ବୌଦ୍ଧ

ବନ୍ଧୁସାହିରେ ପାନୀୟ ଜଳ ସଙ୍କଟ

ଜହ୍ନାପଙ୍କ,୨୪।୫ (ଡି.ଏନ.ଏ)- ବୌଦ୍ଧ ବ୍ଲକ ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ବନ୍ଧୁସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଏହି ସାହିରେ ୨୦ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରନ୍ତି । ଏମାନଙ୍କ ପାଇଁ ୨ଟି ନଳକୂପ ଅଛି ।...

ତାମିଲନାଡୁରେ ଫସି ରହିଛନ୍ତି ୩୦ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-ଲକ୍‌ଡାଉନ ଯୋଗୁ ବୌଦ୍ଧ ଜିଲାର ୩୦ ଜଣ ଶ୍ରମିକ ତାମିଲନାଡୁରେ ଫସି ରହିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରା ନ ଗଲେ ଜୀବନ ପ୍ରତି ବିପଦ ରହିଥିବା ସେମାନେ ଏକ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ବୁଲିଲେ ପ୍ରବାସୀ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-କରୋନା ନେଇ ସମସ୍ତେ ଭୟଭୀତ ଥିବା ବେଳେ ସରକାର ଓ ପ୍ରଶାସନ ଏହାର ମୁକାବିଲା ପାଇଁ ପ୍ରୟାସ ଚଳାଇଛନ୍ତି ା ବୌଦ୍ଧ ଜିଲାରେ ୧୦୧ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇ ଥିବା ବେଳେ ୫୬ କେନ୍ଦ୍ରରେ କେବଳ ପ୍ରବାସୀ ଶ୍ରମିକଙ୍କୁ...

ସାବିତ୍ରୀ ବ୍ରତ ପାଇଁ ବଜାରରେ ଭିଡ଼: ମାନିଲେନି ସାମାଜିକ ଦୂରତା

ବୌଦ୍ଧ,୨୧ା୫ (ସ୍ବ.ପ୍ର.)-ବୌଦ୍ଧ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି ା ତେବେ ଆସନ୍ତାକାଲି ସାବିତ୍ରୀ ବ୍ରତ ପଡୁଥିବାରୁ ଲୋକେ ସାମାଜିକ ଦୂରତାକୁ ଭୁଲିଯାଇ ଗୁରୁବାର ଦୈନିକ ବଜାରରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା ା ଅଧିକାଂଶ ଲୋକେ ବିନା...

ଖୋର୍ଦ୍ଧାର ୭ ଶ୍ରମିକ ସାଇକେଲରେ ଘରମୁହାଁ

ଜହ୍ନାପଙ୍କ,୨୧।୫ (ଡି.ଏନ.ଏ.)- ରାୟପୁରକୁ କାମ କରିବାକୁ ଯାଇଥିବା ଖୋର୍ଦ୍ଧା ଭାପୁର ଅଞ୍ଚଳର ୭ ଶ୍ରମିକ ସାଇକେଲରେ ଘରମୁହଁା ହୋଇଛନ୍ତି ା ସେଠାରୁ ବାହାରିବାର ତିନି ଦିନ ପରେ ସେ ଜହ୍ନାପଙ୍କରେ ପହଞ୍ଚତ୍ ଥିବା ଜଣାଯାଇଛି ା ଏହି ଶ୍ରମିକମାନେ ପରିବାର...

ରାଜ୍ୟ ବାହାରେ ଫସିଛନ୍ତି ୭ହଜାର ଶ୍ରମିକ: ଫେରାଇ ଆଣିବା ପାଇଁ ଦାବି

ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବୌଦ୍ଧ ଜିଲାର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ମଙ୍ଗଳବାର ଜିଲା ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ା ଦାବିପତ୍ର ପ୍ରଦାନ ସମୟରେ ଜିଲା ଭାଜପା ସଭାପତି ବିପ୍ରଚରଣ ମହାନ୍ତି , ବରିଷ୍ଠ ଭାଜପା...

ରାଜ୍ୟ ବାହାର ଲୋକଙ୍କୁ ଖାଇବାକୁ ଦେଇ ସଙ୍ଗରୋଧ କେନ୍ଦ୍ରକୁ ଗଲେ ହୋଟେଲ ମାଲିକ

ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବାହାର ରାଜ୍ୟର କେତେଜଣ ବ୍ୟକ୍ତିଙ୍କୁ ହୋଟେଲରେ ବସାଇ ଖାଇବାକୂୁ ଦେବାରୁ ବୌଦ୍ଧ ସହରର ଏକ ହୋଟେଲ ମାଲିକ ଓ ତାଙ୍କ ଭାଇଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ଯିବାକୁ ପଡିଛି ା ମିଳିଥିବା ସୂଚନା ଅନୁଯାୟୀ, ସହରର ପୁରୁଣା ବ୍ଲକ ଛକଠାରେ...

ଉପରେ ପିଆଜ ବସ୍ତା, ତଳେ ଗଞ୍ଜେଇ

ମନମୁଣ୍ଡା, ୧୯।୫ (ଡି.ଏନ.ଏ.)-ବୌଦ୍ଧ ଜିଲା ଅଧୀନ କଣ୍ଟାମାଳରୁ ଏକ ଟ୍ରକ ଯୋଗେ ମନମୁଣ୍ଡା ଦେଇ ଚୋରାଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ଓ ୩୫ ବସ୍ତା ପିଆଜକୁ ସ୍ଥାନୀୟ ପୋଲିସ ସୋମବାର ଜବତ କରିଛି ା ଏହି ଘଟଣାରେ ଡ୍ରାଇଭର...

ପୁଣି ଜିଲାକୁ ଫେରିଲେ ୫୮ ପ୍ରବାସୀ

ବୌଦ୍ଧ,୧୬।୫(ସ୍ବପ୍ର): ବୌଦ୍ଧ ଜିଲାକୁ ପ୍ରତିଦିନ ପ୍ରବାସୀ ଶ୍ରମିକଙ୍କ ଆଗମନ ହେଉଛି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସ୍ଥାନର କ୍ୱାରାଣ୍ଟାଇନ ସେଣ୍ଟର ଗୁଡିକରେ ରଖାଯାଉଛି। ଶୁକ୍ରବାର ସୁଦ୍ଧା ଜିଲାକୁ ୫୪୦ ଜଣ ପ୍ରବାସୀ ଶ୍ରମିକ ପହଞ୍ଚିଥିଲେ। ଶନିବାର ବିଭିନ୍ନ ରାଜ୍ୟରୁ...

ଆମେ ଘରକୁ ଫେରିବାକୁ ଚାହୁଁଛୁ

ଘଣ୍ଟାପଡା,୧୬।୫ (ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତର ଶୂଳିଆ, ନୂଆପାଲି ସମେତ ଆଖପାଖ ଗାଁ ଗୁଡିକର ଅନେକ ଲୋକ ତାମିଲନାଡୁରେ କାମ କରୁଛନ୍ତି। ହେଲେ ଲକଡାଉନ୍‌ ଯୋଗୁ କାମ ବନ୍ଦ ହୋଇଯିବାରୁ ଏମାନେ କାମ କାମରୁଥିବା କମ୍ପାନୀରେ...

ମୟୂରଭଞ୍ଜର ୭ ଶ୍ରମିକଙ୍କୁ ନିଜ ଗାଁକୁ ପଠାଇଲା ପ୍ରଶାସନ

ବୌଦ୍ଧ,୧୬।୫ (ସ୍ବ.ପ୍ର.): ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ରହିଛି। ଏଣୁ ଜନଜୀବନ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ରହି କାମଧନ୍ଦା କରୁଥିବା ଶ୍ରମିକ ଶ୍ରେଣୀର ଲୋକେ ସେମାନଙ୍କ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଅନେକ...

କୋଚିଂ ସେଣ୍ଟରରେ ପାଠ ପଢ଼ାଇ ୨ ଅଧ୍ୟାପକ ତଣ୍ଡ ଗଣିଲେ

ବୌଦ୍ଧ,୧୫ା୫(ସ୍ବ.ପ୍ର.)-କେରାନା ଭୁତାଣୁ ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ସମସ୍ତ ଶିକ୍ଷା ଅନୁଷ୍ଠାନ ସହ କୋଚିଂ ସେଣ୍ଟର ବନ୍ଦ ରହିଛି। ଯେଉଁମାନେ ଏହାର ଅବମାନନା କରିବେ ସେମାନେ ଦଣ୍ଡିତ ହେବାର ନିୟମ ଅଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲାର ଦୁଇ ଅଧ୍ୟାପକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri