ବାଲେଶ୍ୱର

ପରିସଂଖ୍ୟାନ ବିଭାଗ କାର୍ଯ୍ୟାଳୟରେ ତାଲା ଝୁଲୁଛି

ବାହାନଗା, ୩ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ଥିବା ଏକ ପରିସଂଖ୍ୟାନ କାର୍ଯ୍ୟାଳୟ ଭୂତକୋଠି ପାଲଟିଛି। କାର୍ଯ୍ୟାଳୟକୁ କୌଣସି କର୍ମଚାରୀ ଆସନ୍ତି ନାହିଁ । ଫଳରେ ବର୍ଷ ବର୍ଷ ଧରି କାର୍ଯ୍ୟାଳୟ ଗୃହରେ ତାଲା ପଡିରହିଛି । ଏହି...

ବିଭ୍ରାନ୍ତିକର ତଥ୍ୟ ଦେଇ ଅର୍ଥ ଆଦାୟ

ଖଇରା, ୨।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ରାଜସ୍ବ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନରେ ପୂର୍ବରୁ ଖଣି ବ୍ୟବହାର କରୁଥିବା ଲିଜଧାରୀଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ପୂର୍ବକ ବେଆଇନ ଅର୍ଥ ଆଦାୟକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି...

ଖୋଲିଲା କୁଳଡିହା ଅଭୟାରଣ୍ୟ

ବାଲେଶ୍ୱର ଅଫିସ,୧।୧୧: ଆଜିଠୁ ଖୋଲିଲା ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ। ପର୍ଯ୍ୟଟକଙ୍କ ପାଇଁ ଗୋହିରାଭୋଳଠାରେ ନେଚର୍ସ କ୍ୟାମ୍ପରେ ରାତ୍ରି ରହଣି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବର୍ଷଭଳି ଆଜିଠାରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ...

ଗୋରୁ ବୋଝେଇ ଭ୍ୟାନ ଜବତ, ୩ ଗିରଫ

ରୂପସା, ୩୧।୧୦(ଡି.ଏନ.ଏ.): ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ବସ୍ତା ଥାନା ଅଧୀନ ନଳବାହାର ଛକ ନିକଟରେ ପୋଲିସ ସୋମବାର ଚଢାଉ କରି ୨ଟି ଗୋରୁ ବୋଝେଇ ଭ୍ୟାନ୍‌ ଜବତ କରିଛି। ଏଥିସହ ୩ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି।...

୩ ପରିବାରରେ ବୁଲାଇଲେ କଳାକନା

ଜଳେଶ୍ୱର, ୩୧ା୧୦(ଡି.ଏନ.ଏ.): କାଳୀପୂଜା ଅବସରରେ ଖୁଲୁଡା ଗାଁରେ ନାଟକ ଅନୁଷ୍ଠିତ ହେଉଥିବା ବେଳେ ଏହାର ସୁଯୋଗ ନେଇ ଚୋରମାନେ ୩ ପରିବାରରେ କଳାକନା ବୁଲାଇଛନ୍ତି। ଏ ସମ୍ପର୍କରେ ୩ ପରିବାର ନାମ୍ପୋ ଫାଣ୍ଡିରେ ଏତଲା ଦେଇଛନ୍ତି। ଗ୍ରାମର ଅଜୟ ମହାପାତ୍ରଙ୍କ...

ଜାତୀୟ ରାଜପଥ ମରଣଯନ୍ତା

ବାଲେଶ୍ୱର ଅଫିସ,୩୧ା୧୦: ଭଦ୍ରକ-ବାଲେଶ୍ୱର ସେକ୍‌ସନ ୧୬ନଂ. ଜାତୀୟ ରାଜପଥରେ ୬ ଥାକିଆ ରାସ୍ତା ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ରାସ୍ତାର ସମ୍ପ୍ରସାରଣ କାମ ଚାଲିଛି। ଚେନ୍ନାଇଠାରୁ କୋଲକାତାକୁ ସଂଯୋଗ କରୁଥିବା ଏହି ରାଜପଥର ବାଲେଶ୍ୱର ଜିଲା ଏବେ ସବୁଠୁ ବିପଦସଙ୍କୁଳ। ପ୍ରତିଦିନ...

୫୦ବର୍ଷରେ ଖଇରା କାଳୀପୂଜା

ଖଇରା,୨୯ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବଜାର ବ୍ୟବସାୟୀଙ୍କ ସହଯୋଗରେ ପାଳିତ ହେଉଥିବା କାଳୀପୂଜା ଚଳିତ ବର୍ଷ ୫୦ ବର୍ଷରେ ପଦାର୍ପଣ କରିଛି। ସୋମବାର ରାତିରେ ପଣ୍ଡିତ ଦ୍ୱାରିକାନାଥ ଶତପଥୀ ଓ ପ୍ରଫୁଲ୍ଲ କୁମାର ତ୍ରୀପାଠୀଙ୍କ ଦ୍ୱାରା ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିବା...

ଧାନ ଥୋଡ଼ ସମୟରେ ଜମି ଶୁଖିଲା

ସୋର,୨୯ା୧୦(ଡି.ଏନ୍‌.ଏ.): ଧାନ ଥୋଡ଼ ଆସିବା ବେଳେ ବିଲରେ ପାଣିର ଅଭାବ। ମୌସୁମୀ ବାୟୁ ଫେରି ଯିବା ପରେ ଲଘୁଚାପ ବର୍ଷାକୁ ଭରସା କରିଛନ୍ତି ଚାଷୀ। ବର୍ଷା ନ ହେଲେ ଅମଳ ପ୍ରଭାବିତ ହେବା ଆଶଙ୍କା। ଉଠା ଜଳ ସେଚନ ପ୍ରକଳ୍ପ...

୯ ବର୍ଷରେ ୧୧୪ ଅଙ୍ଗନୱାଡି ଗୃହ ଅସମ୍ପୂର୍ଣ୍ଣ

ଖଇରା,୨୯।୧୦ ଉତ୍କଳବନ୍ଧୁ ପଣ୍ଡା: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ବିଭିନ୍ନ ସମସ୍ୟା ଯୋଗୁ ୯ବର୍ଷ ମଧ୍ୟରେ ୧୧୪ ନୂତନ ଅଙ୍ଗନୱାଡି କେନ୍ଦ୍ର ଗୃହ ଅସମ୍ପୂର୍ଣ୍ଣ ରହିଛି। ଆବଶ୍ୟକ ସରକାରୀ ଜାଗା ଉପଲବ୍ଧ ନ ହେବା, କାର୍ଯ୍ୟଗ୍ରାହୀମାନେ ଯଥା ସମୟରେ...

୧୦ କେ.ଜି. ବ୍ରାଉନ୍‌ସୁଗାର ଜବତ

ବାଲେଶ୍ୱର ଅଫିସ,୨୯ା୧୦: ବାଲେଶ୍ୱର ସହରର ଫୁଲାଡ଼ିସ୍ଥିତ କାସିମପୁର ପଡ଼ିଆରେ ବ୍ରାଉନ୍‌ସୁଗାର କାରବାର ବେଳେ ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଚଢ଼ାଉ କରି ୬ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୦କେ.ଜି. ବ୍ରାଉନସୁଗାର ଜବତ ହୋଇଛି। ଏହାର ମୂଲ୍ୟ ୧୧ କୋଟି...

ଅଙ୍ଗନୱାଡି କେନ୍ଦ୍ରରେ ଉତ୍ତେଜନା

ରୂପସା,୨୯।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଜାମୁନିଆ ଅଙ୍ଗନୱାଡିି କେନ୍ଦ୍ରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ସକାଳେ ଏହି କେନ୍ଦ୍ରର ତାଲା ଖୋଲି ପିଲାଙ୍କ ଖାଦ୍ୟ ସାମଗ୍ରୀ, କାଠ ପଟା ଆଦି ଚୋରି କରାଯାଉଥିବା ଗ୍ରାମବାସୀ ଅଭିଯୋଗ...

ଅବସର ପରେ ସମାଜସେବା

ବାଲେଶ୍ୱର ଅଫିସ, ୨୭ା୧୦: ଲୋକଙ୍କ ସେବା କରିବାକୁ ଛୋଟବେଳୁ ଆଗ୍ରହ ଥିଲା। ହେଲେ ସଂସାର ଦାୟିତ୍ୱ ମଧ୍ୟରେ ସେସବୁ କରିବା ସମ୍ଭବ ହୋଇ ନ ଥିଲା। ସେ ଚାକିରି ଜୀବନରୁ ଅବସର ନେବା ମାତ୍ରେ ପରିବାରର ଦାୟିତ୍ୱ ବୋହୂ ପୁଅ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri