ବାଲେଶ୍ୱର

ମୃତ୍ୟୁ ଉପତ୍ୟକା ହାତୀ କରିଡର

ବାଲେଶ୍ୱର ଜିଲା ଦେଇ ଯାଇଛି ଶିମିଳିପାଳ-କୁଲଡ଼ିହା-ହଦଗଡ଼ ହାତୀ କରିଡର। ଝାଡ଼ଖଣ୍ଡ ଅଭୟାରଣ୍ୟରୁ ଭାୟା ତପୋବନ (ପଶ୍ଚିମବଙ୍ଗ) ଦେଇ ହାତୀପଲ କୁଲଡ଼ିହା ଅଭୟାରଣ୍ୟକୁ ଆସନ୍ତି। ସାଧାରଣତଃ ନଭେମ୍ବରରେ ଆସି ଡିସେମ୍ବରରେ ଫେରିଯାନ୍ତି। କିଛି ବର୍ଷ ହେଲା ଏହି ଅଭୟାରଣ୍ୟ ସେମାନଙ୍କ ପାଇଁ...

ସ୍ଥାପନ ହେଲା ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ: ୧୧ଦିନ ଧରି ବରଗଡ଼ ସହର ପାଲଟିବ ମଥୁରାନଗରୀ

ବରଗଡ଼,୨୪।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ...

ପଡ଼ୋଶୀଙ୍କ ବାଡ଼ିକୁ ଫୁଲ ତୋଳିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଉତ୍ତେଜନା

ନୀଳଗିରି,୨୧ା୧୧(ପ୍ରଶାନ୍ତ କୁମାର ବିଶ୍ୱାଳ): ଜଣେ ଘରମାଲିକଙ୍କ ଅମାନବୀୟ କାର୍ଯ୍ୟ ଯୋଗୁ ଜଣେ ଯୁବକଙ୍କ ଜୀବନ ଯାଇଛି। ଫୁଲଗଛରେ ଘରମାଲିକ କରେଣ୍ଟ ଲଗାଇଥିଲେ। ଯୁବକ ଜଣକ ଫୁଲ ତୋଳିବାକୁ ଆସି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୀବନ ଚାଲିଯାଇଛି। ଏହାକୁ ନେଇ ଗାଁରେ...

ଲୁଣ ଭାବି ଥିମେଟ ଖାଇଦେଲେ ୩ ଶିଶୁ: ଆଉ ତା’ପରେ ଘଟିଗଲା…

ନୀଳଗିରି,୨୧।୧୧(ପ୍ରଶାନ୍ତ କୁମାର ବିଶ୍ବାଳ): ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ସମୟରେ ଘରେ ଥିବା ଲୁଣ ଭାବି ଥିମେଟ ଓ ଖାଇ ଦେଇଥିଲେ। ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ତିନି...

କୁଳଡିହାରେ ଆଜିଠୁ ବାଘ ଗଣନା ଆରମ୍ଭ

ନୀଳଗିରି,୨୦।୧୧: ବାଲେଶ୍ୱର ଜିଲା କୁଳଡିହା ଅଭୟାରଣ୍ୟରେ ଗୁରୁବାର ବାଘ ଗଣନା ଆରମ୍ଭ ହୋଇଯାଇଛି।ବାଘ ଗଣନା ପାଇଁ ୧୭ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ଏଥିରେ ୭୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ରହିଛନ୍ତି। ୭ଦିନ ଧରି କୁଳଡିହାରେ ବାଘ ଗଣନା କରାଯିବ ବୋଲି...

ଆଦିବାସୀ ଟଙ୍କାରେ ଅୟସ କରୁଥିଲେ ଯନ୍ତ୍ରୀ, ଡେପୁଟେଶନରେ ଯିବାକୁ ଜାରି ହେଲା ଅର୍ଡର

ନୀଳଗିରି,୧୯ା୧୧ (ପ୍ରଶାନ୍ତ କୁମାର ବିଶ୍ୱାଳ): ନୀଳଗିରିର ବହୁ ବାଦବିବାଦରେ ଲିପ୍ତ ନୀଳଗିରି ବ୍ଲକର ସହକାରୀ ଯନ୍ତ୍ରୀ ଶରତଚନ୍ଦ୍ର ଉପାଧ୍ୟାୟ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକକୁ ଡେପୁଟେଶନରେ ବଦଳି ଅର୍ଡର ହୋଇଥିବା ଜଣାଯାଇଛି। ଆଇଟିଡିଏ କାର୍ଯ୍ୟରତ ଥିବାବେଳେ ଆଦିବାସୀ ଟଙ୍କାରେ ଅୟସ...

ଏମିତି ବି ଆସେ ମୃତ୍ୟୁ: ରୋଗୀ ଦେଖୁଦେଖୁ ଚାଲିଗଲା ଡାକ୍ତରଙ୍କ ଜୀବନ

ନୀଳଗିରି,୧୬ା୧୧: ଓପିଡିରେ ରୋଗୀ ଦେଖୁଦେଖୁ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ। ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲ ରୋଗୀ ଦେଖିବା ସମୟରେ ହଠାତ୍‌ ଛାତିରେ...

ଓଲଟିଲା ସ୍କୁଲ ଭ୍ୟାନ୍‌, ଧାନକିଆରିରେ ପଡ଼ିବାରୁ…

ଖଇରା,୧୩ା୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଅଧୀନ ଗଣ୍ଡିବେଡ଼ -ଔପଦା ରାସ୍ତାର ଖଇରା ଥାନା ଅଧୀନ ସରସତିଆ ପେଟ୍ରୋଲ ପମ୍ପ ନିକଟରେ ଗୌର ଗୋପାଳ ସ୍କୁଲର ଭ୍ୟାନ୍‌ ପିଲାମାନଙ୍କୁ ଆଣିବାକୁ ଯିବା ସମୟରେ ଭାରସାମ୍ୟ ହରାଇ ନୟନଯୋଡ଼ି ସଂଲଗ୍ନ ଧାନ କିଆରିକୁ...

ଦୁର୍ଘଟଣାରେ ଚାଲିଗଲା ନାବାଳକଙ୍କ ଜୀବନ: ରାସ୍ତା ଅବରୋଧ, ଉତ୍ତେଜନା

ସୋର,୧୧।୩: ବାଲେଶ୍ୱର ଜିଲା ଔପଦା ଥାନା ବଡ଼ପୋଖରୀ ବଜାର ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସ୍କୁଟି-ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ...

ହଷ୍ଟେଲରେ ଝୁଲୁଛି ଲାବ ଟେକ୍ନିସିଆନଙ୍କ ମୃତଦେହ

ବାଲେଶ୍ୱର,୨।୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆଜିମାବାଦସ୍ଥିତ ଏକ ଘରୋଇ ହଷ୍ଟେଲରେ ରହୁଥିବା ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତ ଯୁବକ ହେଲେ ବାଲେଶ୍ୱର ହସ୍ପିଟାଲର ଲାବ ଟେକ୍ନିସିଆନ କଳିଙ୍ଗ ରାଉତ(୨୪) । ସେ ଫାଶୀ...

ଟ୍ରକ୍‌କୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍‌: ଡ୍ରାଇଭର, ହେଲ୍‌ପର ମୃତ, ୯ ଗୁରୁତର

ଜଳେଶ୍ୱର,୨୯।୧୦ ( ନବିନ ସାହୁ): ଓଡ଼ିଶାରୁ କଲିକତା ଫେରୁଥିବା ଘରେଇ ଯାତ୍ରୀବାହୀ ବସ୍‌ ଜଳେଶ୍ୱର ଲକ୍ଷ୍ମଣନାଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ହେଲପର ଏବଂ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ...

ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ

ବାଲେଶ୍ୱର,୨୫।୧୦(ବାଞ୍ଛାନିଧି ଦେ): ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ବରରେ ଛୁଟି ବାତିଲ କରାଯାଇଛି। ଜିଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ପରିସ୍ଥିତି ନିଯନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ ହୋଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri