ବାଲେଶ୍ୱର

ଢାବାରେ ନାବାଳକଙ୍କ ମୃତ୍ୟୁ ନେଇ ଲଙ୍କାକାଣ୍ଡ : ପୋଲିସକୁ ଗୋଡ଼େଇ ପିଟିଲେ ଲୋକେ

ବାଲିଆପାଳ,୨୬।୭(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଇଡକୋ ଛକସ୍ଥିତ ରାଜଧାନୀ ଢାବାରେ କାମ କରୁଥିବା ଜଣେ ୧୫ ବର୍ଷର ନାବାଳକଙ୍କୁ ହତ୍ୟା କରାଯିବା ଅଭିଯୋଗ ନେଇ ସାରା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ସକାଳେ ଏହି ନାବାଳକଙ୍କ ମୃତଦେହ ଢାବାରୁ ଝୁଲନ୍ତା ଅବସ୍ଥାରେ...

ହାତିଆଗଣ୍ଡ ଅଙ୍ଗନୱାଡି କେନ୍ଦ୍ରରେ ତାଲା

ରେମୁଣା, ୨୬।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ହାତିଆଗଣ୍ଡ ଅଙ୍ଗନୱାଡ଼ି କେନ୍ଦ୍ରରେ ବର୍ଷେ ହେବ ତାଲା ଝୁଲୁଛି। କୋମଳମତି ଶିଶୁଙ୍କୁ ବାରଣ୍ଡାରେ ପାଠପଢା ଯାଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନାହଁି। ସରକାରଙ୍କ ଆମ ଅଙ୍ଗନୱାଡ଼ି...

ଜେଲ୍‌ ଗଲେ କୋଟିପତି କିରାଣି

ଜଳେଶ୍ୱର, ୨୬।୭(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲା (ନଂ.୨୬/୨୦୧୯)ରେ ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାରସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତଥା ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତ ଆରୁହା ଗ୍ରାମର ମୂଳ ବାସିନ୍ଦା ତରଣୀ କୁମାର...

କାର୍‌ଗିଲ ବିଜୟ ଦିବସ: ବିଜୟ ଘୋଷଣା ପରେ ବି ସୀମାରେ ଉତ୍ତେଜନା କମି ନ ଥିଲା

ଖଇରା, ୨୬।୭-୧ମାସର ଘମାଘୋଟ ଲଢ଼େଇ ପରେ ଜୁଲାଇ ୨୬ତାରିଖକୁ ବିଜୟ ଦିବସ ଘୋଷଣା ସରିଥାଏ| ହେଲେ ସୀମାରୁ ଉତ୍ତେଜନା ହ୍ରାସ ପାଇ ନ ଥାଏ| ସେତେବେଳେ ଉରି ସେକ୍ଟରରେ ଓ୍ବେୟାରଲେସ୍‌ ଅପରେଟର ଭାବେ କାର୍ଯ୍ୟ କରୁଥିଲେ ବାଲେଶ୍ୱର ଜିଲା ଖଇରା...

କାର୍ଯ୍ୟର ମାସେ ନପୁରୁଣ ଭାଙ୍ଗିଲା ଡ୍ରେନ

ଚମ୍ପୁଆ,୨୫ା୭(ଡି.ଏନ.ଏ.)-ଚମ୍ପୁଆ ବସଷ୍ଟାଣ୍ଡ ନିକଟରେ ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିବା ଡ୍ରେନ ମାସେ ନପୁରୁଣ ଧସିଯାଇଥିବା ଦେଖିବାକୁ ମିଳିଛି। ଫଳରେ କାର୍ଯ୍ୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚମ୍ପୁଆ ସବଜେଲ ଠାରୁ ନବନିର୍ମିତ ଆହାର କେନ୍ଦ୍ର ପର୍ଯ୍ୟନ୍ତ କିଛିଦନ ହେବ...

ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

କୁଳିଅଣା,୨୫ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଡୁମୁରିଡିହା ପଞ୍ଚାୟତର ଚାଷୀମାନେ ଚାଷ ଜମିକୁ ଜଳ ଯୋଗାଣ ଦାବିରେ ସ୍ଥାନୀୟ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଗୁରୁବାର ତାଲା ପକାଇ ଆନ୍ଦୋଳନ କରିଥିଲେ। ପୂର୍ବାହ୍ନ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିଥିଲା।...

ଚାକିରି କରାଇଦେବାକୁ କହି ୮୪ ଲକ୍ଷ ଠକେଇ

ଭଦ୍ରକ ଅଫିସ, ୨୫।୭ – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବଂଶୀପାଟଣାସ୍ଥିତ ଏକ ସଂସ୍କୃତ ମହାବିଦ୍ୟାଳୟରେ ନିଯୁକ୍ତି କରାଇଦେବା ନାଁରେ ୮୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଗୁରୁବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ନିଯୁକ୍ତି ଆଶାୟୀ ଯୁବତୀ...

ଥାନା ପରିସରରେ ମଦବିରୋଧୀ ମହିଳାଙ୍କ ଧାରଣା

ଆନନ୍ଦପୁର,୨୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଦଧିବାମନପୁରରେ ମଦବିରୋଧୀ ଆନ୍ଦୋଳନକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି। ଆନନ୍ଦପୁର ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ଥିବାରୁ ଏହା ଏବେ ଚରମସୀମାରେ ପହଞ୍ଚିିଛି। ଗୁରୁବାର ଶତାଧିକ ମହିଳା ଆନନ୍ଦପୁର ଥାନା ପରିସରରେ ମଦ ବ୍ୟବସାୟୀଙ୍କ...

ଗୁଳିମାଡ଼ରେ ଜଣେ ଗୁରୁତର

ବାଲେଶ୍ୱର ଅଫିସ,୨୫।୭: ବାଲେଶ୍ୱର ଜିଲା ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଆନନ୍ଦ ବଜାରରେ ଗୁରୁବାର ପୂର୍ବାହ୍ନରେ ୬/୭ ଜଣ ଯୁବକ  ତେଲେଙ୍ଗାସାହି ଅଞ୍ଚଳର ରୋହିତ ରାଓ(୧୮)ଙ୍କୁ ଗୁଳି କରିବା ସହ କଟୁରିରେ ଆକ୍ରମଣ କରିଥିଲେ। ଏଥିରେ ରୋହିତଙ୍କ ବାମଗୋଡ଼ରେ ଗୁଳି...

ଚାଷ ଜମି ଫାଟି ଆଁ, ମରୁଡ଼ି ଆଶଙ୍କା: ଚାଷୀକୂଳ ହତାଶ

ତେଲକୋଇ, ୨୫।୭(ଡି.ଏନ.ଏ.)-ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ତେଲକୋଇ ବ୍ଲକରେ ଚାଷ ଜମି ଫାଟି ଆଁ କଲାଣି। ଧାନ ରୁଆ, ବିହୁଡା ଠପ ହୋଇଥିବା ବେଳେ ଧାନ ତଳି ହଳଦିଆ ହୋଇ ପଡିଛି। ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ ବର୍ଷା...

ହାତୀ ପାଇଁ ରାତି ଅନିଦ୍ରା ଗ୍ରାମବାସୀ

ଚମ୍ପୁଆ,୨୫ା୭(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଦିନକୁ ଦିନ ବଢି ଚାଲିଥିବା ବେଳେ ବନ ବିଭାଗର ନାଚର ପଣିଆ ଗ୍ରାମବାସୀଙ୍କୁ ରାତ୍ରୀ ଅନିଦ୍ରା ହେବାକୁ ବାଧ୍ୟ କରୁଛି। ବର୍ଷା ଅଭାବରୁ ଚମ୍ପୁଆ ବ୍ଲକରେ ମରୁଡି ଆଶଙ୍କା ଦେଖା ଦେଇଥିବା ବେଳେ ଚାଷୀ...

ମନଲୋଭା କେନ୍ଦୁଝରର ବଡ଼ି

କେନ୍ଦୁଝର, ୨୫ା୭(ଦୀପକ ମିଶ୍ର): କେନ୍ଦୁଝରର ଓଡ଼ିଶା ପ୍ରସିଦ୍ଧ ବଡ଼ି କଥା କିଏ ନ ଜାଣେ। ଏହି ବଡିକୁ ନେଇ ଆଦର ବଢୁଥିଲେ ମଧ୍ୟ ସେପରି ଭାବେ ସରକାରୀ ଭାବେ ପ୍ରୋତ୍ସାହନ ମିଳୁନାହିଁ। କେନ୍ଦୁଝରରେ ଏହା ପାଇଁ ଏକ ସ୍ବତନ୍ତ୍ର ବଜାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri