ବାଲେଶ୍ୱର

ବାପାଙ୍କ ସ୍ମୃତିରେ ଖାଦ୍ୟ ପୁଡିଆ ବାଣ୍ଟିଲେ ଝିଅପୁଅ

ସୋର, ୧୩ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ପାଇଁ ଲୋକେ ବାହାରକୁ ବାହାରି ନ ପାରି ଘରେ ହାତଯୋଡି ବସିଥିବା ବେଳେ ସେମାନଙ୍କ ଆର୍ଥତ୍କ ସ୍ଥିତି ଏବେ ଦୁର୍ବଳ ହୋଇଛି। ବିଶେଷ କରି ଶ୍ରମିକ ଶ୍ରେଣୀ ଦିନମଜୁରିଆ ଖଟିଖିଆଙ୍କୁ ଏହି ଲକଡାଉନ୍‌ ଅଧିକ ବାଧୁଛି।...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ

ସୋର, ୧୩ା୪(ଡି.ଏନ.ଏ.)-ମହାମାରୀ କରୋନାକୁ ରୋକିବା ପାଇଁ ଦୀର୍ଘଦିନ ଧରି ଲକ୍‌ଡାଉନ୍‌ କରାଯାଇଥିବାରୁ ଗରିବ ଲୋକଙ୍କୁ ସହାୟତା ପାଇଁ ସୋର ବ୍ଲକ ନଦିଗାଁ, କେଦାରପୁର , ଜଡିଦା ପଞ୍ଚାୟତର ବିଭିନ୍ନ ବ୍ୟକ୍ତିବିଶେଷ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ନଦିଗାଁ ପଞ୍ଚାୟତର ମା’...

ଲକ୍‌ଡାଉନ ବେଳେ ଚୋରା ମଦ କାରବାର

ବାହାନଗା, ୧୩ା୪(ଡି.ଏନ.ଏ.)-ଲକଡାଉନ ସମୟରେ ପୁରୁଣା ବାଲେଶ୍ୱର ଅଞ୍ଚଳରୁ ହଜାର ହଜାର ଲିଟର ଚୋରା ଦେଶୀ ମଦ ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି। କୌଣସି ସୂତ୍ରରୁ ଖବର ପାଇ ଗୋପାଳପୁର ଫାଣ୍ଡି ପୋଲିସ ବାହାନଗା ବ୍ଲକ ପରିବଦା ପଞ୍ଚାୟତ...

ବିଭିନ୍ନ ଚୋରିରେ ସମ୍ପୃକ୍ତ ଯୁବକ ଗିରଫ

ଖଇରା, ୧୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରର ଏକ ମୋବାଇଲ ଦୋକାନ ସମେତ ଅନ୍ୟାନ୍ୟ ସ୍ଥାନରୁ ସାଇକେଲ ତଥା ଅନ୍ୟାନ୍ୟ ଆସବାବପତ୍ର ଚୋରିରେ ସମ୍ପୃକ୍ତ ଯୁବକଙ୍କୁ ଖଇରା ପୋଲିସ ଶନିବାର କୁପାରୀ ଅଞ୍ଚଳରୁ ଗିରଫ କରିଛି। ତାଙ୍କ ଘର ସିମୁଳିଆ...

ଖଇରାରେ ଖାଉଟି ସାମଗ୍ରୀ ବଣ୍ଟନ

ଖଇରା, ୧୩ା୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ପଞ୍ଚାୟତର ଖାଉଟି ସାମଗ୍ରୀ ସୂଚାରୁ ରୁପେ ବଣ୍ଟନ କରାଯାଇଛି। ଡିଲର ପାର୍ବତୀ ବାରିକ ପଞ୍ଚାୟତରେ ୧୧ଟି ୱାର୍ଡରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ୩ ମାସର ସାମଗ୍ରୀ ବଣ୍ଟନ କରିଥିଲେ।...

ହିତାଧିକାରୀଙ୍କୁ ମିଳିନି ହଜାରେ ଟଙ୍କା ସହାୟତା

ବାରିପଦା ଅଫିସ, ୧୨ା୪- ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ରାଶନ କାର୍ଡ଼ଧାରୀମାନଙ୍କୁ ୧ ହଜାର ଟଙ୍କା ଲେଖାଏ କରୋନା ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲାର ବିିଭନ୍ନ ପଞ୍ଚାୟତରେ ଟଙ୍କା...

ଚାଲି ଚାଲି ଗାଁକୁ ଫେରୁଛନ୍ତି ଶ୍ରମଜୀବୀ

ଆରଡି, ୧୨ା୪(ଡି.ଏନ.ଏ.)-ନିଜ ଭିଟାମାଟି ଛାଡି ଅନ୍ୟ ଜିଲାରେ କାମ କରୁଥିବା ଆଦିବାସୀ ସମ୍ପ୍ରଦାୟର ଶ୍ରମଜୀବୀମାନେ ଲକଡାଉନ ଯୋଗୁ ଏବେ କାମଧନ୍ଦା ନ ପାଇ ଦିନକୁ ଦି ଓଳି ଖାଇବାକୁ ପାଉନାହାନ୍ତି। ସେମାନେ ନିଜ ନିଜ ଗଁାକୁ ବାହୁଡିବା ଆରମ୍ଭ କରିଛନ୍ତି।...

୨ ଶିକାରୀ ଗିରଫ,ବନ୍ଧୁକ ଜବତ

କେନ୍ଦୁଝର,୧୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଓଗାଁ ରେଞ୍ଜ ହରିଚନ୍ଦନପୁର ସେକ୍ସନ ଅଧୀନସ୍ଥ ରେବଣା ସଂରକ୍ଷିତ ପିଠାଗୋଳା-ମରାଗୋଳା ମଧ୍ୟବର୍ତ୍ତୀ ଜଙ୍ଗଲରେ ଚଢ଼ାଉ କରି ବନ ବିଭାଗ ୨ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ଅଭିଯୁକ୍ତ ଦ୍ୱୟ ହେଲେ...

ଅମାନିଆଙ୍କୁ ରାସ୍ତାରେ ଆଣ୍ଠେଇଲେ ବାହାନଗା ତହସିଲଦାର

ବାହାନଗା, ୧୨।୪(ଡି.ଏନ.ଏ.): କରୋନା ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକ୍‌ଡାଉନ୍‌ ହେତୁ ଘରେ ରହିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ୍‌ର ବ୍ୟବହାର ଉପରେ ରୋକ ଲଗାଯାଇଛି। ଅନେକ ସ୍ଥାନରେ ଏଥିନେଇ...

ଘୁଷୁରିକିଳା ଗ୍ରାମରେ ଅଗ୍ନିକାଣ୍ଡ

ସଜନାଗଡ଼, ୧୨।୪(ଡି.ଏନ.ଏ.)-ନୀଳଗିରି ବ୍ଲକ ଅଧୀନ ଆରବନ୍ଧ ପଞ୍ଚାୟତର ଘୁଷୁରିକିଳା ଗ୍ରାମରେ ଶନିବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ୨ ବଖରା ଜଳିଯାଇଛି। କ୍ଷତିଗ୍ରସ୍ତ ହୋଇଛନ୍ତି ଘୁଷୁରିକିଳା ଗ୍ରାମର ବାଈଧର ଟୁଡୁ। ଅଗ୍ନିକାଣ୍ଡରେ ତାଙ୍କର ଟଙ୍କାପଇସା, ଧାନଚାଉଳ, ଲୁଗାପଟା, ସମସ୍ତ ଆସବାବପତ୍ର ପୋଡ଼ି...

ଔପଦା ଡାକ୍ତରଖାନା ହେଲା ସାନିଟାଇଜ୍‌

ଔପଦା,୧୨।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ମହକୁମାର ୧୯୪୨ ମସିହା ଠାରୁ ସ୍ଥାପିତ ବହୁ ପୁରାତନ ଔପଦା ଡାକ୍ତରଖାନାରୁ ଦୀର୍ଘଦିନରୁ ପଡ଼ିରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଛି। ଅଳିଆ ସଫା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତରଖାନାକୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ,୧୨।୪- କରୋନା ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ପାଇଁ ବାଲେଶ୍ୱର ଜିଲା ରେମୁଣା ସ୍ଥିତ ସିଦ୍ଧେଶ୍ୱର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସ୍ବୟଂ ସହାୟିକା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri