ରାସ୍ତାକୁ ଓହ୍ଲାଇଲେ ଚାଷୀ, ୩୦୦ ୟୁନିଟ୍ ବିଦ୍ୟୁତ୍ ଛାଡ଼- କଟ୍ନି ଛଟ୍ନି ବନ୍ଦ ନ କଲେ ଜୋର୍ଦାର ହେବ…
ସୋହେଲା,୨୮ା୨(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ଅନ୍ତର୍ଗତ ସୋହେଲାଠାରେ ଶୁକ୍ରବାର ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନର ଆହ୍ବାନ କ୍ରମେ ତହସିଲଦାର ଶୁଭରଞ୍ଜନ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର...