Advertisement

ବରଗଡ଼

ଶିଶୁପୁତ୍ରର ମୃତଦେହ ନେବାକୁ ଦମ୍ପତି ହଟହଟା, ସହଯୋଗର ହାତ ବଢ଼ାଇଲେ ବରଗଡ଼ ଉପଜିଲାପାଳଶିଶୁପୁତ୍ରର ମୃତଦେହ ନେବାକୁ ଦମ୍ପତି ହଟହଟା, ସହଯୋଗର ହାତ ବଢ଼ାଇଲେ ବରଗଡ଼ ଉପଜିଲାପାଳ

ଶିଶୁପୁତ୍ରର ମୃତଦେହ ନେବାକୁ ଦମ୍ପତି ହଟହଟା, ସହଯୋଗର ହାତ ବଢ଼ାଇଲେ ବରଗଡ଼ ଉପଜିଲାପାଳ

ବରଗଡ଼,୨୪ା୭(ପ୍ରେମାନନ୍ଦ ଖମାରୀ): ଭୀମସାର୍‌, ବୁର୍ଲା ଡାକ୍ତରଖାନାରୁ କଲାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକସ୍ଥିତ ନିଜ ଘରକୁ ଶିଶୁପୁତ୍ରର ମୃତଦେହ ନେବାରେ ଏକ ଦମ୍ପତି ହଟହଟା ହେବା ଘଟଣା ଚର୍ଚ୍ଚାର…

9 months ago
ସଡ଼କ ଦୁର୍ଘଟଣାରେ ଗଲା କଲେଜ ଅଧ୍ୟକ୍ଷଙ୍କ ଜୀବନସଡ଼କ ଦୁର୍ଘଟଣାରେ ଗଲା କଲେଜ ଅଧ୍ୟକ୍ଷଙ୍କ ଜୀବନ

ସଡ଼କ ଦୁର୍ଘଟଣାରେ ଗଲା କଲେଜ ଅଧ୍ୟକ୍ଷଙ୍କ ଜୀବନ

ବରଗଡ଼,୨୪ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭଟଲି ଛକ ନିକଟ ସାଇମନ୍ଦିର ବ୍ରିଜ୍‌ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବରଗଡ଼ ବ୍ଲକ ଖୁଣ୍ଟପାଲି କଲେଜ ଅଧ୍ୟକ୍ଷ…

9 months ago
ବରଗଡ଼ର ଭାଜପା ବିଧାୟକଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲେ ପୂର୍ବତନ ବିଜେଡି ବିଧାୟକବରଗଡ଼ର ଭାଜପା ବିଧାୟକଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲେ ପୂର୍ବତନ ବିଜେଡି ବିଧାୟକ

ବରଗଡ଼ର ଭାଜପା ବିଧାୟକଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲେ ପୂର୍ବତନ ବିଜେଡି ବିଧାୟକ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ର ନବନିର୍ବାଚିତ ଭାଜପା ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀଙ୍କ ବିରୋଧରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ (ବିଜେଡ଼ି) ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଛନ୍ତିି ।…

9 months ago
କଟକ ଏସିବି ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ, ନର୍ସଙ୍କୁ ଅଫିସ୍‌ ରୁମ୍‌ରେ ବନ୍ଦ କରିଦେଲେ ହାଉସ ସର୍ଜନକଟକ ଏସିବି ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ, ନର୍ସଙ୍କୁ ଅଫିସ୍‌ ରୁମ୍‌ରେ ବନ୍ଦ କରିଦେଲେ ହାଉସ ସର୍ଜନ

କଟକ ଏସିବି ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ, ନର୍ସଙ୍କୁ ଅଫିସ୍‌ ରୁମ୍‌ରେ ବନ୍ଦ କରିଦେଲେ ହାଉସ ସର୍ଜନ

ଭୁବନେଶ୍ୱର,୧୬।୭: କଟକ ଏସିବି ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ହାଉସ ସର୍ଜନ ଏବଂ ନର୍ସ ଧାରଣା ଦେଇଛନ୍ତି। ମେଡିଶିନ ୱାର୍ଡରେ ଜଣେ ରୋଗୀଙ୍କୁ…

9 months ago
କଲେଜ କର୍ମଚାରୀଙ୍କ ଉପରେ ଆକ୍ରମଣ: ଆକ୍ରମଣକାରୀ ଭାଜପାର କହିଲେକଲେଜ କର୍ମଚାରୀଙ୍କ ଉପରେ ଆକ୍ରମଣ: ଆକ୍ରମଣକାରୀ ଭାଜପାର କହିଲେ

କଲେଜ କର୍ମଚାରୀଙ୍କ ଉପରେ ଆକ୍ରମଣ: ଆକ୍ରମଣକାରୀ ଭାଜପାର କହିଲେ

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ): ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ବରଗଡ଼ ଜିଲା ଗସ୍ତ କରିଥିଲେ। ସହର ଉପକଣ୍ଠ ତୋରା ଜୁନିୟର…

9 months ago
‘ବଡ଼ ଅଟ୍ଟାଳିକାରୁ ହିଁ ଆରମ୍ଭ ହେବ ଉଚ୍ଛେଦ, ଶେଷ ହେବ ମାଫିଆଙ୍କ ଯୁଗ’‘ବଡ଼ ଅଟ୍ଟାଳିକାରୁ ହିଁ ଆରମ୍ଭ ହେବ ଉଚ୍ଛେଦ, ଶେଷ ହେବ ମାଫିଆଙ୍କ ଯୁଗ’

‘ବଡ଼ ଅଟ୍ଟାଳିକାରୁ ହିଁ ଆରମ୍ଭ ହେବ ଉଚ୍ଛେଦ, ଶେଷ ହେବ ମାଫିଆଙ୍କ ଯୁଗ’

ବରଗଡ଼,୧୩ା୭(ପ୍ରେମାନନ୍ଦ ଖମାରୀ): ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ବରଗଡ଼ ଗସ୍ତରେ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ସହରସ୍ଥିତ ଲେଙ୍ଗୁ…

9 months ago
ଦୁର୍ଘଟଣାରେ ମୁଦ୍ରା ସଗ୍ରାହକଙ୍କ ଚାଲିଗଲା ଜୀବନଦୁର୍ଘଟଣାରେ ମୁଦ୍ରା ସଗ୍ରାହକଙ୍କ ଚାଲିଗଲା ଜୀବନ

ଦୁର୍ଘଟଣାରେ ମୁଦ୍ରା ସଗ୍ରାହକଙ୍କ ଚାଲିଗଲା ଜୀବନ

ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ବରଗଡ ବ୍ଲକ ଅଧୀନ ନଦୀପଡ଼ା(ଡାଙ୍ଗ) ନିବାସୀ ଗୋବର୍ଦ୍ଧନ ତ୍ରିପାଠୀ(୬୯)ଙ୍କ ଗୁରୁବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କୌଣସି ଏକ କାମ ସାରି ବାଇକ୍‌ ଯୋଗେ…

9 months ago
ଗଳିକନ୍ଦି ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକଗଳିକନ୍ଦି ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ଗଳିକନ୍ଦି ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ବୁଧବାର କଲାପାଣି ଗ୍ରାମକୁ ପରିଦର୍ଶନରେ ଯାଇଥିଲେ। ସେ ଗ୍ରାମର ବିଭିନ୍ନ ଗଳିକନ୍ଦି ବୁଲି ଦେଖି ଲୋକଙ୍କ ସମସ୍ୟା ବୁଝିଥିଲେ। ଗ୍ରାମରେ…

9 months ago
ଯୁବକଙ୍କୁ ନିର୍ମମ ହତ୍ୟା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହଯୁବକଙ୍କୁ ନିର୍ମମ ହତ୍ୟା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ

ଯୁବକଙ୍କୁ ନିର୍ମମ ହତ୍ୟା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ

ପାଇକମାଳ, ୧୦।୭(ବଡ ଶତପଥି) : ବରଗଡ ଜିଲା ପାଇକମାଳ ବ୍ଲକ ମାଣ୍ଡୋସିଲ ଗ୍ରାମର ଏକ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ମାଣ୍ଡୋସିଲ ଗାଁର…

9 months ago
ପରାଜୟ ପରେ ବିଜେଡିର ଘନଘନ ବୈଠକ: ଏହା ପଛରେ କ’ଣ ରହିଛି ବଡ଼ କାରଣପରାଜୟ ପରେ ବିଜେଡିର ଘନଘନ ବୈଠକ: ଏହା ପଛରେ କ’ଣ ରହିଛି ବଡ଼ କାରଣ

ପରାଜୟ ପରେ ବିଜେଡିର ଘନଘନ ବୈଠକ: ଏହା ପଛରେ କ’ଣ ରହିଛି ବଡ଼ କାରଣ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ବିଜେଡିର ରୁଦ୍ଧଦ୍ୱାର ବୈଠକ  ବସିଛି । ଦଳର ବରିଷ୍ଠ ନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ବରଗଡ଼ସ୍ଥିତ ବାସଭବନରେ ଏହି ବୈଠକ  ଅନୁଷ୍ଠିତ…

9 months ago