Advertisement

ବରଗଡ଼

ଖାଉଟି ଫୋରମ୍‌ର ହସ୍ତକ୍ଷେପ, ମିଳିଲା ୧କୋଟି ବୀମା ଟଙ୍କାଖାଉଟି ଫୋରମ୍‌ର ହସ୍ତକ୍ଷେପ, ମିଳିଲା ୧କୋଟି ବୀମା ଟଙ୍କା

ଖାଉଟି ଫୋରମ୍‌ର ହସ୍ତକ୍ଷେପ, ମିଳିଲା ୧କୋଟି ବୀମା ଟଙ୍କା

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): କରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ବୀମା କମ୍ପାନୀ ମୃତ୍ୟୁକାଳୀନ କ୍ଷତିପୂରଣ ଟଙ୍କା ପ୍ରଦାନ କରିବାରେ ଟାଳଟୂଳ ନୀତି ଅବଲମ୍ବନ କରିଥିବା…

2 years ago
ବର୍ଷା ଅଭାବ, ଚାଷ ସ୍ଥିତି ସଙ୍ଗିନବର୍ଷା ଅଭାବ, ଚାଷ ସ୍ଥିତି ସଙ୍ଗିନ

ବର୍ଷା ଅଭାବ, ଚାଷ ସ୍ଥିତି ସଙ୍ଗିନ

ପଦ୍ମପୁର,୧।୯(ପ୍ରଦୀପ୍ତ ଦାଶ): ଶ୍ରାବଣ ମାସ ସରିଗଲା। ମାତ୍ର ଯେତିକି ବର୍ଷା ହେବା କଥା ତାହା ହେଲାନାହିଁ। ଅଗଷ୍ଟ ମାସରେ ପଦ୍ମପୁର ଉପଖଣ୍ଡରେ ୩୭୪ ମିମି ବର୍ଷା ହେବା…

2 years ago
ବର୍ଷା ନାହିଁ, ଚାଷଜମି ଶୁଖିଲାଣିବର୍ଷା ନାହିଁ, ଚାଷଜମି ଶୁଖିଲାଣି

ବର୍ଷା ନାହିଁ, ଚାଷଜମି ଶୁଖିଲାଣି

ବରଗଡ଼/ଝାରବନ୍ଧ,୧।୯(ପ୍ରେମାନନ୍ଦ ଖମାରୀ/ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଅଭାବିବିକ୍ରୀ ଯୋଗୁ ଚାଷୀଙ୍କୁ ବିକ୍ରିଧାନର ଉଚିତ୍‌ ମୂଲ୍ୟ ମିଳିପାରୁ ନାହିଁ ତ ଆଉକେବେ…

2 years ago
ଚାଷୀଙ୍କୁ ଘାରିଲା ମରୁଡ଼ି ଚିନ୍ତାଚାଷୀଙ୍କୁ ଘାରିଲା ମରୁଡ଼ି ଚିନ୍ତା

ଚାଷୀଙ୍କୁ ଘାରିଲା ମରୁଡ଼ି ଚିନ୍ତା

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। ଚଳିତ ଖରିଫ ଋତୁରେ ଏପର୍ଯ୍ୟନ୍ତ ସ୍ବାଭାବିକ ପରିମାଣଠାରୁ ଜିଲାରେ କମ୍‌ ବୃଷ୍ଟିପାତ ହୋଇଛି। ଫଳରେ ଜିଲାରେ ପୁଣି…

2 years ago
ଏଥର ଧାନ ବିକିବେ ୧୭, ୨୬୩ ଚାଷୀଏଥର ଧାନ ବିକିବେ ୧୭, ୨୬୩ ଚାଷୀ

ଏଥର ଧାନ ବିକିବେ ୧୭, ୨୬୩ ଚାଷୀ

ଭେଡେନ,୨୮।୮(ସୁଦନ ମହାକୁର): ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ଭେଡ଼େନ ବ୍ଲକର ୫ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ଗୁଡ଼ିକରେ ଚଳିତ ଖରିଫ…

2 years ago

୮୩୮୦ ବୋତଲ କଫ ସିରପ୍‌ ଜବତ, ୩ ଗିରଫ

ବରଗଡ଼,୨୭।୮(ପ୍ରେମାନନ୍ଦ ଖମାରୀ) ବରଗଡ଼ ପୋଲିସ କଟକର ଏକ ଗୋଦାମରେ ଚଢ଼ାଉ କରି ୮୩୮୦ ବୋତଲ କଫ ସିରପ୍‌ ଜବତ କରିଛି। ଏହାସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।…

2 years ago
ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ନେଇଗଲେ ଦୁର୍ବୃତ୍ତନୃସିଂହନାଥ ମନ୍ଦିରରୁ ଦାନବାକ୍ସ ନେଇଗଲେ ଦୁର୍ବୃତ୍ତ

ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ନେଇଗଲେ ଦୁର୍ବୃତ୍ତ

ପାଇକମାଳ,୨୪ା୮(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ନୃସିଂହନାଥ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ରହିଥିବା ଦାନବାକ୍ସ ନେଇଯାଇଛନ୍ତି। ସେଠାରେ ଥିବା…

2 years ago
ବିଭାଗ କଲାନି, କେନାଲ ସଫାକଲେ ଚାଷୀବିଭାଗ କଲାନି, କେନାଲ ସଫାକଲେ ଚାଷୀ

ବିଭାଗ କଲାନି, କେନାଲ ସଫାକଲେ ଚାଷୀ

ପଦ୍ମପୁର, ୨୪ା୮(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଅଧିନ ସାପଲହର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପର୍ଯ୍ୟପ୍ତ ପରିମାଣରେ ପାଣି ରହିଛି। ଗତ ୪୦ ବର୍ଷଧରି ପ୍ରକଳ୍ପ…

2 years ago
କଫ ସିରପ ବୋଝେଇ ୨ପିକ୍‌ଅପ ଭ୍ୟାନ ଜବତ: ଟମାଟର୍‌ ସସ, ଆଚାର ଆଳରେ ହେଉଥିଲା ଚାଲାଣକଫ ସିରପ ବୋଝେଇ ୨ପିକ୍‌ଅପ ଭ୍ୟାନ ଜବତ: ଟମାଟର୍‌ ସସ, ଆଚାର ଆଳରେ ହେଉଥିଲା ଚାଲାଣ

କଫ ସିରପ ବୋଝେଇ ୨ପିକ୍‌ଅପ ଭ୍ୟାନ ଜବତ: ଟମାଟର୍‌ ସସ, ଆଚାର ଆଳରେ ହେଉଥିଲା ଚାଲାଣ

ବରଗଡ,୨୨।୮(ପ୍ରେମାନନ୍ଦ ଖମାରୀ): ବରଗଡ ଟାଉନ ଥାନା ପୋଲିସ ବେଆଇନ ଭାବେ କଫ ସିରପ ପେଉଥିବା ୨ଟି ପିକଅପ ଭ୍ୟାନକୁ ଜବତ କରିଛି। ସହରକୁ ଚାଲାଣ ହେଉଥିବା ସମୟରେ…

2 years ago
ରାସ୍ତା ଉନ୍ନତୀକରଣ ନ ହେଲେ ଭୋଟ ବର୍ଜନରାସ୍ତା ଉନ୍ନତୀକରଣ ନ ହେଲେ ଭୋଟ ବର୍ଜନ

ରାସ୍ତା ଉନ୍ନତୀକରଣ ନ ହେଲେ ଭୋଟ ବର୍ଜନ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଧାଙ୍ଗେର ପଞ୍ଚାୟତ ଅନ୍ତର୍ଗତ ପଣ୍ଡରୀପଥର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ଧରି ରାସ୍ତା ଶୋଚନୀୟ ହୋଇପଡ଼ିଥିବା ସତ୍ତ୍ବେ…

2 years ago