ବାଲେଶ୍ୱର

ରାଜପଥ ପାର୍ଶ୍ୱରେ ଖୋଲିବ ଢାବା, ଗ୍ୟାରେଜ: ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ, ୨୯।୩-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ନଜରରେ ରଖି ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ମାଲବାହୀ...

କରୋନା କଟକଣା ବେଳେ ଚାଲିଛି ଜୁଆଖେଳ: ଧରାପଡିଲେ ୪

ରୂପ୍‌ସା, ୨୯।୩(ଡି.ଏନ.ଏ.)-କରୋନା କଟକଣା ସତ୍ତ୍ୱେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ଲଛମନଖୁଣ୍ଟା ଅଞ୍ଚଳରେ ଗାଁ ପୋଖରୀ ହୁଡ଼ାରେ ଅବାଧରେ ଜୁଆ ଖେଳ ଚାଲିଥିବା ଅଭିଯୋଗ ହୋଇଥିଲା। ଶନିବାର ରାତିରେ ପୋଲିସ ଚଢ଼ାଉ କରି ଜୁଆ ଆଡ୍ଡାରୁ ୪ଜଣଙ୍କୁ ଗିରଫ କରିବା...

ମାସକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ/ଖଇରା/ଭଦ୍ରକ ଅଫିସ, ୨୯।୩(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ...

ବଡ଼ବଡିଆଙ୍କୁ ଛାଡ଼,ଛୋଟ ବ୍ୟବସାୟୀଙ୍କୁ ମାଡ଼

ଖଇରା, ୨୯।୩(ଡି.ଏନ.ଏ.)-ଏବେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଖଇରା ସମେତ ବିଭିନ୍ନ ବଜାରରେ ଦୋକାନ ବଜାର ବନ୍ଦ ଥିବା ନେଇ ବାହାରୁ ଦୃଷ୍ଟି ଗୋଚର ହେଉଥିଲେ ହେଁ ଭିତର ପରିସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ...

ଜାତୀୟ ରାଜପଥ ସମ୍ପ୍ରସାରଣ କର୍ମଚାରୀଙ୍କ ବିକ୍ଷୋଭ

ସୋର, ୨୯।୩(ଡି.ଏନ୍‌.ଏ)-୧୬ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଶ୍ରମିକମାନେ ଶନିବାର ସୋର ଜାତୀୟ ରାଜପଥ ବିଦୁଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରମିକ ଓ କର୍ମଚାରୀମାନେ ବାହାର ରାଜ୍ୟର ହୋଇଥିବାରୁ ସେମାନେ ଘରକୁ ଯାଇପାରୁ ନାହାନ୍ତି।...

ଅସହାୟଙ୍କୁ ରାଶନ ସାମଗ୍ରୀ ଦେଲେ ସରପଞ୍ଚ

ରୂପ୍‌ସା, ୨୯।୩(ଡି.ଏନ.ଏ.)-ଦେଶବ୍ୟାପୀ କରୋନା କଟକଣା ଯୋଗୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଭିକ୍ଷା ବୃତ୍ତି କରି ଚଳୁଥିବା ଅସହାୟମାନଙ୍କ ଜନଜୀବନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବାଲେଶ୍ୱର ସଦର ବ୍ଲକ ରସଲପୁର ସରପଞ୍ଚ ସୁବେଶ କୁମାର ନାୟକ ଶନିବାର ଅସହାୟ ବାସନ୍ତୀ ମାଝି...

ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟି ନେଲେ ଆଳୁ ବସ୍ତା

ରୂପ୍‌ସା, ୨୯।୩(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଗହୀରସିମୁଳିଆଠାରେ ୫ଜଣ ଡକାୟତ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଛୁରିରେ ଆକ୍ରମଣ କରି ତାଙ୍କଠାରୁ ୭ହଜାର ଟଙ୍କା, ମୋବାଇଲ ସହ ଆଳୁ ବସ୍ତା ଲୁଟି ନେଇଛନ୍ତି। ଏ ସଂକ୍ରାନ୍ତରେ ଶନିବାର...

ନିରାଶ୍ରୟଙ୍କୁ ଦିଆଗଲା ରନ୍ଧାଖାଦ୍ୟ ଆଳୁ, ପିଆଜ ବିକ୍ରି କଲା ୧୪ ଏସ୍‌ଏଚ୍‌ଜି

ବାଲେଶ୍ୱର ଅଫିସ,୨୮।୩: -କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଦୋକାନ ବଜାର ସବୁ ବନ୍ଦ ହୋଇଯାଇଥିବାରୁ ନିରାଶ୍ରୟ, ଅସହାୟ ଓ ଭିକାରୀମାନେ ଖାଇବାକୁ ନ ପାଇ ବହୁତ ହଇରାଣ ହେଉଛନ୍ତି। ଏହାକୁ ନଜରରେ...

କରୋନା ସଂକ୍ରମଣ ସନ୍ଦେହ: ବିଷ୍ଣୁପୁର ଅଞ୍ଚଳର ଯୁବକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କଲା ପୋଲିସ

ବାହାନଗା, ୨୮।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବିଷ୍ଣୁପୁର ଅଞ୍ଚଳର ଜଣେ ଦିଲ୍ଲୀ ଫେରନ୍ତା ଯୁବକ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଖନ୍ତାପଡା ଥାନା ଓ ଗୋପାଳପୁର ଫାଣ୍ଡି ପୋଲିସ ସନ୍ଦିଗ୍ଧ ଯୁବକଙ୍କୁ ଗ୍ରାମରୁ ଉଦ୍ଧାର କରି ପ୍ରଥମେ...

ଏଫ୍‌ଏମ୍‌ ମେଡିକାଲ କଲେଜ ହସ୍ପିଟାଲରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର ଅଫିସ,୨୮ା୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ରାଜ୍ୟ ସରକାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାମୟିକ ଭାବେ ନିଯୁକ୍ତି ଦେବା ଲାଗି ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ...

ଉଦ୍ଧାର ନାଗକୁ କୁଲଡିହାରେ ଛଡାଗଲା

ଖଇରା, ୨୮ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ତୁଟୋ ଗ୍ରାମରୁ ୨ଟି ନାଗ ସାପ ଉଦ୍ଧାର କରାଯାଇଛି ା ପରେ ସାପ ୨ଟିକୁ କୁଲଡିହା ଜଙ୍ଗଲରେ ଛଡାଯାଇଥିବା ଜଣାଯାଇଛି ା ଶୁକ୍ରବାର ସକାଳେ ସାପ ୨ଟି ତୁଟୋ...

ଜଳିଗଲା ଘର: ଲାଗିଲାନି ଦମକଳ କେନ୍ଦ୍ରର ଫୋନ

ବସ୍ତା,୨୮।୩ (ଡି.ଏନ.ଏ.)-ରୂପ୍‌ସା ଥାନା ବରହମପୁର ଝିଙ୍କିରିଆ ଗ୍ରାମରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଘର ଜଳିଯାଇଛି। ମଧ୍ୟାହ୍ନରେ ଶ୍ୟାମସୁନ୍ଦର ମାରାଣ୍ଡିଙ୍କ ଘରେ ନିଆଁ ଲାଗିଯାଇଥିଲା। ଜରୁରୀ ସମୟରେ ବସ୍ତା ଦମକଳ କେନ୍ଦ୍ରକୁ ଫୋନ କରାଯାଇଥିଲେ ମଧ୍ୟ ଲାଗି ନ ଥିଲା। ସ୍ଥାନୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri