ବାଲେଶ୍ୱର

ତାରିଣୀ ଷ୍ଟୋର ଗୋଦାମରୁ ଚୋରି

ଝୁମ୍ପୁରା, ୧୮।୭(ଡି.ଏନ.ଏ.)-ଝୁମ୍ପୁରା ବଜାରର ମଧ୍ୟଭାଗରେ ଥିବା ତାରିଣୀ ଷ୍ଟୋର ରାଶନ ଦୋକାନର ଗୋଦାମ ଗୃହରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ନେଇ ଗୁରୁବାର ଝୁମ୍ପୁରା ଥାନାରେ ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ ଏବଂ ପୋଲିସର ତଦନ୍ତ...

ହାତୀ ଆକ୍ରମଣରେ ନାବାଳକ ଗୁରୁତର

କେନ୍ଦୁଝର,୧୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ସଦର ରେଞ୍ଜ ଉପରକୁସୁମିତା କସିରା ସାହିରେ ବୁଧବାର ରାତିରେ ଏକ ଦନ୍ତାହାତୀ ଜଣେ ନାବାଳକଙ୍କୁ ଶୁଣ୍ଢରେ କଚାଡ଼ି ଗୁରୁତର କରିଛି। କସିରା ସାହିର ରାୟନ ମୁଣ୍ଡା (୧୩) ମାତାପିତା ଓ ଅନ୍ୟ ଭାଇଙ୍କ ସହିତ...

ପୂର୍ବଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ : ଜଣଙ୍କୁ ହତ୍ୟା

ଠାକୁରମୁଣ୍ଡା,୧୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତ ନଦା ଗ୍ରାମରେ ବୁଧବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର ନାରାୟଣ ପାତ୍ର ବୋଲି ଜଣାପଡ଼ିଛି। ପ୍ରକାଶ...

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୧୮।୭: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ମୟୂରଭଞ୍ଜ ଜିଲା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ହୃଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ବାରିପଦା ସହର ପ୍ରଫୁଲ୍ଲ ନଗରସ୍ଥିତ ବାସଭବନ, ଉଦଳା ନୁଦଡିହାସ୍ଥିତ ପୈତୃକଘର,...

ଦିଆସିଲି ବୋଝେଇ ଟ୍ରକ ଜଳିଗଲା

ଭଣ୍ଡାରିପୋଖରୀ,୧୮।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ. ଜାତୀୟ ରାଜପଥର ଛତାବର ଛକ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦିଆସିଲି ବୋଝେଇ ଟ୍ରକ ଜଳିଯାଇଛି। ଟ୍ରକଟି ପାଣିକୋଇଲି ପଟୁ ଭଦ୍ରକ ଆଡ଼କୁ ଯାଉଥିଲା। କୌଣସି ଯାନ୍ତ୍ରିକ...

କାଖରେ ଶିଶୁ, ମୁଣ୍ଡରେ ବୋଝ : ଏମିତି ବିତୁଛି ଜୀବନ

କେନ୍ଦୁଝର, ୧୮ା୭ (ସ୍ବ.ପ୍ର.)-କେନ୍ଦୁଝର ସହରକୁ ଦୈନିକ ବହୁ ସଂଖ୍ୟାରେ ବନବାସୀ ବିଭିନ୍ନ ପ୍ରକାର ପନିପରିବା, ବନଜାତ ଦ୍ରବ୍ୟ ଧରି ବିକିବାକୁ ଆସିଥାନ୍ତି। ବିକିବା ପରେ ମିଳୁଥିବା ପଇସାରେ ତେଲଲୁଣ କିଣି ଘରକୁ ଫେରନ୍ତି। ଘରେ ସୁବିଧା ନ ଥିବାରୁ କ୍ଷୀର...

ଲୁହାପଥର ଗୁଣ୍ଡରେ ହେଉଛି ରାସ୍ତା ମରାମତି : ସରକାର ହରାଉଛନ୍ତି ରାଜସ୍ବ

ଯୋଡ଼ା,୧୮।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ରାସ୍ତାରେ ଥିବା ଖାଲଢିପକୁ ପୋତିବା ପାଇଁ ଖଣିଜ ପଦାର୍ଥ ବ୍ୟବହାର କରାଯାଉଛି। ଯୋଡ଼ା ଖଣିମଣ୍ଡଳର ଜୁରୁଡ଼ି-ବାମେବାରୀ ରାଜ୍ୟ ରାଜପଥ ନଂ ୨ରେ ବିପୁଳ ପରିମାଣର ଲୁହାପଥରଗୁଣ୍ଡକୁ ଏକ ନିର୍ଦ୍ଦିଷ୍ଟ ଖଣିରୁ ଆଣି ରାସ୍ତା ମରାମତି...

ଜବରଦଖଲ ରାସ୍ତା ନିର୍ମାଣରେ ବାଧକ : ପ୍ରଶାସନ ଚୁପ

କେନ୍ଦୁଝର, ୧୮ା୭ (ସ୍ବ.ପ୍ର.)- କେନ୍ଦୁଝର ସହରରେ ଜବରଦଖଲ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡୁଛି । କିଏ ସରକାରୀ ଜମିରେ ଘରବାଡି ଜବରଦଖଲ କରିଛି ତ କିଏ ରାସ୍ତା ଘାଟ ଜବରଦଖଲ କରିଛି । ଫଳରେ ଯାତାୟାତ ଅସୁରକ୍ଷିତ...

ଚୋରାମଦ ବିକ୍ରିକୁ ମହିଳାଙ୍କ ବିରୋଧ

ପଦ୍ମପୁର, ୧୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତ କୁସୁନବିନ୍ଧା ଗ୍ରାମରେ ମଦବିରୋଧୀ ଅଭିଯାନ ଜୋର ଧରିଛି। ବୁଧବାର ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟାମାନେ ଦୋକାନରେ ଚଢ଼ାଉ କରି ଚୋରା ମଦ ବିକ୍ରିକୁ ବିରୋଧ କରିଛନ୍ତି।...

କପାଳୀ, ସରୁସାଗରକୁ ମିଳୁନି ନଦୀର ମାନ୍ୟତା

ବନ୍ତ,୧୮।୭ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ସାଳନ୍ଦୀ, କପାଳୀ ଓ ସରୁସାଗର ନଦୀ ପ୍ରବାହିତ ା ସାଳନ୍ଦୀକୁ ବାଦ୍‌ ଦେଲେ ସରୁସାଗର ଓ କପାଳୀକୁ ସରକାରୀ ଖାତା ଓ ମାନଚିତ୍ରରେ ଏ ଯାଏ ନଦୀର ମାନ୍ୟତା...

ଫିମ୍ପିମରା ପିଡିଏସ ଚାଉଳ ବଣ୍ଟନ: ହିତାଧିକାରୀ ଅସନ୍ତୋଷ

ଝୁମ୍ପୁୁରା, ୧୭।୭ (ଡି.ଏନ.ଏ.): ଝୁମ୍ପୁରା ବ୍ଲକ ଅନ୍ତର୍ଗତ କେତେକ ପଞ୍ଚାୟତରେ ପିଡିଏସ ବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ରହିଛି। ଜଙ୍ଗଲାଞ୍ଚଳରେ ଅବସ୍ଥିତ ଆଦିବାସୀ ଅଧ୍ୟୁଷିତ ବସନ୍ତପୁର ପଞ୍ଚୟତରେ ୨ଦିନ ଧରି ଫିମ୍ପିମରା ପିଡିଏସ ଚାଉଳ ବଣ୍ଟନ ଯୋଗୁ...

ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା: ନଷ୍ଟ ହେବାକୁ ବସିଛି ଧାନ ତଳି

ଚମ୍ପୁଆ,୧୭ା୭(ଡି.ଏନ.ଏ.)-ଚମ୍ପୁଆରେ ସ୍ବାଭାବିକ ବର୍ଷା ହେଉ ନ ଥିବାରୁ ଧାନତଳି ନଷ୍ଟ ହେବାକୁ ବସିଥିବା ବେଳେ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ମୌସୁମୀ ବର୍ଷାକୁ ଅପେକ୍ଷା କରି ରହିଥିବା ଚାଷୀ ଶେଷରେ ଲଘୁଚାପ ବର୍ଷାକୁ ଅନେଇ ବସିରହିଥିଲେ ମଧ୍ୟ ବର୍ଷାର ଦେଖା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri