ବାଘଛାଲ ସହ ହରିଣ ଚମଡ଼ା ଜବତ: ଜଣେ ଗିରଫ
ବୌଦ୍ଧ,୧୯ା୩(ସ୍ବ.ପ୍ର.): ବୌଦ୍ଧ ଜିଲାରେ ଏସ୍ଟିଏଫ୍ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ବାଘ ଚମଡ଼ା ଜବତ କରାଯାଇଛି। ଏତଦ୍ବ୍ୟତୀତ ଶନିବାର ବିଳମ୍ବିତ ରାତିରେ ଗୋଟିଏ ବାଘ ଚମଡ଼ା ଓ ଦୁଇଟି ହରିଣ ଚମଡ଼ା ମଧ୍ୟ ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ,...
ବୌଦ୍ଧ,୧୯ା୩(ସ୍ବ.ପ୍ର.): ବୌଦ୍ଧ ଜିଲାରେ ଏସ୍ଟିଏଫ୍ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ବାଘ ଚମଡ଼ା ଜବତ କରାଯାଇଛି। ଏତଦ୍ବ୍ୟତୀତ ଶନିବାର ବିଳମ୍ବିତ ରାତିରେ ଗୋଟିଏ ବାଘ ଚମଡ଼ା ଓ ଦୁଇଟି ହରିଣ ଚମଡ଼ା ମଧ୍ୟ ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ,...
ବୌଦ୍ଧ, ୧୭।୩ (ସ୍ବ.ପ୍ର.)-ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଢକି ଗ୍ରାମର ରଙ୍କଧର ଖମାରୀ (୨୩) ଦାଦନ ଖଟିବାକୁ ତାମିଲନାଡୁର କୋଏମ୍ବାଟୁରକୁ ଯାଇଥିଲେ। ଶୁକ୍ରବାର କୋଏମ୍ବାଟୁର ନିକଟବର୍ତ୍ତୀ କୋରନୋରଠାରେ ଏକ ରେଳଧାରଣାରେ କଟି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ...
ବାଉଁଶୁଣୀ, ୧୭।୩(ଡି.ଏନ.ଏ): ବୌଦ୍ଧ ଜିଲା ବାଉଁଶୁଣୀରେ ଶୁକ୍ରବାର ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ହେଲେ ଜବରଦଖଲ ଉଚ୍ଛେଦବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜବରଦଖଲରେ ଥିବା ଏକ ଘରକୁ ଭାଙ୍ଗିବାକୁ ଯିବା ସମୟରେ ଜାନକୀ ତ୍ରିପାଠୀ...
ବାଉଁଶୁଣୀ,୧୩ା୩(ଡି.ଏନ.ଏ.):ବୌଦ୍ଧ ଜିଲା ବାଉଁଶୁଣୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କ୍ଷେତ୍ରରେ ପାତରଅନ୍ତର କରାଯିବା ନେଇ ଅଭିଯୋଗ ହେଉଛି। ଗରିବ ଲୋକେ ପ୍ରଶାସନର ନିର୍ଦ୍ଦେଶକୁ ମାନୁଥିବା ବେଳେ ବଡବଡିଆ ଓ ପ୍ରଭାବଶାଳୀ ଲୋକେ ଏହାକୁ ଫୁ କଲା ଭଳି ଦେଖିବାକୁ ମିଳୁଛି ା...
ବାଉଁଶୁଣୀ,୮।୩(ଡି.ଏନ୍.ଏ): ବୌଦ୍ଧ ଜିଲା ୫୭ନଂ ଜାତୀୟ ରାଜପଥ ବାଉଁଶୁଣି ଥାନା ଦନ୍ତାପାଲି ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଥିବା ଏକ ଟ୍ରନ୍ସଫର୍ମରକୁ ଧକ୍କା ଦେଲା ବାଇକ। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସାରା...
ବୌଦ୍ଧ,୫।୩(ସ୍ବ.ପ୍ର.): ବୌଦ୍ଧ ଜିଲା ଗଞ୍ଜେଇ ଚାଷ ଏବଂ କାରବାର ପାଇଁ ପେଣ୍ଠସ୍ଥଳ ପାଲଟିଛି। ଜିଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଗଞ୍ଜେଇ ହେଉଥିବା ସ୍ଥାନ ଚିହ୍ନଟ କରି ଗଞ୍ଜେଇ ଚାଷ ନଷ୍ଟ କରୁଥିବା ସତ୍ତ୍ୱେ ଜିଲାରୁ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ...
ବୌଦ୍ଧ, ୨୮।୨(ସ୍ବ.ପ୍ର.): ଖରଭୂଇଁ ଗ୍ରାମରେ କ୍ରସର ଚାଲିବା ନେଇ ପ୍ରଶାସନର ଅଧିକାରୀମାନେ ଚାହୁଁଥିବା ବେଳେ ଏପଟେ କିନ୍ତୁ ଗ୍ରାମବାସୀ କ୍ରସର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆନ୍ଦୋଳନ ଚାଲୁରଖିଛନ୍ତି। ପ୍ରଶାସନ ଗ୍ରାମବାସୀଙ୍କ ଆନ୍ଦୋଳନକୁ ଭଣ୍ଡରୁ କରିବାକୁ ଗ୍ରାମବାସୀଙ୍କ ନାମରେ ବହୁ ମିଥ୍ୟା...
ବୌଦ୍ଧ, ୨୮।୨(ସ୍ବ.ପ୍ର.): ବୌଦ୍ଧ ଜିଲା ଦୌରାଜଜ୍ ବିକ୍ରମ କୁମାର ପ୍ରଧାନ ସୋମବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି। ମାମଲାରୁ ପ୍ରକାଶ ଯେ, ବୌଦ୍ଧ ଥାନା ଅନ୍ତର୍ଗତ କିରାସିରା ଗ୍ରାମରେ ଜମିବାଡ଼ି...
ବୌଦ୍ଧ,୨୫ା୨(ସ୍ବ.ପ୍ର.): ହକି ବିଶ୍ୱକପ୍ ଟ୍ରଫିର ଜିଲା ପରିକ୍ରମା ଏବଂ ବୌଦ୍ଧ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ସଫଳ ଆୟୋଜନ ପାଇଁ ବୌଦ୍ଧ ଜିଲାପାଳ ସତ୍ୟ ରଞ୍ଜନ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଜିଲାରେ ଏହି କାର୍ଯ୍ୟକ୍ରମର...
ବାଉଁଶୁଣୀ,୨୩ା୨(ଡି.ଏନ୍.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ମଣ୍ଡି ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସିଥିବା ବେଳେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ଧରଣୀ ମେହେର(୫୦)। ଧାନ ବିକି...
ବାଉଁଶୁଣୀ,୨୨।୨(ଡି.ଏନ.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ମଙ୍ଗଳବାର ଚାଷୀଙ୍କ ପକ୍ଷରୁ ବାଉଁଶୁଣୀ ଛକଠାରେ ବୌଦ୍ଧ-ବଲାଙ୍ଗୀର ୫ ୭ ନ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ...
ବୌଦ୍ଧ,୧୮ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ଛକଠାରେ ଶନିବାର ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ତିଳେଶ୍ୱର ପଟରୁ...