ଭଦ୍ରକ

୧୧ କେଭି ବିଦ୍ୟୁତ ତାର ପଡ଼ି ଜଳିଗଲା ବାଇକ୍‌

ଚାନ୍ଦବାଲି,୧୦।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ବଜାରରେ ସୋମବାର ସକାଳେ ଏକ ଅଘଟଣ ଘଟିଛି। ସକାଳେ ୨ ଜଣ ବାଇକ୍‌ରେ ଯାଉଥିବା ସମୟରେ ୧୧ କେଭି ବିଦ୍ୟୁତ ତାର ସେମାନଙ୍କ ବାଇକ୍‌ ଉପରେ ଛିଡି ପଡିପଡ଼ିଥିଲା। ଏଥିରେ ବାଇକ୍‌...

ଗେଷ୍ଟ୍‌ ହାଉସ୍‌ରୁ ୨ ଚୋରଙ୍କୁ ଧରିଲା ପୋଲିସ

ଧାମନଗର,୧୦।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗରସ୍ଥିତ ଖାନକା ପରିସରରେ ଥିବା ଏକ ଗେଷ୍ଟ୍‌ହାଉସ୍‌ରେ ୧୦ଦିନ ଧରି ରହିଆସୁଥିବା ଦୁଇ ଚାଉଳ ଚୋରଙ୍କୁ ଝାରସୁଗୁଡ଼ା ଆର୍‌ପିଏଫ୍‌ ପୋଲିସ ସୋମବାର ଗିରଫ କରିଛି। ଉକ୍ତ ଦୁଇ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ପୋଲିସ ସୋମବାର...

ଜବରଦଖଲରେ ସରକାରୀ ଜମି

ଆରଡ଼ି,୧୦।୨ (ଡି.ଏନ.ଏ.)-ଜବରଦଖଲକାରୀଙ୍କ କବଳରେ ସରକାରୀ ଜମି। କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୪ରୁ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜବରଦଖଲ ଉଚ୍ଛେଦ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ତହସିଲ କାର୍ଯ୍ୟାଳୟର ଉଦାସୀନତା ପାଇଁ ତାହା କାର୍ଯ୍ୟକାରୀ ହୋଇପାରୁନି ବୋଲି ଅଭିଯୋଗ କରି...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଜଣେ ଅଟକ

ପଦ୍ମପୁର,୯।୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହ ପୋଲିସ ଜନୈକା ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣକୁ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସକାଳେ ଛାତ୍ରୀ ଜଣକ ସ୍ଥାନୀୟ ବିଦ୍ୟାଳୟକୁ ଯାଉଥିଲେ। ବର୍ଷା...

ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ମେସ୍‌ ମାଲିକ ଗିରଫ

ଭଦ୍ରକ ଅଫିସ,୯।୨: ଗତ କିଛିଦିନ ତଳେ ବାସୁଦେବପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀ ଭଦ୍ରକ ଷ୍ଟେଶନରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ବାସୁଦେବପୁର ପୋଲିସ ମେସ୍‌ ମାଲିକ ପ୍ରତାପ ଡାଙ୍ଗୁଆଙ୍କୁ ରବିବାର ଗିରଫ କରିଛି। ସୂଚନାଯୋଗ୍ୟ,...

ଛାତ୍ରୀ ଆତ୍ମହତ୍ୟା ଘଟଣା: ଓଏଚ୍‌ଆର୍‌ସି ନିକଟରେ ଫେରାଦ ହେବ ରାଷ୍ଟ୍ରୀୟ ପରିଷଦ

ଭଦ୍ରକ ଅଫିସ, ୯।୨- ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀ ଆତ୍ମହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୋଲିସ ପକ୍ଷରୁ ଶୁକ୍ରବାର ରାତିରୁ ତଦନ୍ତ ଆରମ୍ଭ ହୋଇଥିଲେ ହେଁ ପୋଲିସ ନିଜ ଆଡୁ କାହିଁକି ଚୁପ୍‌ ରହିଥିଲା ସେ...

ସରୁନି ଅଙ୍ଗନୱାଡି ଗୃହ ନିର୍ମାଣ

ଭଦ୍ରକ ଅଫିସ,୯।୨- ଭଦ୍ରକ ଜିଲାରେ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ୩ ରୁ ୬ବର୍ଷର ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଓ ଶିକ୍ଷା ପ୍ରତି ମନୋନିବେଶ କରି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆଣିବା ପାଇଁ ହୋଇଥିବା ଉଦ୍ୟମ ଏକପ୍ରକାର ଫସର ଫାଟିଛି।...

ଆବାସ ନିର୍ମାଣ କାର୍ଯ୍ୟ ତଦାରଖ

ଭଣ୍ଡାରିପୋଖରୀ,୮।୨(ଡି.ଏନ.ଏ.): ଭଦ୍ରକ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ, ଭଣ୍ଡାରିପୋଖରୀ ବିଡିଓ ବନମାଳି ତରାଇ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ମିଶ୍ର ଶନିବାର ଭଣ୍ଡାରିପୋଖରୀ ବ୍ଲକ ଅଧୀନ ସାନଶାସନ ପଞ୍ଚାୟତର ବାହାଦୁଲନଗର, ବିମ୍ବଳବର ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ...

ମହଙ୍ଗା ପଡିଲା ନାବାଳକଙ୍କୁ ଗାଡିଚାଳନା

ଭଦ୍ରକ ଅଫିସ,୮।୨: ଭଦ୍ରକରେ ଜଣେ ନାବାଳକଙ୍କୁ ଗାଡି ଚଳାଇବା ମହଙ୍ଗା ପଡିଛି। ଭଣ୍ଡାରିପୋଖରୀ ରାଣୀଗଡିଆ ନିକଟରେ ଆରଟିଓ ପକ୍ଷରୁ ତାଙ୍କ ନାଁରେ ୪୨,୫୦୦ଟଙ୍କା ଜରିମାନା କରାଯାଇଛି। ଗାଡ଼ିର କାଗଜ ପତ୍ର ନ ଥିବା ବେଳେ ନାବାଳକ ଜଣକ ହେଲ୍‌ମେଟ ପିନ୍ଧି...

ବନ୍ତରେ ରୁରାଲ ହାଉସିଂ ପରାମର୍ଶଦାତା: ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ

ବନ୍ତ,୮।୨(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଆର୍‌.ଏଚ୍‌(ରୁରାଲ ହାଉସିଂ) ପରାମର୍ଶଦାତା ନିରଞ୍ଜନ ବେହେରା ଶୁକ୍ରବାର ବନ୍ତ ବ୍ଲକ ପରିଦର୍ଶନ କରିଛନ୍ତି। ବିଭିନ୍ନ ପଞ୍ଚାୟତରେ ସେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ହିତାଧିକାରୀଙ୍କୁ ଭେଟି ବିଭିନ୍ନ ସମସ୍ୟା ପଚାରି...

ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀ ଆତ୍ମହତ୍ୟା ଘଟଣା: ନିରପେକ୍ଷ ତଦନ୍ତ ଦାବି

ଭଦ୍ରକ ଅଫିସ, ୭।୨-ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀ ୧୯ ଦିନ ତଳେ ଭଦ୍ରକ ଷ୍ଟେଶନରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେତେବେଳେ ରେଲଓ୍ବେ ପୋଲିସ ହାଲ୍‌କା ଭାବେ ନେଇ ମୃତଦେହ ଜବତ କରି ବ୍ୟବଚ୍ଛେଦ...

ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର,୭।୨(ବ୍ୟୁରୋ): ଧରିତ୍ରୀର ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ୱର ସଂସ୍କରଣ ମୁଖ୍ୟ ଉପେନ୍ଦ୍ର ପ୍ରସାଦ ମହାଲାଙ୍କ ଧର୍ମପତ୍ନୀ ପ୍ରଭାତୀ ମହାଲା(୫୧)ଙ୍କ ଗୁରୁବାର ରାତି ସାଢ଼େ ୧୦ଟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ ୨୦୧୮ ନଭେମ୍ବରରୁ କର୍କଟ ରୋଗରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri