ବରଗଡ଼

ବରଗଡ଼ ନାବାଳିକା ପୋଡ଼ି ଘଟଣା: ଭାଇଙ୍କୁ ଉଠାଇନେଲା ପୋଲିସ

ବରଗଡ଼,୧୩।୮: ବରଗଡ଼ ଫିରିଙ୍ଗମାଲରେ ନାବାଳିକା ପୋଡ଼ି ଘଟଣାରେ ତନାଘନା ଚଳାଇଛି ପୋଲିସ। ମୃତ ନାବାଳିକାଙ୍କ ଭାଇଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି। ଭିନ୍ନ ଭିନ୍ନ ଦିଗକୁ…

5 months ago

ସରକାର ବଦଳିଲା, ବଦଳିନି ବ୍ୟବସ୍ଥା: ତାତିଲେ ଚାଷୀ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ଶାସନକୁ ଆସିବା ପରେ ଭାଜପା ସରକାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସହାୟତା(ବୋନସ) ଦେଉଛନ୍ତି। ଏହାକୁ…

5 months ago

କିଲିମାଞ୍ଜାରୋ ଶୃଙ୍ଗ ଆରୋହଣ କରି ଜନ୍ମମାଟିକୁ ଫେରିଲେ ଆର୍ଶୀବାଦ, ବରଗଡ଼ରେ ବିପୁଳ ସମ୍ବର୍ଦ୍ଧନା

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ଦକ୍ଷିଣ ଆଫ୍ରିକାରେ କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରି ପର୍ବତ ଶିଖରରେ ତ୍ରିରଙ୍ଗା ଉଡ଼ାଇ ଇତିହାସ ରଚିଥିବା ବରଗଡ଼ ଜିଲା ଅତାବିରା ବ୍ଲକ କୁଲିତାଟୁକୁରା…

5 months ago

କାଲି ନିଖୋଜ, ଆଜି ଡୁଡୁକିଝରିଆ ଜଙ୍ଗଲରେ ପୁଅଙ୍କ ଝୁଲନ୍ତା ମୃତଦେହ ଦେଖି ବାପା…

ପାଇକମାଳ,୧୨।୮(ବଡ ଶତପଥୀ):ବରଗଡ ଜିଲା ପାଇକମାଳ ବ୍ଲକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ପାଇକମାଳ ପୋଲିସ ଉଦ୍ଧାର କରିଛି। ମୃତକ…

5 months ago

ନାବାଳିକାଙ୍କ ଆତ୍ମାହୁତି ଘଟଣା: କାମଦେଲାନି ସରକାରୀ କଟକଣା

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବାଲେଶ୍ୱର ଏଫ୍‌.ଏମ୍‌ ସ୍ବୟଂସାଶିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା ପରେ ରାଜ୍ୟ ସରକାର ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ଉପରେ କଟକଣା ଜାରି କରିଥିଲେ।…

5 months ago

କ୍ଷତିପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ: ମୃତ ନାବାଳିକାଙ୍କ ପରିବାରକୁ ୨୦ଲକ୍ଷ ଦିଅ

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଫିରିଙ୍ଗିମାଳ ଗ୍ରାମରେ ସୋମବାର ନାବାଳିକାଙ୍କ ଆତ୍ମାହୁତି ଘଟଣାକୁ ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ମୃତ…

5 months ago

ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣା: ୨ ଜଣଙ୍କୁ ଅଟକ ରଖିଲା ପୋଲିସ

ବରଗଡ଼, ୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ନାବାଳିକା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ୨ ଅଟକଙ୍କୁ ପୋଲିସ ଅଟକ ରଖିଛି। ଗାଏସିଲେଟ ଥାନାରେ ୨ ଜଣଙ୍କୁ ଅଟକ ରଖିଲା ପୋଲିସ।…

5 months ago

ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା, ପରିବାର ଲୋକଙ୍କ ବୟାନ ରେକର୍ଡ ବେଳେ ଜଣାପଡିଲା…

ବରଗଡ଼ ,୧୧।୮: ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା ହୋଇଛି। IG ହିମାଂଶୁ ଲାଲ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ପାରିବାରିକ…

5 months ago

ଆଖି ବୁଜିଲେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକା, ଏସ୍‌ପି କହିଲେ…

ବରଗଡ଼,୧୧ା୮(ପ୍ରେମାନନ୍ଦ ଖମାରୀ): ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା। ବରଗଡ଼ ଦାୟିତ୍ୱରେ ଥିବା ବଲାଙ୍ଗୀର ଏସ୍‌ପି ଅଭିଳାଷ. ଜୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବୁର୍ଲା ମେଡିକାଲରେ…

5 months ago

ବରଗଡ଼ରେ ପୁଣି ମାଡ଼ିଲା ବୁଲଡୋଜର

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପ୍ରଶାସନ ସହର ରାସ୍ତାପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର୍‌ କରିଛି। ସ୍ଥାନୀୟ ଲମ୍ବା ବିଲଡ଼ିଂରୁ ଭଟଲି ଛକ ରାସ୍ତାପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା…

5 months ago