ବାଲେଶ୍ୱର

ସହାୟତା ଲାଗି ଆଗେଇ ଆସିଲା ଯୁବ ସ୍ବାଭିମାନ ମଞ୍ଚ

ଖଇରା, ୧୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡରେ ସମାଜକଲ୍ୟାଣ ତଥା ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଥିବା ଯୁବ ସ୍ବାଭିମାନ ମଞ୍ଚ ମହାମାରୀ କରୋନା ସମୟରେ ଅସହାୟ ଲୋକଙ୍କ ସହାୟତା ପାଇଁ ଅଣ୍ଟା ଭିଡିଛି। ପ୍ରଥମ ପଦକ୍ଷେପସ୍ବରୂପ ଶ୍ୟାମସୁନ୍ଦରପୁର...

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ସହାୟତା

ବାଲେଶ୍ୱର ଅଫିସ,୧୭।୪- ବାଲେଶ୍ୱର ଜିଲା ସହଦେବଖୁଣ୍ଟାର ଚାନ୍ଦମାରିପଡ଼ିଆ ସ୍ଥିତ ‘ଅମୃତଧାରା’ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ନିଖିଳ ଉତ୍କଳ ୪ର୍ଥଶ୍ରେଣୀ ସରକାରୀ କର୍ମଚାରୀ ସଂଘ ତରଫରୁ ସାମ୍ପ୍ରତିକ ଲକ୍‌ଡାଉନ୍‌ ସମୟରେ ଦୈନନ୍ଦିନ ଖାଦ୍ୟବାବଦକୁ ପନ୍ଦର ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ବୁଧବାର...

ଭୁବନେଶ୍ୱର ଫେରନ୍ତା ଭଡାଟିଆଙ୍କୁ ଘରେ ପୂରାଇଲେନି ମାଲିକ

ବାଲେଶ୍ୱର ଅଫିସ,୧୭।୪-ଭୁବନେଶ୍ୱରରୁ ଫେରିଥିବାରୁ ଜଣେ ଭଡାଟିଆଙ୍କୁ ତାଙ୍କ ଘର ମାଲିକ ଘରେ ନ ପୂରାଇବା ଘଟଣା ବାଲେଶ୍ୱର ଅଡ଼ରବଜାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଶେଷରେ ସେ ଅନ୍ୟ ଉପାୟ ନ ପାଇ ଗୁରୁବାର ସହଦେବଖୁଣ୍ଟା ମଡ଼େଲ ଥାନାରେ ଅଭିଯୋଗ...

ଲକ୍‌ଡାଉନରେ ସହାୟତା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ବାଲେଶ୍ୱର ଅଫିସ,୧୭।୪-କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୁରୁବାର ପ୍ରଶାସନିକ ଅଧିକାରୀ ଏବଂ ଦଳୀୟ ନେତାଙ୍କ ସହ ଭିଡ଼ିଓ କନ୍‌ଫରେନ୍ସଂରେ ସହାୟତା ସମ୍ପର୍କରେ ଆଲୋଚନା...

ମନ୍ତ୍ରୀଙ୍କ ସାମାଜିକ ଦୂରତା ପରାମର୍ଶ ମାନିଲେନି

ଖଇରା, ୧୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ବିଭିନ୍ନ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଗୁରୁବାର ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଥିଲା। ତେବେ ମନ୍ତ୍ରୀ...

‘ଯୋଗ୍ୟ ହିତଧିକାରୀଙ୍କୁ ରାଶନ କାର୍ଡ ମିଳୁନି’

ସଜନାଗଡ଼,୧୬।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଶନକାର୍ଡ଼ ସମ୍ବନ୍ଧୀୟ ଏକ ଦାବିପତ୍ର ନୀଳଗିରିର ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଘଟଣାରୁ ପ୍ରକାଶ, ନୀଳଗିରି ବ୍ଲକ...

ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲା ଖବରକାଗଜ ଏଜେଣ୍ଟ ସଂଘ

ବାଲେଶ୍ୱର ଅଫିସ,୧୬।୪- ବର୍ତ୍ତମାନ ସାରା ବିଶ୍ୱ ମହାମାରୀ କରୋନା ପାଇଁ ଆତଙ୍କିତ ହୋଇପଡ଼ିଛି। ଏହି ସମୟରେ ବାଲେଶ୍ୱର ରେଲୱ ଷ୍ଟେସନ ନିକଟରେ ରହିଛନ୍ତି ଶତାଧିକ ଗରିବ ଅସହାୟ। ପ୍ରତିଦିନ ସେମାନଙ୍କୁ ବହୁ ସେଚ୍ଛାସେବୀ ଅନୁଷ୍ଠାନ ସହ ସରକାର ମଧ୍ୟ ଖାଦ୍ୟ...

ଅସହାୟଙ୍କୁ ରନ୍ଧା ଖାଦ୍ୟ, ମାସ୍କ ବଣ୍ଟନ

ବାଲେଶ୍ୱର ଅଫିସ,୧୬।୪- ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ଭୂତାଣୁ କବଳରେ କବଳିତ। ଓଡ଼ିଶାରେ ଏହାର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ସମାଜକୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହି କ୍ରମରେ ଜିଲା ବିଜୁ ଜନତା ଦଳର...

କୋଭିଡ-୧୯ ହସ୍‌ପିଟାଲର ସ୍ଥିତି ସମୀକ୍ଷା

ବାଲେଶ୍ୱର ଅଫିସ,୧୬।୪- ରାଜ୍ୟସରକାରଙ୍କର ବରିଷ୍ଠ ଅଧିକାରୀମାନ କରୋନା ସ୍ଥିତି ଓ ତାର ମୁକାବିଲା ପାଇଁ ପ୍ରସ୍ତୁତ କୋଭିଡ଼-୧୯ ହସ୍‌ପିଟାଲର ଚିକିତ୍ସା ପାଇଁ କରାଯାଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ...

ଶୁଣିଲାନି ପୋଲିସ: ମଦ ଧରିଲେ ଗ୍ରାମବାସୀ

ଖଇରା,୧୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ଯୋସିଆଁ(କଡମିଆଁ) ଗ୍ରାମରେ ଚୋରା ଦେଶୀମଦ ବିକ୍ରୀ ଦିନକୁ ଦିନ ବଢିଚାଲୁଛି। ଏଭଳିକି ଲକ୍‌ଡାଉନ ସମୟରେ କଟକଣାକୁ ଖାତିର ନ କରି ଦଳ ଦଳ ହୋଇ ଆସି ମଦ ପିଉଥିବାରୁ ଜନସାଧାରଣ ନାନା...

ବିଜୁ ଯୁବ ଜନତା ପକ୍ଷରୁ ମାସ୍କ, ସାନିଟାଇଜର ବଣ୍ଟନ

ରେମୁଣା, ୧୬।୪(ଡି.ଏନ୍‌.ଏ.)-ରେମୁଣା ବ୍ଲକର ନୂଆପାଢ଼ୀ, ବଡ଼ପାଳ ଓ ହରିପୁର ପଞ୍ଚାୟତର ବିଭିନ୍ନ ଗଁାରେ ବିଜୁ ଯୁବ ଜନତା ପକ୍ଷରୁ ମାସ୍କ, ସାବୁନ ଓ ସାନିଟାଇଜର ବଣ୍ଟନ କରାଯାଇଛି। ଜିଲା ଯୁବ ଜନତା ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ନେତୃତ୍ୱରେ ଏହି...

ପୋଲିସ ପରିଚୟ ଦେଇ ଲୋକଙ୍କୁ ପିଟିଲେ: ୩ ଗିରଫ, କାର୍‌ ଜବତ

ରୂପ୍‌ସା, ୧୫।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ୍‌ ଘୋଷଣା କରିଛନ୍ତି। ଅସହାୟ, ନିରାଶ୍ରୟମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଣ ହେଉଛି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା ଦିଗରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri