ବରଗଡ଼

ରାଜସ୍ବ ଡାକବଙ୍ଗଳାରୁ ଶାଗୁଆନ ଗଛ ଚୋରି ଉଦ୍ୟମ: ଅଭିଯୁକ୍ତ ଫେରାର

ଗଣ୍ଡତୁରୁମ,୨୭।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ତହସିଲ ଅର୍ନ୍ତଗତ ଗଣ୍ଡତୁରୁମସ୍ଥିତ ରାଜସ୍ବ ଡାକବଙ୍ଗଳା ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଶାଗୁଆନ ଗଛ ଚୋରି ଉଦ୍ୟମ ବିଫଳ ହୋଇଛି। ଅଭିଯୁକ୍ତ ଭୟରେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେ ହେଲେ ଗ୍ରାମର ପ୍ରଫୁଲ୍ଲ ରାଉତିଆ।...

ପୋଲିସ କବ୍‌ଜାରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ୍‌

ବରଗଡ଼ ଅଫିସ,୨୬।୯: ରାଜ୍ୟର ବିଭିନ୍ନ ସ୍ଥାନରେ ଡକାୟତି, ଲୁଟ୍‌ ଭଳି ଅନେକ ଅପରାଧରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଲାଙ୍ଗୀର ସଦର ଥାନା ଡୁଡୁକାସିରା ନିବାସୀ ଅମିତ୍‌ ଦାସ ଓରଫ ଚିଣ୍ଟୁଙ୍କୁ ବରଗଡ଼ ଜିଲା ପୋଲିସ ଗିରଫ କରିଛି। ଜିଲାର ଅମ୍ବାଭୋନା...

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଗଣ୍ଡତୁରୁମ,୨୬।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡ଼ି ଗ୍ରାମରେ ବୁଧବାର ରାତିରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ...

ବିଜେପୁର: କଂଗ୍ରେସର ପ୍ରାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଆସନ୍ତା ୨୧ତାରିଖରେ ବିଜେପୁର ଆସନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ସବୁ ଦଳ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବୁଧବାର କଂଗ୍ରେସ ନିଜ...

ବେହେରାପାଲି ଗ୍ରାମରେ ବଜ୍ରପାତ: ଜଣେ ମୃତ, ୨ ଗୁରୁତର

ବରଗଡ଼ ଅଫିସ, ୨୪।୯- ବଜ୍ରପାତ ଯୋଗୁ ମଙ୍ଗଳବାର ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ବେହେରାପାଲି ଗ୍ରାମର ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଉକ୍ତ ଗ୍ରାମର ଧନପତି ପଧାନ(୫୫)। ସେହିପରି...

ଏଣିକି ଅନଲାଇନରେ ଅଧିକାରୀ ଦେବେ ପ୍ରାକୃତିକ ବିପର୍ଯ୍ୟୟର ସୂଚନା

ବରଗଡ଼ ଅଫିସ,୨୪।୯: ବରଗଡ଼ ସହରର ଏକ ହୋଟେଲ ସମ୍ମିଳନୀ କକ୍ଷରେ ମଙ୍ଗଳବାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଏକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଦ୍ବାରା ଉଦ୍‌ଘାଟିତ ଏହି ଶିବିରରେ ସ୍ବତନ୍ତ୍ର ରିଲିଫ କମିଶନର ଅଫିସରୁ...

ଗ୍ୟାସ୍‌ ନିଆଁରେ ପୋଡ଼ିହୋଇ ମହିଳା ମୃତ

ଭଟ୍‌ଲି, ୨୪।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଜନୈକା ମହିଳାଙ୍କର ମଙ୍ଗଳବାର ସକାଳେ ଗ୍ୟାସ୍‌ ନିଆଁରେ ପୋଡ଼ିହୋଇ ମୃତ୍ୟୁ ଘଟିଛି। ସେ ହେଲେ ଡୋଳାବତୀ ଡନସନା(୫୭)। ପ୍ରକାଶ ଯେ, ଡୋଳାବତୀ ସବୁଦିନ ପରି ମଙ୍ଗଳବାର ସକାଳେ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଓକିଲ ସଂଘର ଅର୍ଥନୈତିକ ଅବରୋଧ ଆରମ୍ଭ

ବରଗଡ ଅଫିସ, ୨୪।୯: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ମଙ୍ଗଳବାରରୁ ଅର୍ଥନୈତିକ ଅବରୋଧ ଆରମ୍ଭ କରିଛନ୍ତି। ସଂଘର ସମସ୍ତ କର୍ମକର୍ତ୍ତା, ସଭ୍ୟବୃନ୍ଦ ଏକତ୍ରିତ ହୋଇ ସ୍ଥାନୀୟ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଜିଲା ଓକିଲ ସଂଘର ବିକ୍ଷୋଭ

ବରଗଡ ଅଫିସ,୨୩।୯: ପଶ୍ଚିମ ଓ ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଜିଲା ଓକିଲ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ବରଗଡ଼ ଜିଲାପାଳ ଅଫିସକୁ ଶୋଭାଯାତ୍ରାରେ...

ବରଗଡ଼ରେ ଯୋଗଦେଲେ ନୂତନ ଅତିରିକ୍ତ ଜିଲାପାଳ

ବରଗଡ଼ ଅଫିସ,୨୩।୯ : ବରଗଡ଼ର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୋମବାର ମିର୍ଦ୍ଧା ଟପ୍ପୋ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଭବାନୀପାଟଣା ଉପଜିଲାପାଳ ଭାବେ କାର୍ଯ୍ୟରତ ଥିଲେ। ଏହା ସହିତ ୨୦୦୪ ମସିହାରେ ସେ ବରଗଡ଼ ରେଭିନ୍ୟୁ ଅଫିସର...

ବରଗଡ଼ ଧାନକିଣା ଦୁର୍ନୀତି: ଆର୍ଥିକ ଅପରାଧ ଶାଖା ତଦନ୍ତ ଦାବି କଲା ଆପ୍‌

ବରଗଡ଼ ଅଫିସ,୨୧।୯: ବରଗଡ଼ ଜିଲା ତୋରା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ଗତ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତିରେ ଖୋଦ୍‌ ସମବାୟ, ଯୋଗାଣ, ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି), ରାଜସ୍ବ...

ଅଜଣା ରୋଗରେ ପରିବାରର ଦୁଇ ଶିଶୁ ମୃତ

ଭେଡ଼େନ,୨୧।୯(ଡି.ଏନ.ଏ.): ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମ ପଞ୍ଚାୟତର ଚମାର ପଡ଼ାର ଗୋଟିଏ ପରିବାରର ଦୁଇ ଜଣ ଶିଶୁଙ୍କ ଅଜଣା ରୋଗରେ ଶୁକ୍ରବାର ମୃତ୍ୟୁ ହୋଇଛି। ଚମାର ପଡ଼ାର ଫକିର ମିରିଗ ଓ ପୂର୍ଣ୍ଣିମା ମିରିଗଙ୍କ ବଡ଼...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri