Advertisement

ଭଦ୍ରକ

ପ୍ରବଚନ ଦେବାବେଳେ ଟଳିପଡ଼ିଲେ ପ୍ରବଚକପ୍ରବଚନ ଦେବାବେଳେ ଟଳିପଡ଼ିଲେ ପ୍ରବଚକ

ପ୍ରବଚନ ଦେବାବେଳେ ଟଳିପଡ଼ିଲେ ପ୍ରବଚକ

ଭଦ୍ରକ,୧।୪/ସାବରଙ୍ଗ,୧।୪(ସନାତନ ରାଉତ/କାଳିପଦ ରାୟ): ଶ୍ରୀରାମ ନବମୀ ଉପଲକ୍ଷେ ନବରାତ୍ର ପାରାୟଣ ଚାଲିଥିଲା। ଏହି ଉପଲକ୍ଷେ ରାମଚରିତ ମାନସ ଉପରେ ପ୍ରବଚନ ଦେଉଥିବା ପ୍ରବଚକ ହଠାତ ଟଳିପଡିଥିଲେ। ସଂଜ୍ଞାହୀନ…

4 weeks ago
କଲେଜ ଯାଇ ଘରକୁ ଫେରିନାହାନ୍ତି ନାବାଳିକା ଝିଅ, ଅପହରଣକାରୀଙ୍କ ଗିରଫ ଦାବିରେ ଧାରଣାକଲେଜ ଯାଇ ଘରକୁ ଫେରିନାହାନ୍ତି ନାବାଳିକା ଝିଅ, ଅପହରଣକାରୀଙ୍କ ଗିରଫ ଦାବିରେ ଧାରଣା

କଲେଜ ଯାଇ ଘରକୁ ଫେରିନାହାନ୍ତି ନାବାଳିକା ଝିଅ, ଅପହରଣକାରୀଙ୍କ ଗିରଫ ଦାବିରେ ଧାରଣା

ଚାନ୍ଦବାଲି,୩୦ା୩(ଅଶୋକ ପଣ୍ଡା): ନାବାଳିକା ଝିଅକୁ ଅପହରଣ ଘଟଣାରକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ନାବାଳିକାକୁ ଉଦ୍ଧାର କରିବାରେ ବିଫଳ। ଅପହରଣକାରୀଙ୍କୁ ଗିରଫ ଦାବିକରି ଫାଣ୍ଡି…

4 weeks ago
ଭଦ୍ରକ ଓକିଲ ସଂଘ ନିର୍ବାଚନ ପାଇଁ ଚାଲିଛି ଭୋଟ, ୩ଟାରୁ ଆରମ୍ଭ ହେବ ଗଣତିଭଦ୍ରକ ଓକିଲ ସଂଘ ନିର୍ବାଚନ ପାଇଁ ଚାଲିଛି ଭୋଟ, ୩ଟାରୁ ଆରମ୍ଭ ହେବ ଗଣତି

ଭଦ୍ରକ ଓକିଲ ସଂଘ ନିର୍ବାଚନ ପାଇଁ ଚାଲିଛି ଭୋଟ, ୩ଟାରୁ ଆରମ୍ଭ ହେବ ଗଣତି

ଭଦ୍ରକ, ୨୯। ୩(ସନାତନ ରାଉତ)- ଭଦ୍ରକ ପୁରୁଣା କୋର୍ଟ ପରିସରରେ ଶନିବାର ପୂର୍ବାହ୍ନ ୭ ଟାରୁ ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହେଉଛି । ଅପରାହ୍ନ ୩ଟା…

4 weeks ago
ଧାମନଗର ଓକିଲ ସଂଘ ନିର୍ବାଚନ, ୭ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତଧାମନଗର ଓକିଲ ସଂଘ ନିର୍ବାଚନ, ୭ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଧାମନଗର ଓକିଲ ସଂଘ ନିର୍ବାଚନ, ୭ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଧାମନଗର , ୨୯।୩ (ଦେବେନ୍ଦ୍ର ଆନ୍ଦିଆ): ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଅନୁସାରେ ଚଳିତ ମାର୍ଚ୍ଚ ମାସ ଶେଷ ଶନିବାର ଅର୍ଥାତ ୨୯ ତାରିଖ ଦିନ ସାରା…

4 weeks ago
ଫଳକରେ ନ ଥିଲା ସରପଞ୍ଚ-ସମିତିସଭ୍ୟଙ୍କ ନାଁ, ମୁଣ୍ଡକୁ ଉଠିଗଲା ରାଗ, ଆଉ ତା’ ପରେ…ଫଳକରେ ନ ଥିଲା ସରପଞ୍ଚ-ସମିତିସଭ୍ୟଙ୍କ ନାଁ, ମୁଣ୍ଡକୁ ଉଠିଗଲା ରାଗ, ଆଉ ତା’ ପରେ…

ଫଳକରେ ନ ଥିଲା ସରପଞ୍ଚ-ସମିତିସଭ୍ୟଙ୍କ ନାଁ, ମୁଣ୍ଡକୁ ଉଠିଗଲା ରାଗ, ଆଉ ତା’ ପରେ…

ଭଦ୍ରକ/ନଳାଙ୍ଗ,୨୩।୩: (ସନାତନ ରାଉତ/ସାଇଶଙ୍କର ମହାକୁଳ): ଭଦ୍ରକ ବ୍ଲକର ଅଣ୍ଡେଇପଲ୍ଲୀସ୍ଥିତ ମିନତି ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଲଗାଯାଇଥିବା ଫଳକକୁ ସରପଞ୍ଚ…

1 month ago
କାଳ ସାଜିଲା କାଳବୈଶାଖୀ: ଆକାଶରୁ ଖସିଲା ନିଆଁ, ନିମିଷକରେ ଜଳିଗଲା ଘରକାଳ ସାଜିଲା କାଳବୈଶାଖୀ: ଆକାଶରୁ ଖସିଲା ନିଆଁ, ନିମିଷକରେ ଜଳିଗଲା ଘର

କାଳ ସାଜିଲା କାଳବୈଶାଖୀ: ଆକାଶରୁ ଖସିଲା ନିଆଁ, ନିମିଷକରେ ଜଳିଗଲା ଘର

ଆଗରପଡ଼ା,୨୩ା୩(ସୁଶାନ୍ତ ଦାଶ): ଭଦ୍ରକ ଜିଲା ବନ୍ତ ତହସିଲ ଅନର୍ଗତ ଗୋପୀନାଥପୁର ପଞ୍ଚାୟତର ସାହୁପଡ଼ା ୪ନଂ. ୱାର୍ଡରେ କାଳବୈଶାଖୀ ଯୋଗୁ ବଜ୍ରପାତରେ ୨ ବଖରା ଘର ଜଳିଯାଇଛି। ଶୁକ୍ରବାର…

1 month ago
ତିହିଡ଼ି ବଜାରରୁ ହଟିଲା ଜବରଦଖଲତିହିଡ଼ି ବଜାରରୁ ହଟିଲା ଜବରଦଖଲ

ତିହିଡ଼ି ବଜାରରୁ ହଟିଲା ଜବରଦଖଲ

ତିହିଡ଼ି,୨୨ା୩(ସଞ୍ଜିତ ବଳ): ତିହିଡ଼ି ବଜାରକୁ ପ୍ରଶାସନ ପକ୍ଷରୁ ଅବରୋଧ ମୁକ୍ତ କରାଯାଇଛି। ତିହିଡ଼ି ଥାନାଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ସରକାରୀ…

1 month ago
ପଛରୁ ପିଟିଲା ତେଲ ଟ୍ୟାଙ୍କର, ବ୍ୟବସାୟୀ ମୃତପଛରୁ ପିଟିଲା ତେଲ ଟ୍ୟାଙ୍କର, ବ୍ୟବସାୟୀ ମୃତ

ପଛରୁ ପିଟିଲା ତେଲ ଟ୍ୟାଙ୍କର, ବ୍ୟବସାୟୀ ମୃତ

ବନ୍ତ,୧୯।୩(ହରି ନାରାୟଣ ମହାନ୍ତି) : ବୁଧବାର ସକାଳ ପ୍ରାୟ ସାଢେ ୭ଟା ସମୟରେ ଭଦ୍ରକ ଜିଲା ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର 53ନଂ.ରାଜ୍ୟ ରାଜପଥର ଶ୍ରୀବନ୍ତପୁର ଛକ…

1 month ago
ରଙ୍ଗ ବୋଳି ମହିଳାଙ୍କୁ ଅସଦାଚରଣ: ଥାନାରେ ଶିକ୍ଷକ ଅଟକରଙ୍ଗ ବୋଳି ମହିଳାଙ୍କୁ ଅସଦାଚରଣ: ଥାନାରେ ଶିକ୍ଷକ ଅଟକ

ରଙ୍ଗ ବୋଳି ମହିଳାଙ୍କୁ ଅସଦାଚରଣ: ଥାନାରେ ଶିକ୍ଷକ ଅଟକ

ସାବରଙ୍ଗ,୧୮।୩(କାଳିପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ଡିହମଳିକ ସାହିରେ ଘଟିଛି ଏକ ଲଜ୍ଜା ଜନକ ଘଟଣା। ଜଣେ ଶିକ୍ଷକ ଗ୍ରାମର ଜଣେ…

1 month ago
ଦୋଳ ମଣ୍ଡପରେ ବିଜେ ହେଲେ ୫୦ରୁ ଊର୍ଦ୍ଧ୍ୱ ବିମାନ: ଅଗରପଡା ରାମ ରହିମ ମେଲଣଦୋଳ ମଣ୍ଡପରେ ବିଜେ ହେଲେ ୫୦ରୁ ଊର୍ଦ୍ଧ୍ୱ ବିମାନ: ଅଗରପଡା ରାମ ରହିମ ମେଲଣ

ଦୋଳ ମଣ୍ଡପରେ ବିଜେ ହେଲେ ୫୦ରୁ ଊର୍ଦ୍ଧ୍ୱ ବିମାନ: ଅଗରପଡା ରାମ ରହିମ ମେଲଣ

ଭଦ୍ରକ,୧୫।୩(ସନାତନ ରାଉତ ): ଭଦ୍ରକ ଜିଲା ଆଗରପଡା ରାମଗଡ଼ପଦା ଦୋଳ ମଣ୍ଡପରେ ଶନିବାର ବିଜେ ହୋଇଛି ୫୦ରୁ ଊର୍ଦ୍ଧ୍ୱ ବିମାନ। ଶୁକ୍ରବାର ରାତିରୁ ଆରମ୍ଭ ହୋଇଛି ବହୁ…

1 month ago