ବାଲେଶ୍ୱର

ବିପଦସଙ୍କେତ ଟପିଲା ଜଳକା

ରୂପସା, ୧୨।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଏହି ନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବା ସହିତ ଚଳିତବର୍ଷ ପ୍ରଥମଥର ପାଇଁ ବିପଦସଂକେତ...

ଦିଲ୍ଲୀରୁ ଧରାହେଲେ ନାଇଜେରୀୟ

ବାଲେଶ୍ୱର ଅଫିସ, ୧୨ା୮:ସାଇବର ଠକ ଏବେ ଆପଣାଇଛନ୍ତି ଅଭିନବ ଉପାୟ। ବିଦେଶିନୀଙ୍କ ଲୋଭ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ନିକଟରେ ହନିଟ୍ରାପର ଶିକାର ହୋଇ ବାଲେଶ୍ୱର ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହରାଇଛନ୍ତି ୩୦ ଲକ୍ଷ...

ଅତଡ଼ା ଖସୁଛି, ଟାଙ୍ଗଣା ପୋଲ ବିପଦସଙ୍କୁଳ

ନୀଳଗିରି, ୧୧ା୮(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଶେରଗଡ଼ ନୀଳଗିରି ଝରଣଘାଟି ୧୯ନଂ. ରାଜ୍ୟ ରାଜପଥ ଟାଙ୍ଗଣା ଛକ ନିକଟରେ ଥିବା ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସୋମବାର ରାତିରେ ପୋଲ ମଝିରେ ୫ଫୁଟ ଲମ୍ବର ଅତଡ଼ା ଖସିପଡିଛି।...

ହତ୍ୟା ଅଭିଯୋଗ: ମାଟିତଳୁ ଖୋଳାହେଲା ମହିଳାଙ୍କ ମୃତଦେହ

ବାଲେଶ୍ୱର ଅଫିସ,୧୦ା୮: ବାଲେଶ୍ୱର ଜିଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ବାଘ ଆମ୍ପୁଡ଼ା ଗାଁରେ ୩ ଦିନ ପରେ ମାଟିତଳୁ ବୁଧବାର ଖୋଳା ହୋଇଛି ମହିଳାଙ୍କ ଗଳିତ ମୃତଦେହ। ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଶାଶୁଘର ଲୋକ କହି...

ଲଗାଣ ବର୍ଷାରେ ଭୁଶୁଡ଼ିଲା କୋଷ୍ଟ କେନାଲ ସେତୁ

ବାଲେଶ୍ୱର ଅଫିସ ୧୦।୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ କଳାମାଟିଆ ପାହି ଅଞ୍ଚଳରେ କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ସେତୁ ଲଗାଣ ବର୍ଷାରେ ଭଶୁଡି ପଡ଼ିଛି । ଏହି ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଦାବି...

ଓଲଟିଲା ତିର୍ଥଯାତ୍ରୀ ବସ୍‌: ୭ଗୁରୁତର, ୩୦ରୁ ଉଦ୍ଧର୍‌ବ ଆହାତ

ବାଲେଶର ଅଫିସ,୧୦।୮: ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ତିର୍ଥଯାତ୍ରୀ ବସ୍‌। ବାଲେଶର ଜିଲାର ସୋର ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଏଭଳି ଘଟଣା ଘଟିଛି। ଏଥିରେ ୩୦ରୁ ଉଦ୍ଧର୍‌ବ ଆହାତ...

‘ସୈନିକଙ୍କ ପାଇଁ ରାଖୀଟିଏ’

ବାଲେଶ୍ୱର ଅଫିସ,୧୦।୮: ବାଲେଶ୍ୱର ଜିଲାର ବିଭିନ୍ନ ମହାବିଦ୍ୟାଳୟର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରଷଦ (ଏବିଭିପି) ୟୁନିଟର ସଭାପତିଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରମାନେ ସୀମାରେ ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କ ପାଇଁ ‘ସୈନିକଙ୍କ ପାଇଁ ରାଖୀଟିଏ’ କାର୍ଯକ୍ରମ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏକାଠି...

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ କରି ଖସି ପଳାଉଥିଲେ, ଧରି ଛେଚିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୮ା୮: ବାଲେଶ୍ୱର ଜିଲା ସୋର ଅନନ୍ତପୁର ରାସ୍ତା ପାଖ ଛକ ନିକଟରେ ବିଳମ୍ବିତ ରାତିରେ ଦୁଇଟି ବାଇକ୍‌ରେ ୩ ଜଣ ଯୁବକ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି।...

ଅବ୍ୟବସ୍ଥାରେ କୃଷି ଜିଲା କାର୍ଯ୍ୟାଳୟ

ସିମୁଳିଆ, ୮।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଖଇରା ନିର୍ବାଚନମଣ୍ଡଳୀର ‘କୃଷି ଜିଲା କାର୍ଯ୍ୟାଳୟ’ କିରାଣି ଓ ପିଅନଙ୍କ ପରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଲୋକପ୍ରତିନିଧି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁ ବ୍ଲକର କୃଷି...

ସରକାରୀ ଜମିରୁ କାଟିଥିଲେ ଗଛ, ଶୀଘ୍ର ହେବ ନିଲାମ

ଖଇରା,୫ା୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଖଇରା ରାଜସ୍ବ କ୍ଷେତ୍ର ଅଧୀନ ଆଳଦା ଗ୍ରାମର ସରକାରୀ ଜମିରେ ଥିବା ବଡ କୈମ ଓ ତାଳ ଗଛକୁ ଉକ୍ତ ଗ୍ରାମର ଲକ୍ଷ୍ମୀଧର ସାହୁ କାଟିଥିବା ନେଇ ଖଇରା ତହସିଲଦାରଙ୍କ ନକଟରେ ଅଭିଯୋଗ...

ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ,୫ା୮: ବାଲେଶ୍ୱର ଜିଲା ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାରୁ ପ୍ରକାଶ, ବାଲିଆପାଳ ଥାନା ଅଧିନସ୍ଥ ବଡ଼ସିମୁଳିଆ ଅଞ୍ଚଳର ଦିଲୀପ କୁମାର୍‌ ବୀର ସ୍ତ୍ରୀ ରବିନା...

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ବାଲେଶ୍ୱର ଅଫିସ,୫ା୮: ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତ୍ତି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁଯାୟୀ ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ସାମ୍ପ୍ରତିକ ସମୟରେ ଦେଖା ଦେଇଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ବେଲଗାମ ଦରଦାମ ବୃଦ୍ଧି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri