ବାଲେଶ୍ୱର

ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଊର୍ଦ୍ଧ୍ୱ ଗୁରୁତର

ବାଲେଶ୍ୱର,୬ା୭(ମାନସ ବିଶ୍ୱାଳ): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତର ନୂଆଁପୁର ସିନ୍ଧିଆ ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗ୍ରାମର ଆଦିତ୍ୟ ପ୍ରଧାନଙ୍କ ଦେହାନ୍ତ...

ଖଁା ଖଁା ପ୍ରାଣୀ ଚିକିତ୍ସାଳୟ

ଖଇରା,୬।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଖଇରା ବ୍ଲକର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ୬ମାସ ହେଲା ଡାକ୍ତରଶୂନ୍ୟ। ଏଠାରେ ୪ଟି ପଦବୀ ଥିବା ବେଳେ ଜଣକ ପରେ ଜଣେ ଏହିଭଳି ଭାବେ ସବୁ ଡାକ୍ତର ୨୨-୨୩ବର୍ଷ ମଧ୍ୟରେ ଅନ୍ୟତ୍ର ଚାଲିଯାଇଛନ୍ତି। ଏଣୁ ଦୈନିକ...

ତାଳସାରୀ-ଉଦୟପୁର ପଥରବନ୍ଧ ଅନୁଧ୍ୟାନ କଲେ ଜିଲାପାଳ

ଭୋଗରାଇ, ୫।୭(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟ ପୁର-ତାଳସାରୀ ୨. ୭ କି.ମି. ତଟସୁରକ୍ଷା ପାଚେରି ପଥରବନ୍ଧ ପ୍ରାକ୍‌ ମୌସୁମୀରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ମଙ୍ଗଳବାର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଏହି ପଥରବନ୍ଧ ଅନୁଧ୍ୟାନ...

ଦୁଇ ବସ୍‌ ମଧ୍ୟରେ ଦୁର୍ଘଟଣା

ବାଲେଶର ଅଫିସ, ୫।୭: ବାଲେଶ୍ବର ସଦରଥାନା ସ୍ଥିତ କୁରୁଡା ଉଡନ୍ତାପୋଲ ଉପରେ ବୁଧବାର ଦୁର୍ଘଟଣା ଘଟିଛି। ଦୁଇଟି ବସ୍‌ ମଧ୍ୟରେ ଧକ୍କା ହୋଇ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏବେବି ଲୋକଙ୍କ ମନରେ ଭୟ

ବାହାନଗା, ୩ା୭(ଅରୂପ କୁମାର ଦାସ)-ଜୁନ୍‌ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ମାସେ ପୂରିଗଲାଣି। ଏବେ ବି ସେହି ସନ୍ଧ୍ୟାର ଦୃଶ୍ୟକୁ ମନେ ପକାଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡୁଛନ୍ତି। ଏହି ଷ୍ଟେଶନ ଅପ୍‌, ଡାଉନ୍‌ରେ ୭ଟି...

ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ବର୍ଷା ପାଣି

ଔପଦା, ୩।୭(ଧରିତ୍ରୀ ପଣ୍ଡା): ଔପଦା ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଗରେ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥାନ ନ ଥିବାରୁ  ସାମାନ୍ୟ ବର୍ଷା ହେଲେ ପାଣି ଜମି ରହି ଲହଡ଼ି ମାରୁଛି। ଏହି କାର୍ଯ୍ୟାଳୟ ଅଧୀନରେ ଥିବା...

ପଡ଼ିଆ ପଡ଼ିବ ୮ହଜାର ହେକ୍ଟର ଚାଷଜମି

ଖଇରା,୨।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଅଧୀନ ଖଇରା, ଔପଦା ଓ ସୋର ବ୍ଲକର କିଛି ଅଂଶ ଚାଷଜମିକୁ ଜଳସେଚିତ କରିବାକୁ ଏବେ ଭୂତଳଜଳ ପାଇପ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ହେଲେ ଠିକାଦାର ଏହାକୁ ଠିକ୍‌ ଢଙ୍ଗରେ କରୁ ନ ଥିବାରୁ...

ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା ଚର୍ଚ୍ଚା

ବାଲେଶ୍ୱର/ବାହାନଗା,୨।୭(ମାନସ ବିଶ୍ୱାଳ/ ଅରୂପ କୁମାର ଦାସ)ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାକୁ ଜୁଲାଇ ୨ତାରିଖ ରବିବାର ଏକ ମାସ ପୂରିବ। ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। କେତେଜଣ ଆହତ ଘରକୁ ଫେରିଥିବାବେଳେ...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଏସ୍‌ସିବିରେ ଆଉ ଜଣେ ଯାତ୍ରୀଙ୍କ ମୃତ୍ୟୁ

କଟକ,୩୦ା୬ (କାର୍ତ୍ତିକ ସାହୁ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆଉ ଜଣେ ଯାତ୍ରୀଙ୍କର ଗୁରୁବାର ମୃତ୍ୟୁ ଘଟିଛି। ସେ ହେଲେ ବିହାର ରାଜ୍ୟ ଜମୁଇ ବାସିନ୍ଦା ମନୀଷ କୁମାର(୨୪)।...

ଡମ୍ପର ଧକ୍କାରେ ଚାଲିଗଲା ଛାତ୍ରୀଙ୍କ ଜୀବନ, ଦୁଇ ଗୁରୁତର

ଭୋଗରାଇ,୨୯ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଜଳେଶ୍ୱର-ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ ନହରା ଛକଠାରେ ଗୁରୁବାର ସକାଳେ ଡମ୍ପର ଧକ୍କାରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ ହେଲେ...

ବାହାନଗା ରେଳଷ୍ଟେଶନରେ ଖୋଲିଲା ଟିକେଟ କାଉଣ୍ଟର

ବାହାନଗା,୨୯।୬(ଅରୂପ କୁମାର ଦାସ)ମଙ୍ଗଳବାରଠାରୁ ସ୍ବାଭାବିକ ହୋଇଛି ବାହାନଗା ରେଳଷ୍ଟେଶନ। ବୁଧବାର ଷ୍ଟେଶନରେ ଟିକେଟ କାଉଣ୍ଟର ଖୋଲାଯାଇଛି ା ତେବେ ଦ୍ୱିତୀୟ ଦିନରେ ୨ଟି ଟ୍ରେନ୍‌ ବାଲେଶ୍ୱର-ଭୁବନେଶ୍ୱର ଅଫ୍‌ ଟ୍ରେନ୍‌ ସକାଳେ ଯାଇଥିବା ବେଳେ ଦିନରେ ଖଡଗପୁର-ଭଦ୍ରକ ପାସେଞ୍ଜର ଯାଇଥିବା ବାହାନଗା...

ଉଦୟପୁର-ତାଳସାରୀ ପଥରବନ୍ଧରେ ୫୦ ଘାଇ

ଭୋଗରାଇ,୨୯।୬(ପ୍ରଦୀପ ଦାସ)ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର-ତାଳସାରୀ ବେଳାଭୂମିକୁ ବିଶ୍ୱମାନର ପର୍ଯ୍ୟଟନସ୍ଥଳୀ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ରାଜ୍ୟସ୍ତରୀୟ ନେତା ଓ ସଚିବମାନେ ପରିଦର୍ଶନରେ ଆସି କୋଟି କୋଟି ଟଙ୍କାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri