ବାଲେଶ୍ୱର

ଲୁଟି ନେଲେ ସୁନାଗହଣା, ନଗଦ ୧.୧ଲକ୍ଷ

ଭୋଗରାଇ, ୨୭ା୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ନୁଟୁରା ଗ୍ରାମର ସୁଦାମ ଦଣ୍ଡପାଟଙ୍କ ଘରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଘରେ କେହି ନ ଥିବା ସୁଯୋଗ ନେଇ କୌଣସି ଦୁର୍ବୃତ୍ତ...

୯୩ବର୍ଷରେ ଚଳଚଞ୍ଚଳ ମହେଶ୍ୱର

ସିମୁଳିଆ, ୨୬।୧(ଡି.ଏନ.ଏ.): ସମଗ୍ର ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ନାମ ନ ଥାଇ ମଧ୍ୟ ୯୩ବର୍ଷରେ ଚଳଚଞ୍ଚଳ ଅଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ମହେଶ୍ୱର...

ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ମହେଶ୍ୱରଙ୍କ ନାଁ ନାହିଁ

ସିମୁଳିଆ,୨୫ା୧(ଡି.ଏନ୍‌.ଏ.): ସମଗ୍ର ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ। ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ନାଁ ନ ଥାଇ ମଧ୍ୟ ୯୩ ବର୍ଷରେ ଚଳ ଚଞ୍ଚଳ ଅଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର...

ବେଆଇନ କରତ କଳ ଉପରେ ଚଢ଼ାଉ

ସିମୁଳିଆ,୨୫।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ମାର୍କୋଣା ଓ ବରି ଅଞ୍ଚଳରେ ବୁଧବାର ୨ଟି କରତ କଳ ଉପରେ ଚଢ଼ାଉ ହୋଇଛି। ବେଆଇନ କାଠ କଟାଯାଇ କରତ କଳ ଚାଲିଥିବା ବିଭାଗୀୟ ଅଧିକାରୀ ଓ ପୋଲିସକୁ ଖବର ମିଳିଥିଲା। ଏ...

ପଶ୍ଚିମବଙ୍ଗକୁ ଶାମୁକା ଚୋରାଚାଲାଣ

ଲଙ୍ଗଳେଶ୍ୱର, ୨୩।୧:ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଶାମୁକା ଚୋରାଚାଲାଣ ବଢ଼ିବାରେ ଲାଗିଛି। ସମୁଦ୍ର ଉପକୂଳବର୍ତ୍ତୀ ବିଭିନ୍ନ ପଞ୍ଚାୟତରେ କେତେକ ବ୍ୟବସାୟୀ ଏଭଳି ବେଆଇନ ବ୍ୟବସାୟରେ ଲିପ୍ତ ରହୁଛନ୍ତି। ପ୍ରତି ସପ୍ତାହରେ ପ୍ରାୟ ୨ଶହ କୁଇଣ୍ଟାଲରୁ ଊଦ୍ଧର୍‌ବ ଶାମୁକା...

ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ଜଙ୍ଗଲରେ ନିଆଁ

ନୀଳଗିରି,୨୩ା୧(ସ୍ବ.ପ୍ର):ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଅଁା ଲାଗିଛି। ସଜନାଗଡ଼ ପଞ୍ଚାୟତ ଅନ୍ତର୍ଗତ ନୂଆସାହି ଗ୍ରାମ ନିକଟରେ ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏହି ନିଅଁା ଲାଗିଥିବା ଦେଖିବାକୁ ମିଳିଥିଲା। ଖବରପାଇ...

ଇଟାଭାଟିରେ ନାବାଳକଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର : ହତ୍ୟା ଅଭିଯୋଗ ଆଣିଲେ ମା’ବାପା

ଜଳେଶ୍ୱର, ୨୨।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନରେ ଗଢି ଉଠିଥିବା ବେଆଇନ ଇଟାଭାଟି ଅଞ୍ଚଳରେ ଶନିବାର ଖେଳୁଥିବା ବେଳେ ଏକ ୮ବର୍ଷର ବାଳକଙ୍କ ଉପରେ ଟ୍ରାକ୍ଟର ମାଡ଼ିଯାଇଥିଲା। ଏହି ଘଟଣାକୁ ନାବାଳକଙ୍କ ମା’ ବାପା ସହଜରେ ଗ୍ରହଣ କରିପାରି...

ଲାଗି ହେଲା ୧୦୦୮ ପ୍ରକାର ପ୍ରସାଦ

ବାଲେଶ୍ୱର ଅଫିସ,୨୧।୧: ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ନିକଟସ୍ଥ ଶ୍ରୀ ଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ଓ ନବମ ବାର୍ଷିକ ଉତ୍ସବ ପାଳିତ ହୋଇଛି। କୋଭିଡ୍‌ କଟକଣା ଯୋଗୁ ଦୀର୍ଘ ୨ ବର୍ଷ ଧରି...

ଯୋଗ୍ୟ ହିତାଧିକାରୀ ଉଭାନ

ଖଇରା, ୨୧।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକର ୩୭ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ୟ ତାଲିକା ପ୍ରକାଶ ପାଇଛି । ହେଲେ ବହୁ ଯୋଗ୍ୟ ବ୍ୟକ୍ତି ବାଦ୍‌ ପଡିବା ନେଇ ବିରୋଧର ସ୍ବର ଶୁଣିବାକୁ ମିଳୁଛି । ବିଭିନ୍ନ...

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ

ବାଲେଶ୍ୱର ଅଫିସ,୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଦହପଡ଼ା ପଞ୍ଚାୟତରେ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଥିବା ନେଇ ଅଞ୍ଚଳବାସୀ ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଉକ୍ତ ପଞ୍ଚାୟତର ଦହପଡ଼ା, କଣ୍ଟାବଣିଆ, ଗମ୍ଭାରିଆ,...

୪ମାସର ଶିଶୁକୁ ହତ୍ୟାକରି ଫିଙ୍ଗିଦେଲେ

ଖଇରା/ସୋର, ୨୦ା୧(ଡି.ଏନ.ଏ.):ବାଲେଶ୍ୱର ଜିଲା ଖଇରା ଥାନା ଗଗନଧୂଳି ପଞ୍ଚାୟତ ଅଧୀନ ପାଣିସିଆଳି ଗ୍ରାମର ଜଣେ ୪ମାସ ଶିଶୁପୁତ୍ରକୁ ହତ୍ୟା କରି ବିଲ ମଝିକୁ ଫିଙ୍ଗି ଦିଆଯାଇଛି। ଶିଶୁଟିର କ୍ଷତବିକ୍ଷତ ମୃତଦେହ ଗୁରୁବାର ସନ୍ଧ୍ୟାରେ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ...

ଦାଣ୍ଡରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କୁ ଅପହରଣ

ଔପଦା,୧୯।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ଥାନା ଅଘିରାପଦା ପଞ୍ଚାୟତ ଚିଞ୍ଚିଡ଼ା ଗ୍ରାମରୁ ୧୭ ତାରିଖରେ ୧ ବର୍ଷ ୮ ମାସର ଶିଶୁପୁତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri