ଭଦ୍ରକ

୫ ପିଙ୍କ୍‌ ବୁଥ୍‌ ପାଇଁ ନିୟୋଜିତ ପୋଲିଂ ଦଳକୁ ତାଲିମ

ଭଦ୍ରକ ଅଫିସ, ୩୧।୧୦-ଧାମନଗର ଉପନିର୍ବାଚନରେ ୫ ପିଙ୍କ୍‌ ବୁଥ୍‌ ଓ ୧୫ ଆଦର୍ଶ ବୁଥ୍‌ କରାଯାଇଛି। ଧାମନଗର ଏନ୍‌ଏସିର ଦକ୍ଷିଣବାଡ଼, ୧୧୧ ନଂ. ବୁଥ୍‌ ମହେନ୍ଦ୍ର ନୋଡାଲ ୟୁପି ସ୍କୁଲ, ତାଳପଦା ୧୧୩ ନଂ. ବୁଥ୍‌ ତାଳପଦା ନୋଡାଲ ୟୁପି...

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌ : ୨ଗୁରୁତର

ପାଣିକୋଇଲି,୩୧ା୧୦(ଡି.ଏନ.ଏ.): ପାଣିକୋଇଲି ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର କାଜିପାଟଣା ନିକଟରେ ରବିବାର ବିଳମ୍ବିତ ରାତିରେ ଟ୍ରକ୍‌ ପଛରୁ ଟ୍ରକ୍‌ ଧକ୍କା ଦେବା ଫଳରେ ଚାଳକ ଓ ଖଲାସୀ ଗୁରୁତର ହୋଇଛନ୍ତି ା ତାଳଚେରରୁ କୋଇଲା ବୋଝେଇ କରି ବାଲେଶ୍ୱର...

ଲାଞ୍ଚ ନେବେ ନାହିଁ କି ଦେବେ ନାହିଁ: ଶପଥ ପାଠ କଲେ ଅଧିକାରୀ

ଭଦ୍ରକ ଅଫିସ, ୩୧।୧୦: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ସୋମବାର ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଉଦ୍ଦିଷ୍ଟ ଶପଥପାଠ ପତ୍ର ପଠନ ପୂର୍ବକ...

ମୁକ୍ତ ନିରପେକ୍ଷ ଉପନିର୍ବାଚନ ଦାବି କଲା ଭାଜପା

ଭଦ୍ରକ ଅଫିସ,୩୧ା୧୦: ଧାମନଗରରେ ଆସନ୍ତା ନଭେମ୍ବର ୩ରେ ମୁକ୍ତ ଅବାଧ ଭୟମୁକ୍ତ ଉପନିର୍ବାଚନ ଓ ଶାସକ ଦଳର ଗୁଣ୍ଡାରାଜ ପ୍ରଶାସନିକ ପକ୍ଷପାତିତା ବିରୋଧରେ ସୋମବାର ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଭାଜପା ସତ୍ୟାଗ୍ରହ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ...

ଗଡ଼ ଦଖଲ ପାଇଁ ପ୍ରଚାର ଲଢ଼େଇ

ଭଦ୍ରକ ଅଫିସ/ଧାମନଗର(ଡି.ଏନ୍‌.ଏ.),୩୧।୧୦: ଧାମନଗର ଉପନିର୍ବାଚନ ଆଉ ମାତ୍ର ୩ଦିନ ରହିଛି। ଆସନ୍ତା ମଙ୍ଗଳବାର ପ୍ରଚାର ଶେଷ ହେଉଥିବାରୁ ସବୁ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଗଡ଼ ଦଖଲ ପାଇଁ ପ୍ରଚାର ଲଢ଼େଇ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌...

ଧାମନଗର ଉପନିର୍ବାଚନ:ଆଜି ଭର୍ଚୁଆଲ ମୋଡ୍‌ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଭଦ୍ରକ ଜିଲାର ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭର୍ଚୁଆଲ ମୋଡ୍‌ରେ ପ୍ରଚାର କରିବେ। ଏଥିଲାଗି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଲଇଡି ଲଗାଯାଇଛି। ଧୂଷୁରୀ, ଅସୁରାଳି, ଧାମନଗର,...

ଧାମନଗର ଉପନିର୍ବାଚନ: ୭ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭଦ୍ରକ ଅଫିସ, ୩୦।୧୦: ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନାରେ ଅବହେଳା ପାଇଁ ୬ଜଣ ଓ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ଜଣେ କର୍ମଚାରୀଙ୍କ ବିରୋଧରେ ଭଦ୍ରକ ଜିଲା ନିର୍ବାଚନ ଅଧିକାରୀ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଶନିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଧାମନଗର-ଯାଜପୁର ସୀମା ସିଲ୍‌ କରାଯାଉ

ଭଦ୍ରକ ଅଫିସ/ଧାମନଗର,୩୦।୧୦(ଡି.ଏନ.ଏ.): ଧାମନଗର ଉପନିର୍ବାଚନରେ ବିଜେଡି ବୁଥ୍‌ ରିଗିଂ କରିବା ଆଶଙ୍କା ନେଇ ଏହି ନିର୍ବାଚନମଣ୍ଡଳୀ ସଂଲଗ୍ନ ଯାଜପୁର ସୀମାକୁ ସିଲ୍‌ କରାଯିବାକୁ ଭାଜପା ଶନିବାର ନିର୍ବାଚନ କମିଶନ ଏବଂ ଜିଲାପାଳଙ୍କ ନିକଟରେ ଦାବି କରିଛି। ଭାଜପା ରାଜ୍ୟ ମୁଖପାତ୍ର...

ଉପନିର୍ବାଚନରେ ଗାଡ଼ି ନିୟୋଜିତ କଲେନି: ୧୪ ଗାଡ଼ି ମାଲିକଙ୍କୁ ନୋଟିସ

ଭଦ୍ରକ ଅଫିସ,୨୯।୧୦: ଧାମନଗର ଉପନିର୍ବାଚନ ପାଇଁ ଗାଡ଼ି ନିୟୋଜିତ ନ କରିବାରୁ ୧୪ ଗାଡ଼ି ମାଲିକଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଛି। ସନ୍ତୋଷଜନକ ଉତ୍ତର ନ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଏମିତି...

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଚପଲ ଫିଙ୍ଗିଲେ ମହିଳା

ଭଦ୍ରକ ଅଫିସ, ୨୯ା୧୦: ଭଦ୍ରକ କାଳୀପୂଜା ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରି ଜଣେ ମହିଳା ଚପଲ ଫିଙ୍ଗିଛନ୍ତି। ଗୁରୁବାର ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ଯାତ୍ରା...

ଆଚରଣବିଧି ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଅ

ଭଦ୍ରକ ଅଫିସ, ୨୯ା୧୦: ଧାମନଗର ଉପନିର୍ବାଚନ ପାଇଁ ଭୋଟରଙ୍କୁ ଲାଞ୍ଚ ଦେବା, ଧମକ ଦେବା, ଟଙ୍କା ବାଣ୍ଟିବା, ପ୍ରଲୋଭନ ଦେଖାଇବା ଭଳି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନଜନିତ ଅପରାଧର ସତ୍ୟତା ଥିଲେ ସେଥିପାଇଁ ଉଦ୍ଦିଷ୍ଟ ବିଭିନ୍ନ ଧାରା ଅନୁଯାୟୀ କଠୋର...

ପ୍ରଚାର ମଇଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ

ଧାମନଗର,୨୯ା୧୦ (ଡି.ଏନ୍‌.ଏ/ସ୍ବ.ପ୍ର.): ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଏନ୍‌ଏସି ଅଞ୍ଚଳରେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri