Advertisement

ବୌଦ୍ଧ

ଆସିଲେନି ସମ୍ପର୍କୀୟ, କାନ୍ଧ ଦେଲେ ପୋଲିସ ଏଏସ୍‌ଆଇ, ସ୍ବେଚ୍ଛାସେବୀଆସିଲେନି ସମ୍ପର୍କୀୟ, କାନ୍ଧ ଦେଲେ ପୋଲିସ ଏଏସ୍‌ଆଇ, ସ୍ବେଚ୍ଛାସେବୀ

ଆସିଲେନି ସମ୍ପର୍କୀୟ, କାନ୍ଧ ଦେଲେ ପୋଲିସ ଏଏସ୍‌ଆଇ, ସ୍ବେଚ୍ଛାସେବୀ

ବୌଦ୍ଧ,୮ା୯(ସ୍ବ.ପ୍ର.): ବୌଦ୍ଧ ସହରର ନୂଆଁସାହି କଚେରୀ ପଡିଆ ନିକଟସ୍ଥ ଏକ ଭଡାଘରେ ରହୁଥିବା ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତା ମହିଳା ହେଲେ ସୁରୁବୁଢୀ…

3 years ago
ଜାଲ୍‌ ବିି.ଇଡି. ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକଜାଲ୍‌ ବିି.ଇଡି. ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକ

ଜାଲ୍‌ ବିି.ଇଡି. ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକ

ବୌଦ୍ଧ ୨୭।୮(ସ୍ବ.ପ୍ର.): ବୌଦ୍ଧ ଜିଲାରେ ନକଲି ସାର୍ଟିଫିକେଟ ଦେଇ ଅନେକ ଶିକ୍ଷକତା ଚାକିରି କରୁଥିବା ବହୁବାର ଅଭିଯୋଗ ହୋଇଆସୁଛି। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ…

3 years ago
ହରଭଙ୍ଗା ବ୍ଲକର ୨୦ଗାଁ ପାଣି ଘେରରେହରଭଙ୍ଗା ବ୍ଲକର ୨୦ଗାଁ ପାଣି ଘେରରେ

ହରଭଙ୍ଗା ବ୍ଲକର ୨୦ଗାଁ ପାଣି ଘେରରେ

ବୌଦ୍ଧ,୧୯।୮(ସ୍ବ.ପ୍ର): ବୌଦ୍ଧ ଜିଲାରେ ବନ୍ୟାସ୍ଥିତି ଧିରେ ଧିରେ ସୁଧୁରୁଛି। ଜିଲାର ହରଭଙ୍ଗା ବ୍ଲକର ୨୦ରୁ ଅଧିକ ଗା୍ରମ ଏବେ ବି ୫ ଦିନ ହେବ ପାଣି ଘେରରେ…

3 years ago
ଟ୍ରକ୍‌-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ, ୩ ଗୁରୁତରଟ୍ରକ୍‌-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ, ୩ ଗୁରୁତର

ଟ୍ରକ୍‌-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ, ୩ ଗୁରୁତର

ବୌଦ୍ଧ,୧୯ା୮(ସ୍ବ.ପ୍ର.): ବୌଦ୍ଧ ଜିଲା ରାଧାନଗର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ସହ ଟ୍ରକ ମୁହାଁ ମୁହିଁ ଧକ୍କା ହେବାରୁ ଟ୍ରକ ଡ୍ରାଇଭରଙ୍କ ସମେତ…

3 years ago
ପାଣି ଘେରରେ ଫସିଥିବା ପ୍ରସୂତୀଙ୍କୁ ଉଦ୍ଧାରପାଣି ଘେରରେ ଫସିଥିବା ପ୍ରସୂତୀଙ୍କୁ ଉଦ୍ଧାର

ପାଣି ଘେରରେ ଫସିଥିବା ପ୍ରସୂତୀଙ୍କୁ ଉଦ୍ଧାର

ବୌଦ୍ଧ,୧୭।୮(ସ୍ବ.ପ୍ର.): ବୌଦ୍ଧ ଜିଲା ଭେଜିଗୋରା ଗ୍ରାମର ଜଣେ ପ୍ରସୂତୀ ଏବଂ ଅସୁସ୍ଥ ମହିଳା ମହାନଦୀ ବନ୍ୟାଜଳରେ ୪ ଦିନ ହେଲା ଫସି ରହିଥିଲେ । ପାଣି ଘେରରେ…

3 years ago
ବୌଦ୍ଧରେ ସ୍ବାଧୀନତା ଦିବସବୌଦ୍ଧରେ ସ୍ବାଧୀନତା ଦିବସ

ବୌଦ୍ଧରେ ସ୍ବାଧୀନତା ଦିବସ

ବୌଦ୍ଧ,୧୫ା୮(ସ୍ବ.ପ୍ର.): ବୌଦ୍ଧରେ ସୋମବାର ୭୬ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୌଦ୍ଧ କଚେରୀ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ…

3 years ago
ରାମଗଡ଼ ଡଙ୍ଗା ଘାଟରେ କୁମ୍ଭୀରରାମଗଡ଼ ଡଙ୍ଗା ଘାଟରେ କୁମ୍ଭୀର

ରାମଗଡ଼ ଡଙ୍ଗା ଘାଟରେ କୁମ୍ଭୀର

ବୌଦ୍ଧ,୧୪ା୮(ସ୍ବ.ପ୍ର.): ଲଘୁଚାପ ବର୍ଷା ଯୋଗୁ ବୌଦ୍ଧ ଜିଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀର ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜିଲାର ତଳିଆ…

3 years ago
ଅଭିଯୁକ୍ତ ବାପ, ପୁଅ କୋର୍ଟଚାଲାଣଅଭିଯୁକ୍ତ ବାପ, ପୁଅ କୋର୍ଟଚାଲାଣ

ଅଭିଯୁକ୍ତ ବାପ, ପୁଅ କୋର୍ଟଚାଲାଣ

ବୌଦ୍ଧ,୧୩।୮(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଲୁଣିବାହାଲ ବଜାର ଉପରେ ଗତ ଗୁରୁବାର ବାପ ପୁଅଙ୍କ ଆକ୍ରମଣରେ ଯୁବରାଜପୁର ଗ୍ରାମର ସମ୍ପର୍କୀୟ ଭାଇ ଝରିଆ…

3 years ago
ମନମୁଣ୍ଡାରେ ପୁଣି ମାଓବାଦୀ ପୋଷ୍ଟରମନମୁଣ୍ଡାରେ ପୁଣି ମାଓବାଦୀ ପୋଷ୍ଟର

ମନମୁଣ୍ଡାରେ ପୁଣି ମାଓବାଦୀ ପୋଷ୍ଟର

ବୌଦ୍ଧ,୨୦।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ପାଣ୍ଡିରିପଡ଼ା ଛକ ନିକଟରେ ଥିବା ଚପଲ ଦୋକାନ କାନ୍ଥରେ ପୁଣି ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। କେକେବିଏନ ଡିଭିଜନାଲ କମିଟି…

3 years ago
ସ୍କୁଲ ଯାଇ ଘରକୁ ଫେରିପାରିଲେନି ୧୪ ଛାତ୍ରୀଛାତ୍ରସ୍କୁଲ ଯାଇ ଘରକୁ ଫେରିପାରିଲେନି ୧୪ ଛାତ୍ରୀଛାତ୍ର

ସ୍କୁଲ ଯାଇ ଘରକୁ ଫେରିପାରିଲେନି ୧୪ ଛାତ୍ରୀଛାତ୍ର

ବୌଦ୍ଧ, ୧୬ା୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ଗ୍ରାମପଞ୍ଚାୟତ ଡିଗିସିରା ଗ୍ରାମର ୧୪ ଛାତ୍ରୀଛାତ୍ର ଗୁରୁବାର ସ୍କୁଲକୁ ଯାଇ ଘରକୁ ଫେରିପାରି ନ ଥିଲେ। ଅପରାହ୍ନରେ…

3 years ago