ବରଗଡ଼

ମଣ୍ଡିରୁ ଉଠୁନି ଧାନ, ସରକାରୀ ଅଫିସକୁ ଅଚଳ କଲେ ଚାଷୀ

ପଦ୍ମପୁର,୨୨।୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଇତିମଧ୍ୟରେ ୩ ମାସ ବିତିଯାଇଛି । ମାତ୍ର ଧାନ ବିକ୍ରି ସମସ୍ୟା ତୁଟୁ ନାହିଁ। ଚାଷୀମାନେ ଧାନ ବିକ୍ରି କରିସାରି ନ ଥିବାବେଳେ ବିଭିନ୍ନ ମଣ୍ଡିଗୁଡିକୁ ବନ୍ଦ କରି ଦିଆଯାଇଛି।...

ଯନ୍ତ୍ରୀଙ୍କ କାର୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ବରଗଡ଼ ଅଫିସ, ୨୦।୨: ବରଗଡ଼ ଜିଲା ଅମ୍ବାଭୋନା ଥାନା କଣ୍ଠିପାଲି ମୁଖ୍ୟ ରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ କାର୍‌ (ନଂ.ଓଆର୧୭ଜେ/୫୪୨୪) ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅମ୍ବାଭୋନା ଥାନା ଭୁକ୍ତା ନିବାସୀ ସୁଦର୍ଶନ ପାତିକାର(୪୭)।...

ଆଖି ବୁଜିଲେ ପେଟ ବାହାରେ ପାକସ୍ଥଳୀ ଥିବା ଶିଶୁ

ବରଗଡ଼ ଅଫିସ,୨୦।୨: ବରଗଡ଼ ଜିଲା ପାଇକମାଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ପେଟ ବାହାରେ ପାକସ୍ଥଳୀ ରହିଥିବା ଅବସ୍ଥାରେ ଜନ୍ମ ନେଇଥିବା ନବଜାତ ଶିଶୁପୁତ୍ରଙ୍କ ଶନିବାର ସକାଳୁ କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପରିବାର ଲୋକେ ମୃତ ଶିଶୁପୁତ୍ରକୁ...

ଧାନ ଉଠାଣ ଦାବିରେ ତାତିଲେ ଚାଷୀ

ପଦ୍ମପୁର,୨୦।୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ତିନି ମାସ ବିତି ଯାଇଛି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡିକୁ ବନ୍ଦ କରି ଦିଆଯାଇଛି।...

ନବଜାତ ଶିଶୁର ପେଟ ବାହାରେ ପାକସ୍ଥଳୀ

ବରଗଡ଼ ଅଫିସ,୧୯।୨: ବରଗଡ଼ ଜିଲା ପାଇକମାଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଏକ ଅଦ୍ଭୁତ ଶିଶୁପୁତ୍ର ଜନ୍ମ ନେଇଛି। ଶିଶୁପୁତ୍ରର ପେଟ ବାହାରେ ପାକସ୍ଥଳୀ ରହିଥିବା ଜଣାପଡ଼ିଛି। ଶିଶୁକୁ ପ୍ରଥମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ଏବଂ ପରେ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ...

ଷ୍ଟେଟବ୍ୟାଙ୍କ ଲକରରୁ କିପରି ଗାଏବ ହେଲା ଅଳଙ୍କାର

ବରଗଡ଼ ଅଫିସ୍‌,୧୮।୨: ବରଗଡ଼ ସହରରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାରୁ ଜଣେ ଗ୍ରାହକଙ୍କ ଲକରରୁ ୩୩ ଲକ୍ଷ ୩୭ ହଜାର ଟଙ୍କାର ସୁନା, ରୂପା ଅଳଙ୍କାର ଗାଏବ ହୋଇଥିଲା। ଏ ନେଇ ବରଗଡ଼ ମହାନ୍ତିପଡ଼ାର ସ୍ନିଗ୍ଧା ତ୍ରିପାଠୀ ବରଗଡ଼ ଟାଉନ...

ଧାନ ନ ଉଠିଲେ ଅଫିସରଙ୍କୁ ଛାଡିବୁ ନାହିଁ

ପଦ୍ମପୁର,୧୮।୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ବିତିଯାଇଛି। ଅନ୍ୟପକ୍ଷେ ଧାନବିକ୍ରି ସରି ନ ଥିବାବେଳେ ଜିଲାର ଅନେକ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ସେହିପରି ଖୋଲାଥିବା ଅନ୍ୟ ସମସ୍ତ ମଣ୍ଡିକୁ ବନ୍ଦ କରିବା ପାଇଁ ମଧ୍ୟ...

ଶବଦାହ ପାଇଁ ମିଳୁନି କାଠ

ବରଗଡ଼ ଅଫିସ,୧୮।୨- ବରଗଡ ସହରର ଶବଦାହ ପାଇଁ ଏବେ କାଠର ଅଭାବ ଦେଖିବାକୁ ମିଳିଛି । ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି। ଫଳରେ ବରଗଡ଼ରେ ଏକ ସ୍ଥାୟୀ ବିଦ୍ୟୁତ ଶବଦାହ ଚୁହ୍ଲା ଖୋଲିବାକୁ ଆମ ଆଦମୀ...

ବ୍ୟାଙ୍କ ଲକରରୁ ୩୩ ଲକ୍ଷ ଟଙ୍କାର ଅଳଙ୍କାର ଗାଏବ

ବରଗଡ଼ ଅଫିସ୍‌,୧୭।୨: ବରଗଡ଼ ସହରର ଏକ ବ୍ୟାଙ୍କ ଲକର୍‌ରୁ ଗ୍ରାହକଙ୍କ ୩୩ଲକ୍ଷ ୩୭ହଜାର ଟଙ୍କାର ସୂନା, ରୁପା ଅଳଙ୍କାର ଗାଏବ ହୋଇଯାଇଛି। ଏ ନେଇ ଗ୍ରାହକଙ୍କ ପକ୍ଷରୁ ବୁଧବାର ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗକୁ...

ବରଯାତ୍ରୀଙ୍କ ଖୁସି ଛଡାଇନେଲା…

ବିଜେପୁର, ୧୭।୨: ବରଗଡ଼ ଜିଲା ବିଜେପୁର ଥାନା ଅଧୀନ ସରଣ୍ଡାପାଲି ନିକଟ ରାଞ୍ଜ ନଦୀ ବ୍ରିଜ୍‌ ତଳକୁ ଏକ ବରଯାତ୍ରୀ ଅଟୋ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି ।...

ଦିବସଙ୍କୁ ଗୁଡ୍‌ ସାମାରିଟାନ ପୁରସ୍କାର

ବରଗଡ଼ ଅଫିସ୍‌,୧୭।୨: ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଶିକ୍ଷକ ତଥା ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ବୁଧବାର ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ମାସର ଉଦ୍‌ଯାପନୀ ସମାରୋହରେ ଗୁଡ୍‌ ସାମାରିଟାନ ଭାବେ...

ଅସୁରକ୍ଷିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ : ପ୍ଲାଟିନମ ଜୁବୁଲି ଗେଟ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ବଲାଙ୍ଗୀର ଅଫିସ, ୧୭।୨: ବଲାଙ୍ଗୀର ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲି ଗେ୍‌ଟ ଓ ପାଚେରିରେ ଲଗାଯାଇଥିବା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମାଷ୍ଟର ପ୍ଲାନକୁ ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଭାଙ୍ଗି ଦେଇଛନ୍ତି। ବୁଧବାର ସକାଳେ ବିଶ୍ବବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ଆସିବା ପରେ ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri