖଇରା, ୨୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରକୋଣା ନିକଟରେ ଆମ୍ବହତା କେନାଲ କଂକ୍ରିଟ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା କେନାଲ ସଂଲଗ୍ନ ମୁକ୍ତାବେଗୁନିଆ, ବିଦ୍ୟାଧରପୁର ଶାସନ, ସାରକୋଣା, କଡମିଆଁ, ଗଡ, କଅଁଳଖୁଣ୍ଟା ଗ୍ରାମବାସୀ ଅଭିଯୋଗ...

କଟି ନନାଙ୍କ ଭୋଜନାଳୟ

ଭୋଗରାଇ,୧୯।୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖରେ ରହିଛି ଭୋଜନାଳୟ। ଅନ୍ୟ ହୋଟେଲ ଭଳି ଏହି ଭୋଜନାଳୟରେ ନାହିଁ ଚାକଚକ୍ୟ। ରହିଛି କେବଳ ଆଜବେଷ୍ଟସ ଛପର ଲମ୍ବା ଘର। ଏହାରି ଭିତରେ ପରିଷ୍କାର, ପରିଚ୍ଛନ୍ନତା ଓ ଭିନ୍ନ ସ୍ବାଦର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri