Advertisement

ବୌଦ୍ଧ

ରାସ୍ତାରେ କାମୁଡ଼ିଲେ ମହୁମାଛିରାସ୍ତାରେ କାମୁଡ଼ିଲେ ମହୁମାଛି

ରାସ୍ତାରେ କାମୁଡ଼ିଲେ ମହୁମାଛି

ବୌଦ୍ଧ,୧୯ା୩(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଡିଗିସିରାରେ ରବିବାର ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଡିଗିସିରାର ଭଗବାନ ପ୍ରଧାନ(୬୦)। ମିଳିଥିବା ସୂଚନା…

2 years ago
ବାଘଛାଲ ସହ ହରିଣ ଚମଡ଼ା ଜବତ: ଜଣେ ଗିରଫବାଘଛାଲ ସହ ହରିଣ ଚମଡ଼ା ଜବତ: ଜଣେ ଗିରଫ

ବାଘଛାଲ ସହ ହରିଣ ଚମଡ଼ା ଜବତ: ଜଣେ ଗିରଫ

ବୌଦ୍ଧ,୧୯ା୩(ସ୍ବ.ପ୍ର.): ବୌଦ୍ଧ ଜିଲାରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ବାଘ ଚମଡ଼ା ଜବତ କରାଯାଇଛି। ଏତଦ୍‌ବ୍ୟତୀତ ଶନିବାର ବିଳମ୍ବିତ ରାତିରେ ଗୋଟିଏ ବାଘ ଚମଡ଼ା ଓ…

2 years ago
ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାରତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ବୌଦ୍ଧ, ୧୭।୩ (ସ୍ବ.ପ୍ର.)-ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଢକି ଗ୍ରାମର ରଙ୍କଧର ଖମାରୀ (୨୩) ଦାଦନ ଖଟିବାକୁ ତାମିଲନାଡୁର କୋଏମ୍ବାଟୁରକୁ ଯାଇଥିଲେ। ଶୁକ୍ରବାର କୋଏମ୍ବାଟୁର ନିକଟବର୍ତ୍ତୀ…

2 years ago
ବାଉଁଶୁଣୀ ଛକରେ ଜବରଦଖଲ ଉଚ୍ଛେଦ: ବିରୋଧ କରି ବିଷ ପିଇଦେଲେ ମହିଳାବାଉଁଶୁଣୀ ଛକରେ ଜବରଦଖଲ ଉଚ୍ଛେଦ: ବିରୋଧ କରି ବିଷ ପିଇଦେଲେ ମହିଳା

ବାଉଁଶୁଣୀ ଛକରେ ଜବରଦଖଲ ଉଚ୍ଛେଦ: ବିରୋଧ କରି ବିଷ ପିଇଦେଲେ ମହିଳା

ବାଉଁଶୁଣୀ, ୧୭।୩(ଡି.ଏନ.ଏ): ବୌଦ୍ଧ ଜିଲା ବାଉଁଶୁଣୀରେ ଶୁକ୍ରବାର ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ହେଲେ ଜବରଦଖଲ ଉଚ୍ଛେଦବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।…

2 years ago
ଜବରଦଖଲ ଉଚ୍ଛେଦରେ ପାତରଅନ୍ତର ଅଭିଯୋଗ:ପ୍ରଶାସନ ନିର୍ଦ୍ଦେଶକୁ ଫୁଜବରଦଖଲ ଉଚ୍ଛେଦରେ ପାତରଅନ୍ତର ଅଭିଯୋଗ:ପ୍ରଶାସନ ନିର୍ଦ୍ଦେଶକୁ ଫୁ

ଜବରଦଖଲ ଉଚ୍ଛେଦରେ ପାତରଅନ୍ତର ଅଭିଯୋଗ:ପ୍ରଶାସନ ନିର୍ଦ୍ଦେଶକୁ ଫୁ

ବାଉଁଶୁଣୀ,୧୩ା୩(ଡି.ଏନ.ଏ.):ବୌଦ୍ଧ ଜିଲା ବାଉଁଶୁଣୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କ୍ଷେତ୍ରରେ ପାତରଅନ୍ତର କରାଯିବା ନେଇ ଅଭିଯୋଗ ହେଉଛି। ଗରିବ ଲୋକେ ପ୍ରଶାସନର ନିର୍ଦ୍ଦେଶକୁ ମାନୁଥିବା ବେଳେ ବଡବଡିଆ ଓ…

2 years ago
ଟ୍ରାନ୍ସଫର୍ମରକୁ ଧକ୍କା ଦେଲା ବାଇକ: ୨ ଗୁରୁତରଟ୍ରାନ୍ସଫର୍ମରକୁ ଧକ୍କା ଦେଲା ବାଇକ: ୨ ଗୁରୁତର

ଟ୍ରାନ୍ସଫର୍ମରକୁ ଧକ୍କା ଦେଲା ବାଇକ: ୨ ଗୁରୁତର

ବାଉଁଶୁଣୀ,୮।୩(ଡି.ଏନ୍‌.ଏ): ବୌଦ୍ଧ ଜିଲା ୫୭ନଂ ଜାତୀୟ ରାଜପଥ ବାଉଁଶୁଣି ଥାନା ଦନ୍ତାପାଲି ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଥିବା ଏକ…

2 years ago
ଜଙ୍ଗଲରୁ ମିଳିଲା ୨୦ କୁଇଣ୍ଟାଲ ୪୦ କେଜି ଗଞ୍ଜେଇଜଙ୍ଗଲରୁ ମିଳିଲା ୨୦ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ

ଜଙ୍ଗଲରୁ ମିଳିଲା ୨୦ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ

ବୌଦ୍ଧ,୫।୩(ସ୍ବ.ପ୍ର.): ବୌଦ୍ଧ ଜିଲା ଗଞ୍ଜେଇ ଚାଷ ଏବଂ କାରବାର ପାଇଁ ପେଣ୍ଠସ୍ଥଳ ପାଲଟିଛି। ଜିଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଗଞ୍ଜେଇ ହେଉଥିବା ସ୍ଥାନ ଚିହ୍ନଟ କରି ଗଞ୍ଜେଇ…

2 years ago
ସମୟ ନ ଦେଇ ଘର ଭାଙ୍ଗିଲା ପ୍ରଶାସନସମୟ ନ ଦେଇ ଘର ଭାଙ୍ଗିଲା ପ୍ରଶାସନ

ସମୟ ନ ଦେଇ ଘର ଭାଙ୍ଗିଲା ପ୍ରଶାସନ

ବୌଦ୍ଧ, ୨୮।୨(ସ୍ବ.ପ୍ର.): ଖରଭୂଇଁ ଗ୍ରାମରେ କ୍ରସର ଚାଲିବା ନେଇ ପ୍ରଶାସନର ଅଧିକାରୀମାନେ ଚାହୁଁଥିବା ବେଳେ ଏପଟେ କିନ୍ତୁ ଗ୍ରାମବାସୀ କ୍ରସର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆନ୍ଦୋଳନ ଚାଲୁରଖିଛନ୍ତି।…

2 years ago
ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ, ୨୮।୨(ସ୍ବ.ପ୍ର.): ବୌଦ୍ଧ ଜିଲା ଦୌରାଜଜ୍‌ ବିକ୍ରମ କୁମାର ପ୍ରଧାନ ସୋମବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି।…

2 years ago
ହକି ବିଶ୍ୱକପ୍‌ ଟ୍ରଫି ପରିକ୍ରମା, ପଲ୍ଲିଶ୍ରୀ ମେଳା ପାଇଁ ବୌଦ୍ଧ ଜିଲାପାଳ ସମ୍ବର୍ଦ୍ଧିତହକି ବିଶ୍ୱକପ୍‌ ଟ୍ରଫି ପରିକ୍ରମା, ପଲ୍ଲିଶ୍ରୀ ମେଳା ପାଇଁ ବୌଦ୍ଧ ଜିଲାପାଳ ସମ୍ବର୍ଦ୍ଧିତ

ହକି ବିଶ୍ୱକପ୍‌ ଟ୍ରଫି ପରିକ୍ରମା, ପଲ୍ଲିଶ୍ରୀ ମେଳା ପାଇଁ ବୌଦ୍ଧ ଜିଲାପାଳ ସମ୍ବର୍ଦ୍ଧିତ

ବୌଦ୍ଧ,୨୫ା୨(ସ୍ବ.ପ୍ର.): ହକି ବିଶ୍ୱକପ୍‌ ଟ୍ରଫିର ଜିଲା ପରିକ୍ରମା ଏବଂ ବୌଦ୍ଧ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ସଫଳ ଆୟୋଜନ ପାଇଁ ବୌଦ୍ଧ ଜିଲାପାଳ ସତ୍ୟ ରଞ୍ଜନ ସାହୁ…

2 years ago