ବାଲେଶ୍ୱର

ବାହାନଗା ବିଦ୍ୟାଳୟ କୋଠରି ଭଙ୍ଗାଯିବ

ବାଲେଶ୍ୱର ଅଫିସ, ୯।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହଗୁଡ଼ିକୁ ସ୍ଥାନୀୟ ବାହାନଗା ହାଇସ୍କୁଲରେ ରଖାଯାଇଥିଲା। ହାଇସ୍କୁଲର ବିଭିନ୍ନ କୋଠରିରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ମୃତଦେହ...

ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୮।୬: ଓଡ଼ିଶା ଉପକୂଳରେ ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ବୁଧବାର ସନ୍ଧ୍ୟା ୭.୩୦ରେ ଓଡ଼ିଶା ଉପକୂଳବର୍ତ୍ତୀ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ...

ସ୍କାନରରେ ୯ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୮ା୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ନେଇଛି। ବୁଧବାର ଦ୍ୱିତୀୟ ଦିନରେ ସିବିଆଇ ସହିତ ଫୋରେନସିକ୍‌ ଟିମ୍‌ ବାହାନଗା ଷ୍ଟେଶନ ନିକଟ...

ମୃତକଙ୍କ ଚିହ୍ନଟ ପାଇଁ କେବଳ ଏମ୍ସ ଯିବାକୁ କହିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୭ା୬(ବ୍ୟୁରୋ): ବାଲେଶ୍ବର ଜିଲା ବାହାନଗା ରେଳ ଦୁର୍ଘଟଣାରେ ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ସମ୍ପର୍କୀୟମାନେ ଅନ୍ୟ କୌଣସି ହସ୍ପିଟାଲ ନ ଯାଇ କେବଳ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ବାହାନଗା ରେଳ ଦୁର୍ଘଟଣାରେ...

ପୁଣି ବାହାନଗା ଷ୍ଟେଶନରେ ସିବିଆଇ ଟିମ୍‌

ବାଲେଶ୍ୱର ଅଫିସ,୭ା୬: ବାହାନଗା ରେଳ ଷ୍ଟେଶନରେ ବୁଧବାର ପୁଣି ସିବିଆଇ ଟିମ୍‌ ପହଞ୍ଚିଛି। ମଙ୍ଗଳବାର ଦିନ ଓ ରାତି ଦୁର୍ଘଟଣାସ୍ଥଳ ସମେତ ବାହାନଗା ଷ୍ଟେଶନରେ ଟିମ୍‌ ଯାଞ୍ଚ କରିଥିବା ବେଳେ ଆଜି ପୁଣି ବାହାନଗାରେ ଜୋରଦାର ତନାଘନା କରିଛି ସିବିଆଇ।...

୮୮ ଜୀବନ ବଞ୍ଚାଇଲେ ଦୀପକ, ଶୁଭଙ୍କର

ବାଲେଶ୍ୱର ଅଫିସ, ୭।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ଦୀପକ ରଞ୍ଜନ ବେହେରା ଏବଂ ଶୁଭଙ୍କର ଜେନା।...

‘ମୋ ଜମି ନଷ୍ଟ କଲ, କ୍ଷତିପୂରଣ ଦିଅ’

ବାଲେଶ୍ୱର ଅଫିସ,୭।୬ବାହାନଗା ରେଳ ଦୁର୍ଘଟଣା ପରେ ନିକଟସ୍ଥ ଚାଷ ଜମିରେ ଖଣ୍ଡବିଖଣ୍ଡିତ ବଗି ଗୁଡ଼ିକ ରଖାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ଏହି ଜମିରେ ଚାଷ ହୋଇ ନ ପାରିବା ଆଶଙ୍କା କରି ଜଣେ ଜମି ମାଲିକ ପ୍ରଶାସନକୁ କ୍ଷତିପୂରଣ...

ମାମଲା ରୁଜୁ କଲା ସିବିଆଇ

ବାଲେଶ୍ୱର ଅଫିସ/ବାହାନଗା(ଡି.ଏନ.ଏ.)/ ଭୁବନେଶ୍ୱର,୭ା୬ (ବ୍ୟୁରୋ): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମାମଲା ରୁଜୁ କରିବା ସହ ୧୦ ଜଣିଆ ଟିମ୍‌ ତଦନ୍ତ କରିଛି। ୨୮୮ ଲୋକଙ୍କ ଜୀବନ ନେଇଥିବା ଏହି ଭୟାବହ...

ଟ୍ରେନ୍‌ ଦୁର୍ଘଟଣା: ମାମଲା ରୁଜୁ କଲା ସିବିଆଇ 

ବାଲେଶ୍ୱର ଅଫିସ,୬।୬: ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଦୁର୍ଘଟଣାରେ ରେଳ ମନ୍ତ୍ରାଳୟର ଆବେଦନ ଆଧାରରେ କଲା ସିବିଆଇ ମାମଲା ରୁଜୁ କରିଛି। ପୂର୍ବରୁ ମାମଲା ରୁଜୁ କରିଥିବା ଜିଆରପିଠାରୁ ତଦନ୍ତ ଭାର ନେଇଛି ସିବିଆଇ । ଘଟଣାକୁ ନେଇ ପୂର୍ବରୁ...

ଘଟଣାସ୍ଥଳରୁ ଫେରିଲେ ସିବିଆଇ ଟିମ୍‌

ବାଲେଶ୍ୱର ଅଫିସ,୬।୬: ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାସ୍ଥଳରୁ ସିବିଆଇ ଟିମ୍‌ ଛାନଭିନ କରି ଫେରିଛନ୍ତି। ପ୍ରାଥମିକ ତଦନ୍ତ ସାରି ସିବିଆଇ ଟିମ୍‌ ଫେରିଛନ୍ତି। ମଙ୍ଗଳବାର ସକାଳେ ସିବିଆଇ ଟିମ୍‌ ବାହାନଗାରେ ପହଞ୍ଚିବା ପରେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ।...

ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ଚିତ୍ତ ଷଡ଼ଙ୍ଗୀ

ନୀଳଗିରି,୫।୬(ସ୍ବ.ପ୍ର.)- ବାହାନଗା ରେଳ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ। ମୃତ୍ୟୁସଂଖ୍ୟା ଲୁଚାଯାଉଛି ବୋଲି ସେ କହିବା ସହ ଏହି ଦୁର୍ଘଟଣାରେ ୧୦୦୦ରୁ୧୫୦୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ...

ବାହାନଗା ରେଳ ଦୁର୍ଘଟଣା: ରେଲୱେର ଦାୟିତ୍ୱହୀନତା ନେଇ ଏତଲା

ବାଲେଶ୍ୱର ଅଫିସ,୫।୬: ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ନେଇ ସୋମବାର ଥାନାରେ ଏତଲା ହୋଇଛି। ବାଲେଶ୍ୱର ଜିଆରପି ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି। ବାଲେଶ୍ୱର ଜିଆରପି ଥାନାର ଏସଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦିଆଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri