ଶିକ୍ଷୟିତ୍ରୀ ବଦଳି ନେଇ ଉଆଁଲ ବିଦ୍ୟାଳୟରେ ଅଚଳାବସ୍ଥା
ବୌଦ୍ଧ,୩ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତର ଉଆଁଲ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ବଦଳି ନେଇ ଗୁରୁବାର ଦିନ ଅଚଳାବସ୍ଥା ଦେଖାଯିବା ସହ ଅଭିଭାବକମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ପ୍ରଥମ...