ଭଦ୍ରକ

ରାସ୍ତାରେ ମାଟି ପକାଇ ଜିଲା ସୀମା ସିଲ୍‌ 

ଆରଡି, ୧ା୫(ଡି.ଏନ.ଏ.)-ପଡୋଶୀ ଯାଜପୁର ଜିଲାରେ ଗୁରୁବାର ୧୭ ଜଣଙ୍କର କରୋନା ପଜିଟିଭ ବାହାରିଲା ପରେ ଭଦ୍ରକ ଜିଲା ପ୍ରଶାସନ ଏନେଇ ତପତ୍ର ହୋଇ ଉଠିଛି। ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତର ବୋଡକ ନିକଟରେ ଶୁକ୍ରବାର ଆରଡି – ଯାଜପୁର ରାସ୍ତାକୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବଣିକ ସଂଘର ସହାୟତା

ଚାନ୍ଦବାଲି,୧ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଅଧୀନ ଚାନ୍ଦବାଲି ବଣିକ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ୫୧,୨୦୦ ଟଙ୍କାର ଏକ ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ସଂଘର ସମ୍ପାଦକ ରଘୁନାଥ ସାହୁ ଏହି ଚେକ୍‌କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌...

ମାସ୍କ ପିନ୍ଧି ନ ଥିବାରୁ ଜରିମାନା

ଭଣ୍ଡାରିପୋଖରୀ, ୧।୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ପୋଲିସ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିନା ମାସ୍କରେ ଯାତାୟାତ କରୁଥିବା ୮ ଜଣଙ୍କ ଠାରୁ ୧୬୦୦ ଟଙ୍କା ଜରିମାନା ଆଦାୟ କରିଛି। ଥାନା ଏଏସଆଇ ଅନୁରାଗ ମହାନ୍ତି ଭଣ୍ଡାରିପୋଖରୀ, ସରସଦା, ଛତାବର ମଞ୍ଜୁରୀରୋଡ ଆଦି...

କୋଟାରେ ଫସିଛନ୍ତି ଛାତ୍ରୀଛାତ୍ର, ଫେରାଇ ଆଣିବାକୁ ଭଦ୍ରକ ବିଧାୟକଙ୍କୁ ଭେଟିଲେ ପରିବାର

ଭଦ୍ରକ ଅଫିସ, ୧।୫: ରାଜସ୍ଥାନର କୋଟାରେ ଫଶିଥିବା ଭଦ୍ରକର ଛାତ୍ରୀଛାତ୍ରମାନଙ୍କୁ ଫେରାଇ ଆଣିବାକୁ ଅଭିଭାବକମାନେ ଶୁକ୍ରବାର ବିଧାୟକ ସଞ୍ଜୀବ ମଲିକଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର ସକାଳେ ଅଭିଭାବକମାନେ ଆସି ବିଧାୟକଙ୍କୁ ଭେଟିଥିଲେ। ଛାତ୍ରୀଛାତ୍ରମାନେ କିପରିଭାବରେ ସେଠାରୁ ଭଲ ଭାବରେ...

ଭଦ୍ରକରେ ରାପିଡ୍‌ ରେସ୍‌ପନ୍ସ ଟିମ୍‌

ଭଦ୍ରକ ଅଫିସ,୧।୫ – ଭଦ୍ରକ ଜିଲାରେ କେନ୍ଦ୍ରର ୩ ଜଣିଆ ରାପିଡ୍‌ ରେସ୍‌ପନ୍ସ ଟିମ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛି। ଏହି ଟିମ ପ୍ରଥମେ ଭଦ୍ରକ ରେ ପହଞ୍ଚିି ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ...

କରୋନା ହଟ୍‌ସ୍ପଟ୍‌ ତାଲିକା: ରେଡ୍‌ ଜୋନ୍‌ରେ ଭଦ୍ରକ

ଭଦ୍ରକ ଅଫିସ,୧।୫: କରୋନା ହଟ୍‌ସ୍ପଟ୍‌ ଜୋନରେ ଓଡ଼ିଶାର ୩ଟି ଜିଲା ରହିଛି। ସେଗୁଡ଼ିକ ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ରାଜ୍ୟର ୬ଟି ଜିଲା ରହିଛି। ସେଗୁଡ଼ିକ ହେଲା ହେଉଛି ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ,...

ମାଛ ଧରା କଣ୍ଟା ଗିଳିଲା ବଉଳା କୁମ୍ଭୀର, ଉଦ୍ଧାର ପରେ କରାଗଲା ଅସ୍ତ୍ରୋପଚାର

ପଦ୍ମପୁର/ବାସୁଦେବପୁର,୧।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସାରଙ୍ଗପୁର ଗ୍ରାମରୁ ଶୁକ୍ରବାର ସକାଳେ ଏକ ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି। ଗ୍ରାମର କିଛି ଯୁବକ କାଂଶବାଂଶ ନଦୀରେ ବନିଶି ପକାଇ ମାଛ ଧରୁଥିବା ବେଳେ କୁମ୍ଭୀରଟି...

ଘରେ ଘରେ ମାସ୍କ ବଣ୍ଟନ

ବନ୍ତ,୩୦।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଯେନାସାହିରେ ସ୍ବେଚ୍ଛାସେବୀ ସଂସ୍ଥା ସିଏଫଡବ୍ଲ୍ୟୁଏସ୍‌ଡି ପକ୍ଷରୁ ଘରେ ଘରେ ମାସ୍କ ବଣ୍ଟନ କରାଯାଇଛି। ସରପଞ୍ଚ ବନମାଳୀ ବେହେରାଙ୍କ ଉପସ୍ଥିତିରେ ସଂସ୍ଥାର ସମ୍ପାଦକ ଗୋପିନାଥ ଦାଶ ଘର ଘର ବୁଲି ଲୋକ ମାନଙ୍କୁ ମାସ୍କ...

୯୧ କରୋନା ଯୋଦ୍ଧାଙ୍କ ନମୁନା ସଂଗ୍ରହ

ଭଣ୍ଡାରିପୋଖରୀ, ୩୦।୪ (ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ ଦିନ ରାତି ଏକ କରି ନିୟୋଜିତ ଥିବା ଯୋଦ୍ଧା ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ସ୍ବାବ ନମୁନା ପରୀକ୍ଷଣ ପାଇଁ ସଂଗ୍ରହ କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ନୂତନ)...

ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିକୁ ସହାୟତା

ଭଣ୍ଡାରିପୋଖରୀ, ୩୦।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ କାର୍ଯ୍ୟରତ ସମସ୍ତ କର୍ମଚାରୀ, ଶିକ୍ଷୟିତ୍ରୀଶିକ୍ଷକ ଓ ସିଆରସିସି ମାନେ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ମାର୍ଚ୍ଚ ମାସ ବେତନରୁ ଗୋଟିଏ ଦିନର ବେତନ ପ୍ରଦାନ କରିଛନ୍ତି। ୬,୩୬,୮୭୪ ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା...

କ୍ବାରାଣ୍ଟାଇନ କେନ୍ଦ୍ରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ଭଣ୍ଡାରିପୋଖରୀ,୩୦।୪ (ଡି.ଏନ.ଏ.)-ବାହାର ରାଜ୍ୟରେ କର୍ମଜୀବୀ ଭାବେ ବାସ କରୁଥିବା ଲୋକ ମାନେ ଘରବହୁଡା ହୋଇ ଓଡିଶାକୁ ଆସୁଛନ୍ତି ସେମାନଙ୍କ ପାଇଁ ୧୪ ଦିନିଆ କ୍ବାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ତେବେ ବାହାରୁ ଆସିବାକୁ ଥିବା ଲୋକମାନଙ୍କ ମଧ୍ୟରେ ମହିଳାମାନେ ରହିଥିବା ଜଣାପଡ଼ିଛି।...

କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ବାବ ପରୀକ୍ଷା

ଭଦ୍ରକ ଅଫିସ,୩୦।୪: ଭଦ୍ରକ ସହରରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କ ଗୁରୁବାର ସ୍ବାବ ସଂଗ୍ରହ କରାଯାଇଛି। ସହରର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଏହି ସ୍ବାବ ସଂଗ୍ରହ କରାଯାଇଛି। ଏମାନେ ବିଭିନ୍ନ କଣ୍ଟେନମେଣ୍ଟ ଅଞ୍ଚଳରେ ଖବର ସଂଗ୍ରହ ପାଇଁ ନିୟୋଜିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri