ବାଲେଶ୍ୱର

ମୁକୁଳା ପଡ଼ିଛି ବାଲେଶ୍ୱର-ବାସୁଦେବପୁର ସଲ୍ଟ ରୋଡ୍‌: ଫାଇଦା ନେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ବାହାନଗା, ୨୩ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍‌ ଘୋଷଣା କରିଛନ୍ତି। ସମସ୍ତ ସୀମାନ୍ତକୁ ସିଲ୍‌ କରାଯାଇଛି। ଏବେ ରାଜ୍ୟ ବାହାରେ କାମ କରୁଥିବା ଓଡିଆ ଲୋକମାନେ ଚାଲି ଚାଲି , ସାଇକେଲ ଓ କାର...

ନଡିଆଗଛ ଉପୁଡ଼ି ଘର ଭାଙ୍ଗିଲା

ଖଇରା, ୨୩।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଚ୍ୟୁତପୁର ପଞ୍ଚାୟତ ଅଧୀନ ଓହଡ ଗ୍ରାମର ଜମ୍ବୁବତୀ ସାହୁଙ୍କ ଝାଟିମାଟି ଘର ଉପରେ ଏକ ନଡିଆ ଗଛ ଉପୁଡି ପଡିବାରୁ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ବୁଧବାର ଗଣ୍ଡିବେଡ ରାଜସ୍ବ ନିରୀକ୍ଷକ ମିନାରାଣୀ...

ରିଲିଫ ପାଣ୍ଠିକୁ ସହାୟତା କଲେ ବିଜେଡି କର୍ମୀ

ଖଇରା, ୨୩।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ୩୭ପଞ୍ଚାୟତର ବିଜେଡି କର୍ମୀଙ୍କ ପକ୍ଷରୁ ୫ଲକ୍ଷ ୬୩୦ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି ା ବୁଧବାର ଖଇରା ଦଳୀୟ କାର୍ଯ୍ୟାଳୟରେ କର୍ମୀ ମାନେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ...

ସାନିଟାଇଜ୍‌ ହେଲା ଡାକ୍ତରଖାନା

ବାହାନଗା, ୨୨ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କିଛି ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ୍‌ କରାଯାଇଛି। ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଚାଲିଆସୁଥିବାରୁ ଏହାକୁ ଆଖିଆଗରେ ରଖି ପ୍ରଶାସନ...

ସିପିଏମ୍‌ ପକ୍ଷରୁ ପ୍ରତିବାଦ ସଭା

ଖଇରା,୨୨।୪(ଡି.ଏନ.ଏ.)-ସିପିଏମ ଆଞ୍ଚଳିକ କମିଟି ଖଇରା ଶାଖା ପକ୍ଷରୁ ବାଲେଶ୍ୱର ଜିଲା ଖଇରା ବଜାରରେ ମଙ୍ଗଳବାର ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସନ୍ତୋଷ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ପାର୍ବତୀ ସାହୁ, ସୁଭଦ୍ରା ସାହୁ, ଗୀତାଞ୍ଜଳି ସାହୁ, ଭଗବାନ...

ବିଭିନ୍ନ ସଙ୍ଗଠନ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା

ଖଇରା, ୨୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥଦାନ କରାଯାଇଛି ା ଖଇରାସ୍ଥିତ ପ୍ରତିଭା ପରିବାର ଓ ଖଇରା ସାହିତ୍ୟ ସଂସଦ ତରଫରୁ...

ସୀମା ସିଲ୍‌ ଅଞ୍ଚଳ ପରିଦର୍ଶନ କଲେ ଡିଜିପି

ବାଲେଶ୍ୱର ଅଫିସ/ଜଳେଶ୍ୱର/ବାରିପଦା ଅଫିସ, ୨୧ା୪(ସ୍ବ.ପ୍ର.)-ଓଡ଼ିଶାରେ ଚିହ୍ନଟ ହୋଇଥିବା ସର୍ବାଧିକ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଥିବା ଜଣାପଡିବା ପରେ ରାଜ୍ୟ ସରକାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା କଡାକଡି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସୀମା ସିଲ୍‌ ଅଞ୍ଚଳର ବାସ୍ତବ ସ୍ଥିତି...

ବାଲେଶ୍ୱରରେ ୨ ବର୍ଷର ଶିଶୁକନ୍ୟା କରୋନା ଆକ୍ରାନ୍ତ ଚିହ୍ନଟ: ଆରମ୍ଭ ହେଲା ସ୍ବତନ୍ତ୍ର ନମୁନା ପରୀକ୍ଷା ଶିବିର, ବିଶୁଦ୍ଧୀକରଣ

ସଜନାଗଡ଼, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଞ୍ଚଳରେ ସୋମବାର ଏକ ୨ ବର୍ଷର ଶିଶୁକନ୍ୟା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଚିହ୍ନଟ ହୋଇଥିବା ଶିଶୁକନ୍ୟାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ...

ବାଲେଶ୍ୱର: ପଶ୍ଚିମବଙ୍ଗ ଫେରନ୍ତାଙ୍କ ତଥ୍ୟ ଯାଞ୍ଚ ଉପରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲାରେ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡ଼ିସି) ଅନୀଲ କୁମାର ସାମଲ ସମୀକ୍ଷା କରିଛନ୍ତି। ସୋମବାର ସ୍ଥାନୀୟ ସର୍କିଟ...

ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ବାଲେଶ୍ୱର ଅଫିସ୍‌:୨୧।୪: ବାଲେଶର ସହରରେ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହେବାପରେ ଏକ ପ୍ରକାର ଆତଙ୍କ ଦେଖାଦେଇଛି। ଗତ ଶନିବାର ବାଲେଶ୍ୱରର ନେଳିବାବାଗ ଅଞ୍ଚଳର ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସୋମବାର ନୀଳଗିରି ବ୍ଲକର...

ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ମାଣବସା ଗୁରୁବାର

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ବିଶ୍ୱ ଐତିହ୍ୟ ଦିବସ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଇନଟାଞ୍ଜିବଲ୍‌ କଲଚରାଲ୍‌ ହେରିଟେଜ ତାଲିକା ବା ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୩ଟି ଲୋକପ୍ରିୟ ପର୍ବ ଓ ଲୋକନୃତ୍ୟ...

ନଁ।କୁ ସୀମା ସିଲ୍‌: ପଶ୍ଚିମବଙ୍ଗରୁ ଫେରିଆସୁଛନ୍ତି ଓଡ଼ିଆ

ବାଲେଶ୍ୱର ଅଫିସ/ ବାରିପଦା ଅଫିସ, ୨୧।୪-ରାଜ୍ୟ ପ୍ରବେଶପଥଗୁଡ଼ିକ ସିଲ୍‌ ଥିବା ବେଳେ ପଶ୍ଚିମବଙ୍ଗରେ ଥିବା ଓଡ଼ିଶାର ଲୋକମାନେ ବିଭିନ୍ନ ୪ଚକିଆ ଯାନରେ ନିଜ ରାଜ୍ୟକୁ ଫେରିଆସୁଛନ୍ତି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଲାଗି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏହା ରାଜ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri