ବରଗଡ଼

ଆଧାର କାର୍ଡରେ ଅଛିକି ତ୍ରୁଟି, ସୁଭଦ୍ରା ଯୋଜନାରୁ ପଡ଼ିବେ….

ପଦ୍ମପୁର, ୪।୯ (ପ୍ରଦୀପ୍ତ ଦାଶ): ରାଜ୍ୟ ସରକାର ସୁଭଦ୍ରା ଯୋଜନା ଘୋଷଣା ପରେ ମହିଳାଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ମାତ୍ର ଏବେ ଆଧାର କାର୍ଡକୁ ନେଇ ମହିଳାମାନେ ଚିନ୍ତାରେ ପଡିଛନ୍ତି। ସେମାନଙ୍କ ଆଧାର କାର୍ଡରେ ବୟସ ସହିତ ମୋବାଇଲ ନମ୍ବର...

କର୍କଟ ପାଇଁ …

ବରଗଡ଼୪।୯( ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ମଙ୍ଗଳବାର କର୍କଟ ରୋଗ ନିରାକରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଇନରହିଲ କ୍ଲବ ଅଫ ବରଗଡ଼ ପକ୍ଷରୁ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଇନରହିଲ କ୍ଲବ ଅଫ୍‌ ବରଗଡ଼ର ପୂର୍ବ ଡିଷ୍ଟ୍ରିକ୍ଟ ଚେୟାରମେନ...

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କବିତାରେ ର଼୍ୟାମ୍ପ୍‌ ଶୋ’, ଭିଡିଓ ଭାଇରାଲ ପରେ…

ବରପାଲି,୧ା୯(ଚିତ୍ତରଞ୍ଜନ ସାହୁ): ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ମଧୁମୟ କବିତା ସାରା ବିଶ୍ୱରେ ଆଦୃତ ଲାଭ କରିଥିବା ବେଳେ ଗଙ୍ଗାଧରଙ୍କ କବିତା ବଜାଇ ର଼୍ୟାମ୍ପ୍‌ ଶୋ’ କରିବା ନେଇ କବିଙ୍କ ଜନ୍ମପୀଠ ବରପାଲିରେ ଘୋର ବିରୋଧ କରାଯାଇଛି। ସ୍ବଭାବ କବି...

ସ୍ମାର୍ଟ ମିଟର ସୁରକ୍ଷିତ, ଭରସାଯୋଗ୍ୟ: ଟିପିଡବ୍ଲ୍ୟୁଓଡିଏଲ୍‌

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍‌ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ସହ ଗ୍ରାହକ ସେବା ପାଇଁ ସଦାସର୍ବାଦା ପ୍ରତିଶ୍ରୁତିବଦ୍ଧ ରହିଛି । ସ୍ମାର୍ଟ ମିଟର ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଓ ଭରସାଯୋଗ୍ୟ। ଶୁକ୍ରବାର ବରଗଡ଼ର...

୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ):ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ଏସ୍‌ପି ପି.ଏସ୍‌ ମୀନାଙ୍କ ଉପସ୍ଥିତିରେ ଶୁକ୍ରବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲା ଗାଙ୍ଗଲୁର...

ନୂଆଁଖାଇ ପୂର୍ବରୁ ବକେୟା ଦରମା ଦିଅ

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ): ବରଗଡ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସ୍ବଚ୍ଛସାଥୀ, ସୁପରଭାଇଜରଙ୍କୁ ଠିକ୍‌ଭାବେ ଦରମା ମିଳୁନାହିଁ। ଏଭଳି ଅଭିଯୋଗ କରି ଗୁରୁବାର ସେମାନେ ପୌର ପରିଷଦ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ନୂଆଁଖାଇ ପୂର୍ବରୁ ବକେୟା ଦରମା ପ୍ରଦାନ ପାଇଁ...

ପ୍ରତିକାର ପାଇଁ ପ୍ରଶାସନିକ ତତ୍ପରତା

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଟୁକୁର୍ଲା(ଖେଦାପାଲି)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାର ଆବର୍ଜନା ନିକଟସ୍ଥ ଜଳାଶୟକୁ ପଶିବା ଘଟଣାକୁ ନେଇ ଅସନ୍ତୋଷ ଲାଗି ରହିଛି। ଏହାର ପ୍ରତିବାଦରେ ସୋମବାର ଟୁକୁର୍ଲା ଗ୍ରାମବାସୀ ଜିଲା ମୁଖ୍ୟ ଡାକ୍ତରଖାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।...

ସଂକୀର୍ତ୍ତନରେ ଅଶ୍ଳୀଳତା ବନ୍ଦ ହେଉ

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ):ସଂକୀର୍ତ୍ତନ ଭାବଭକ୍ତି ଏବଂ ଆଧ୍ୟାତ୍ମିକ ଚେତନାର ବାର୍ତ୍ତାବହ। କିନ୍ତୁ ସଂକୀର୍ତ୍ତନରେ ଅଶ୍ଳୀଳ ଓ ଦ୍ୱିଅର୍ଥ ବୋଧକ ସଙ୍ଗୀତ ପରିବେଷଣ କରାଯାଉଛି। ଏହା ସମାଜ ଉପରେ କୁପ୍ରଭାବ ପକାଉଛି। ଫଳରେ ଏଥିରେ କଟକଣା ଲଗାଯିବା ଦାବିରେ ବୁଧବାର ବରଗଡ଼ ଜିଲା...

ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନ୍‌କୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ବରଗଡ଼,୨୮ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନ୍‌କୁ ବୁଧବାର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ୧୩୮ କିଲୋମିଟର ବିଶିଷ୍ଟ ଏହି ନୂଆ ରେଳ ଲାଇନ୍‌ ନିର୍ମାଣ ପାଇଁ ୨,୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସୁନ୍ଦରଗଡ଼ ସବ୍‌ଡେଗାରୁ ଛତିଶଗଡ଼ ଭାଲୁମୁଡ଼ା ଡବଲ...

ବରଗଡ଼ରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ)ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରରେ ମଙ୍ଗଳବାର ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୭ତାରିଖ ନିଶାର୍ଦ୍ଧ ପରେ ଏବଂ ସେପ୍ଟେମ୍ବର ୮ତାରିଖ ରବିବାର ପାହାନ୍ତିଆ ପୂର୍ବରୁ ମାଁ ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଭୋଗ ସମ୍ପାଦନ...

ଜଳାଶୟକୁ ପଶୁଛି ଡାକ୍ତରଖାନା ଆବର୍ଜନା

ବରଗଡ,୨୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଟୁକୁର୍ଲା (ଖେଦାପାଲି)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାର ଆବର୍ଜନା ନିକଟସ୍ଥ ଏକ ଜଳାଶୟକୁ ପଶୁଥିବା ଯୋଗୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ସୋମବାର ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟୁକୁର୍ଲା ଗ୍ରାମର...

ମହାକାଶ ଜ୍ଞାନ ଆହରଣ କଲେ ଛାତ୍ରୀଛାତ୍ର

ବରଗଡ,୨୫।୮(ପ୍ରେମାନନ୍ଦ ଖମାରୀ): ଜାତୀୟ ମହାକାଶ ଦିବସ ପାଳନ ଅବସରରେ ବରଗଡ଼ ପଞ୍ଚାୟତ କଲେଜର ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡଃ ନକୁଳ ସେଠ ଏଥିରେ ଅଧ୍ୟକ୍ଷତା କରିଥିଲେ। ରସାୟନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri