ବରଗଡ଼

ଇଂରାଜୀ ମାଧ୍ୟମ ସ୍କୁଲରେ ସଂସ୍କୃତ ପ୍ରାର୍ଥନା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରସ୍ଥିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବିକାଶ ଫାଷ୍ଟଷ୍ଟେପ୍‌ରେ ସପ୍ତାହର ଗୋଟିଏ ଦିନ ଛାତ୍ରୀଛାତ୍ର ସମସ୍ତ କାର୍ଯ୍ୟକ୍ରମକୁ ସଂସ୍କୃତ ଭାଷାରେ ଉପସ୍ଥାପନ କରିଥାନ୍ତି। ସେହିଦିନ ପ୍ରାର୍ଥନା ସମେତ ଖବର ପଠନ, ବକ୍ତୃତା, ସାଧାରଣଜ୍ଞାନ ପ୍ରଶ୍ନୋତ୍ତର, ବିଜ୍ଞାନ ଆଧାରିତ ତଥ୍ୟ,...

ଜିଲାପାଳଙ୍କୁ ଫେରାଦ ହେଲେ ସିଆରପିସିଏମ୍‌:ଦାବି ପୂରଣ କର

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ବିଜେପୁର ବ୍ଲକର ୭ପଞ୍ଚାୟତରେ କାର୍ଯ୍ୟରତ ସିଆରପିସିଏମ୍‌ମାନେ ଶୁକ୍ରବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ସେମାନଙ୍କୁ ପ୍ରାପ୍ୟ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସେମାନେ ନିବେଦନ...

ଘାରିଲାଣି ଡେଙ୍ଗୁ, ମ୍ୟାଲେରିଆ ଭୟ

ବରଗଡ,୨୩।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବଢ଼ି ଚାଲିଛି। ଏଥିରୁ ବରଗଡ଼ ଜିଲା ମଧ୍ୟ ବାଦ୍‌ ପଡ଼ିନାହିଁ। ଜିଲାରେ ଏପର୍ଯ୍ୟନ୍ତ ୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ମାତ୍ର ବେସରକାରୀ ଭାବେ ଏହା...

ବ୍ରାଉନସୁଗାର ଜବତ, ୨ ମହିଳାଙ୍କ ସମେତ ୩ ଗିରଫ

ସୋହେଲା,୨୩ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଲାଲ ମନ୍ଦିର ଛକ ପାଖ ଉପରପଡ଼ାରେ ବେଆଇନ ନିଶା କାରବାର ଏବଂ ବ୍ରାଉନସୁଗାର ବିକ୍ରି ଚାଲିଥିବା ନେଇ ବହୁଦିନରୁ ଅଭିଯୋଗ ହେଉଥିଲା। ତେବେ ଗୁରୁବାର ସୋହେଲା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର...

ସ୍ମାର୍ଟ ମିଟରରେ ଆସୁଛି ଅଧିକ ବିଲ୍‌: ଚିନ୍ତାରେ ଉପଭୋକ୍ତା

ବରଗଡ,୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ବିଦ୍ୟୁତ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ବୁଧବାର ଟିପିଡ଼ବ୍ଲ୍ୟୁଓଡିଏଲର ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ଶତପଥୀଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାର୍ଟ ମିଟରରେ ଅଧିକ ବିଲ୍‌ ଆସୁଥିବା ଯୋଗୁ ସେଗୁଡ଼ିକୁ...

ଭାରତ ବନ୍ଦକୁ ବରଗଡ଼ରେ ସମର୍ଥନ: ଯାନବାହାନ ଚଳାଚଳ ଠପ୍‌

ବରଗଡ, ୨୧।୮(ପ୍ରେମାନନ୍ଦ ଖମାରୀ): ଏସ.ସି ଓ ଏସ.ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଏସ.ସି, ଏସ.ଟି ମିଳିତ ମଞ୍ଚ ବିରୋଧ କରିଛି। ସଂରକ୍ଷଣ ତାଳିକାରେ କ୍ରିମି ଲେୟର ଓ ବର୍ଗୀକରଣ କରି ଆରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବାକୁ ଏହା...

ନାଟକ ଭୂତିଆର୍‌, ହତିଆର୍‌ ମଞ୍ଚସ୍ଥ

ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସୌଖିନ କଳାକାର ସଂଘ ପକ୍ଷରୁ ନାଟକ ଭୂତିଆର୍‌ ହତିଆର୍‌ ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟକାର ସ୍ବର୍ଗତ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ରଚିତ ଏହି ନାଟକରେ ଅଧ୍ୟାପକ ଅଶୋକ ବେହେରା ନିର୍ଦ୍ଦେଶନା ଦେଇଥିଲେ। ଗୋପାଳ ପ୍ରସାଦ ମିଶ୍ର, ପରିତୋଷ ବେହେରା...

ସବୁଠି ଟ୍ରାଫିକ୍‌ ସମସ୍ୟା, ବଢୁଛି ଦୁର୍ଘଟଣା

ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ରେ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହୋଇ ପଡ଼ିଛି। ସହର ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଜାତୀୟ ରାଜପଥ ଏବଂ ପାର୍ଶ୍ୱବର୍ତ୍ତୀ ରାସ୍ତାଗୁଡ଼ିକରେ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗୋଟିଏ ପଟେ ରାସ୍ତା ଉପରେ ଗାଡ଼ି, ମୋଟର ପାର୍କିଂ...

ବାଂଲାଦେଶୀଙ୍କୁ ବିତାଡ଼ିତ କରିବାକୁ…

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରୁ ରୋହିଙ୍ଗ୍ୟା ବାଂଲାଦେଶୀଙ୍କୁ ବିତାଡ଼ିତ କରିବାକୁ ସ୍ଥାନୀୟ ଜଏଣ୍ଟ ଆକ୍ସନ କମିଟି ଦାବି କରିଛି। ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ କମିଟି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।...

ଭୂମିହୀନ ପରିବାରଙ୍କ ଦାବି: ଉଚ୍ଛେଦ ପୂର୍ବରୁ ଥଇଥାନ କର

ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଜିଲା ପ୍ରଶାସନ ବିଭିନ୍ନ ସ୍ଥାନରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ଅତାବିରା ବ୍ଲକର ଗୋଡ଼ଭଗା ଅଞ୍ଚଳରୁ ରାଜପଥ ପାର୍ଶ୍ୱସ୍ଥ ଜବରଦଖଲ ଉଚ୍ଛେଦ କରାଯାଉଛି। ତେବେ ଉକ୍ତ ଉଚ୍ଛେଦ...

ଭାରତ ବନ୍ଦକୁ ସମର୍ଥନ ଘୋଷଣା କଲେ ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ

ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ):ଏସ୍‌ସି, ଏସ୍‌ଟି ଆରକ୍ଷଣ ତାଲିକାରେ କ୍ରିମି ଲେୟର ଏବଂ ବର୍ଗୀକରଣକୁ ବିରୋଧ କରି ଆସନ୍ତା ୨୧ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ବରଗଡ଼ ଜିଲା ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ ଏହି ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହି...

କଲିଙ୍ଗ୍ ବେଲ୍ ବଜାଇ ଡାକିଲେ; ହାତଗୋଡ଼ ବାନ୍ଧି ଲୁଟି ନେଲେ ସୁନା ଗହଣା

ବରଗଡ, ୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ନିଗମାନନ୍ଦ ବିହାର ଗଳି ନମ୍ବର-୭ ନିବାସୀ ସ୍ଵର୍ଗତ ଦିଲ୍ଲିପ ସାହୁଙ୍କ ଘରେ ଗୁରୁବାର ସଂଧ୍ୟା ପ୍ରାୟ ୭ଟାରେ ଜଣେ ଯୁବତୀଙ୍କ ହାତଗୋଡ଼ ବାନ୍ଧି ବିପୁଳ ପରିମାଣରେ ସୁନା ଗହଣା ଲୁଟ୍ ଘଟଣା ଚର୍ଚ୍ଚାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri