Advertisement

ଭଦ୍ରକ

ଶ୍ମଶାନ ମାଟି ତଳୁୁ ଶବ ଗାଏବଶ୍ମଶାନ ମାଟି ତଳୁୁ ଶବ ଗାଏବ

ଶ୍ମଶାନ ମାଟି ତଳୁୁ ଶବ ଗାଏବ

ଭଣ୍ଡାରିପୋଖରୀ,୧୧।୪ (ରାଜେନ୍ଦ୍ର ଶତପଥୀ): ଶ୍ମଶାନରୁ ଶବ ଗାଏବ। ଗଁା ଶ୍ମଶାନରେ ମା’ଙ୍କ ମୃତଦେହ ପୋତାଯାଇଥିଲା। ଦଶାହ କର୍ମ ପାଇଁ ପୁଅ ଗଲାବେଳକୁ ଶ୍ମଶାନରେ ମୃତଦେହ ନାହିଁ। ଭଦ୍ରକ…

2 weeks ago
କ୍ଷମତା ଯିବା ପରେ କାମୁଛି ଦବଦବା: ପୌରାଧ୍ୟକ୍ଷାଙ୍କ ବ୍ୟାନରରେ ରହିଲାନି ନବୀନଙ୍କ ଫଟୋକ୍ଷମତା ଯିବା ପରେ କାମୁଛି ଦବଦବା: ପୌରାଧ୍ୟକ୍ଷାଙ୍କ ବ୍ୟାନରରେ ରହିଲାନି ନବୀନଙ୍କ ଫଟୋ

କ୍ଷମତା ଯିବା ପରେ କାମୁଛି ଦବଦବା: ପୌରାଧ୍ୟକ୍ଷାଙ୍କ ବ୍ୟାନରରେ ରହିଲାନି ନବୀନଙ୍କ ଫଟୋ

ଭଦ୍ରକ,୮।୪(ସନାତନ ରାଉତ): ୱକ୍‌ଫ ବିଲ୍‌ରେ ବିଜେଡିର ରାଜ୍ୟ ସଭା ସଦସ୍ୟଙ୍କ ଭୋଟିଂକୁ ନେଇ ସାରା ରାଜ୍ୟରେ ରାଜନୀତି ହଲ୍‌ଚଲ୍‌ ହୋଇଥିବା ବେଳେ ଭଦ୍ରକରେ ମଧ୍ୟ ଏହାର ପ୍ରତିଫଳନ…

3 weeks ago
ଐତିହାସିକ ଶ୍ରୀରାମନବମୀ ମହୋତ୍ସବ: ଶୋଭାଯାତ୍ରାରେ ୧୫୦ ପ୍ରଜ୍ଞାପନ ମେଢ଼ ସାମିଲ ଐତିହାସିକ ଶ୍ରୀରାମନବମୀ ମହୋତ୍ସବ: ଶୋଭାଯାତ୍ରାରେ ୧୫୦ ପ୍ରଜ୍ଞାପନ ମେଢ଼ ସାମିଲ 

ଐତିହାସିକ ଶ୍ରୀରାମନବମୀ ମହୋତ୍ସବ: ଶୋଭାଯାତ୍ରାରେ ୧୫୦ ପ୍ରଜ୍ଞାପନ ମେଢ଼ ସାମିଲ

ଭଦ୍ରକ,୬।୪(ସନାତନ ରାଉତ): ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ରବିବାର ଭଦ୍ରକ ସହରର ପରିବେଶ ଗେରୁଆମୟ ହୋଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଛି।…

3 weeks ago
ବେଙ୍ଗାଲୁର ଯାଇ ଥିବାବେଳେ ଅଗ୍ନିକାଣ୍ଡ: ଜଳିଗଲା ୩ ବଖରାବେଙ୍ଗାଲୁର ଯାଇ ଥିବାବେଳେ ଅଗ୍ନିକାଣ୍ଡ: ଜଳିଗଲା ୩ ବଖରା

ବେଙ୍ଗାଲୁର ଯାଇ ଥିବାବେଳେ ଅଗ୍ନିକାଣ୍ଡ: ଜଳିଗଲା ୩ ବଖରା

ଧୂଷୁରୀ, ୫।୪, ( ଦୀପ୍ତି ରଞ୍ଜନ ନାୟକ ) : ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଅର୍ଜୁନପୁର ପଞ୍ଚାୟତ ମମଦୁଲା ଗ୍ରାମରେ ବିଳମ୍ବିତ ରାତିରେ ନିଆଁଲାଗି…

3 weeks ago
ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତରସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ସାବରଙ୍ଗ,୫।୪(କାଳିପଦ ରାୟ): ବାସୁଦେବପୁର ପୌରାଞ୍ଚଳ ଅଧୀନ ଜାମଝାଡି ଧାମରା ରାସ୍ତାର ଗୁଆଗାଁ ଛକଠାରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବରଣ୍ଡୁଆ ପଞ୍ଚାୟତର…

3 weeks ago
ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ

ତିହିଡ଼ି,୪ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମର ଜଣେ ଯୁବକଙ୍କ ମୃତଦେହକୁ ଏକ ପୋଖରୀରୁ ଗୁରୁବାର ରାତିରେ ଉଦ୍ଧାର କରାଯାଇଛି।…

3 weeks ago
କ୍ଷୀରରୁ ମିଳୁନି ଉଚିତ୍‌ ମୂଲ୍ୟକ୍ଷୀରରୁ ମିଳୁନି ଉଚିତ୍‌ ମୂଲ୍ୟ

କ୍ଷୀରରୁ ମିଳୁନି ଉଚିତ୍‌ ମୂଲ୍ୟ

ଚାନ୍ଦବାଲି,୪ା୪(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସିରେ ଥିବା ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଆଗରେ ଗୋପାଳକମାନେ କ୍ଷୀର ଢାଳିଛନ୍ତି। ଦୁଗ୍ଧ ଉତ୍ପାଦ କେନ୍ଦ୍ରର କର୍ମଚାରୀମାନେ ଜାଣିଶୁଣି…

3 weeks ago
ସଶସ୍ତ୍ର ଡକାୟତି: ହାତଗୋଡ଼ ବାନ୍ଧି ଲୁଟିନେଲେ ୫୦ ଲକ୍ଷ ଟଙ୍କାସଶସ୍ତ୍ର ଡକାୟତି: ହାତଗୋଡ଼ ବାନ୍ଧି ଲୁଟିନେଲେ ୫୦ ଲକ୍ଷ ଟଙ୍କା

ସଶସ୍ତ୍ର ଡକାୟତି: ହାତଗୋଡ଼ ବାନ୍ଧି ଲୁଟିନେଲେ ୫୦ ଲକ୍ଷ ଟଙ୍କା

ଖଇରା,୩ା୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ପ୍ରହରାଜପୁର ଗ୍ରାମରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରି ଜୁଏଲାରୀ ମାଲିକଙ୍କ ଘରୁ ୫୦ ହଜାର ଟଙ୍କାର ଅଳଙ୍କାର…

3 weeks ago
ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜିରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା କରିଛନ୍ତି।…

4 weeks ago
ଏମିତି ବି ମୃତ୍ୟୁ ଆସେ, ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେଏମିତି ବି ମୃତ୍ୟୁ ଆସେ, ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ

ଏମିତି ବି ମୃତ୍ୟୁ ଆସେ, ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ

ସାବରଙ୍ଗ/ବାସୁଦେବପୁର,୧।୪ (କାଳିପଦ ରାୟ/ନାରାୟଣ ପ୍ରସାଦ ବାରିକ): ଏମିତି ବି ମୃତ୍ୟୁ ଆସେ। ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ ପ୍ରବଚକ। ସୋମବାର ରାତିରେ ଭଦ୍ରକ ଜିଲା ସାବରଙ୍ଗ ଥାନା…

4 weeks ago