ଭଦ୍ରକ

‘ବୁଲ୍‌ବୁଲ୍‌’ କ୍ଷୟକ୍ଷତି ଆକଳନ: କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଚାନ୍ଦବାଲି ଗସ୍ତ

ଚାନ୍ଦବାଲି,୧୦।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ବାତ୍ୟା ‘ବୁଲ୍‌ବୁଲ୍‌’ର କ୍ଷୟକ୍ଷତି ଆକଳନ ଲାଗି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ ରବିବାର ଚାନ୍ଦବାଲି ଗସ୍ତ କରିଛନ୍ତି। ସେ…

5 years ago

କାଙ୍କରାରେ ଅଗ୍ନିକାଣ୍ଡ: ଜଳିଗଲା ୭ ବଖରା

ଭଦ୍ରକ ଅଫିସ,୧୦।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କାଙ୍କରା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁଦାମ ପାତ୍ର ଓ ନିରଞ୍ଜନ ପାତ୍ରଙ୍କ…

5 years ago

ଆଖଣ୍ଡଳମଣି ମନ୍ଦିରରୁ ଉଡ଼ିଗଲା ନେତ

ଆରଡ଼ି, ୧୦।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଆରଡ଼ିରେ ଶୁକ୍ରବାର ରାତିଠାରୁ ବୁଲ୍‌ବୁଲ୍‌ର ତାଣ୍ଡବ ଦେଖିବାକୁ ମିଳିଥିଲା। ଏହାର ପ୍ରଭାବରେ ଶନିବାର ସକାଳେ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର…

5 years ago

ଧାମରା ମୁହାଣରେ ବୋଟ୍‌ ଓଲଟି ଫସି ରହିଥିବା ୯ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ୍‌ ଟିମ୍‌

ଚାନ୍ଦବାଲି,୯।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ମୁହାଣରେ ଶୁକ୍ରବାର ରାତିରେ ବୋଟ୍‌ ବୁଡ଼ିଯିବା ଯୋଗୁ ଫସି ରହିଥିବା ୯ଜଣଙ୍କୁ ଉଦ୍ଧାର କରାଯାଇଛି। ଓଡ୍ରାଫ୍‌ ଟିମ୍‌ କାଳିଭଞ୍ଜ ଡିଆଁ ଜଙ୍ଗଲରୁ…

5 years ago

‘ବୁଲ୍‌ବୁଲ’ ପ୍ରଭାବ: ଗଛ ଉପୁଡ଼ି ଗୁହାଳ ଘର ଭାଙ୍ଗିଲା

ଭଣ୍ଡାରିପୋଖରୀ,୯।୧୧(ଡି.ଏନ୍‌.ଏ): ବାତ୍ୟା ‘ବୁଲବୁଲ’ର ପ୍ରଭାବ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଜଳମଣ୍ଡୁଆ ପଞ୍ଚାୟତ ଶରଦପୁର ଗ୍ରାମର ଚନ୍ଦ୍ରମଣି ଖିଲାରଙ୍କ ଗୁହାଳ ଘର…

5 years ago

‘ବୁଲ୍‌ବୁଲ୍‌’ ପ୍ରଭାବ: ଧାମରା ବନ୍ଦରରେ ଓଲଟିଲା ଡଙ୍ଗା, ଫସିଥିବା ୯ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ

ଚାନ୍ଦବାଲି,୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲ୍‌ବୁଲ୍‌’ର ଆଂଶିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେ ସୁଦ୍ଧା ଭଦ୍ରକରେ ଏହାର ପ୍ରଭାବ ବାରି ହୋଇପଡ଼ୁଛି। ବର୍ଷା ସାଙ୍ଗକୁ ଜୋରରେ…

5 years ago

ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବ: ଗଛପଡ଼ି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

ଧାମନଗର,୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସହ ପବନ ଲାଗି ରହିଛି। ଏହାର ପ୍ରଭାବ ଭଦ୍ରକ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ପବନର…

5 years ago

ବୁଲ୍‌ବୁଲ୍‌ ପ୍ରଭାବରେ ବଢୁଛି ପବନର ବେଗ, ୪୦୦ ଲୋକଙ୍କୁ ସ୍ଥାନାନ୍ତର

ଭଦ୍ରକ ଅଫିସ, ୯।୧୧: ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଉଗ୍ରରୂପ ଧାରଣ କରୁଛି। ସମୟ ଯେତେ ବଢ଼ୁଛି ଲୋକେ ସେତେ ଆତଙ୍କିତ ହେଉଛନ୍ତି। ଚାନ୍ଦବାଲି ବ୍ଲକର ୪୦୦ ଲୋକଙ୍କୁ…

5 years ago

ବୁଲବୁଲ ପ୍ରଭାବ: ଗଛ ଉପୁଡ଼ି ଭଦ୍ରକ-ଆରଡ଼ି ଯୋଗାଯୋଗ ବିଚ୍ଛିନ୍ନ

ଆରଡ଼ି,୯।୧୧( ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଅଞ୍ଚଳରେ ବାତ୍ୟା ବୁଲ୍‌ବୁଲ୍‌ର ତାଣ୍ଡବ ଜାରିରହିଛି। ଶୁକ୍ରବାର ରାତିରୁ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଲାଗିରହିଛି। ବୁଲ୍‌ବୁଲ୍‌…

5 years ago

ଭଦ୍ରକରେ ବୁଲ୍‌ବୁଲ ପ୍ରଭାବ: ଲାଗିରହିଛି ବର୍ଷା, ପବନ; ଦୋକାନବଜାର ବନ୍ଦ

ଭଦ୍ରକ ଅଫିସ,୯।୧୧: ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଉଗ୍ରରୂପ ଧାରଣ କରିଛି। ଭଦ୍ରକ ଜିଲା ସମୁଦ୍ର ଉପକୂଳବର୍ତ୍ତୀ ଧାମରା ଓ ଚାନ୍ଦବାଲିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପରିସ୍ଥିତି…

5 years ago