ବ୍ରିଜ୍ ଉପରୁ ଖସିପଡିଲା ଟ୍ରକ୍: ୪ ଘଣ୍ଟା ପରେ ଉଦ୍ଧାର ହେଲେ ଡ୍ରାଇଭର, ହେଲପର
ବୌଦ୍ଧ,୨୬।୧: ବୌଦ୍ଧ ଜିଲା ମନମୁଣ୍ଡା ଥାନା ମଶିଣାପଡ଼ା ବ୍ରିଜ୍ରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକଟି ବୌଦ୍ଧରୁ ସୁବର୍ଣ୍ଣପୁର ଯାଉଥିବାବେଳେ ମଶିଣାପଡ଼ା ବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା। ଫଳରେ ଟ୍ରକ ଡ୍ରାଇଭର ଏବଂ ହେଲପର୍...