ବୌଦ୍ଧ ପୁସ୍ତକମେଳା ଉଦ୍ଯାପିତ:ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ପୁସ୍ତକମେଳା ଗୁରୁତ୍ୱପୂର୍ଣ୍ଣ
ବୌଦ୍ଧ, ୧୧ା୧୨(ସ୍ବ.ପ୍ର):ବୌଦ୍ଧ ଜିଲା ସଦର ମହକୁମା କଚେରି ପଡିଆଠାରେ ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ୭ ଦିନିଆ ‘ପଞ୍ଚଦଶ ବୌଦ୍ଧ ପୁସ୍ତକମେଳା’ ସୋମବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ରବିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଗଣମାଧ୍ୟମ...
୩ଟା କୁଠିରେ ୮ଟା ଶ୍ରେଣୀର ୧୩୮ ଛାତ୍ରୀଛାତ୍ର
ଗୁଡ଼ଭେଲିପଦର, ୯ା୧୨(ଡି.ଏନ୍.ଏ.)- କଣ୍ଟାମାଳ ବ୍ଲକ ବିଲାସପୁର ପଁଚେତ୍ ସଦର ଗଁାରେ ଥିବାର ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନାନା ସମସିଆରେ ଛଁଦି ହେଇ ରହିଛେ। ଇ ବାବ୍ଦେ ଶନିବାର ସ୍କୁଲ ପରିଚାଲନା କମିଟିର ସଦସିଅମାନେ ଜିଲାପାଲକଁୁ ଭେଟି ଗୁଟେ ଦାବିପତର ଦେବାର...
ଓଲଟିଲା ଯାତ୍ରୀବାହୀ ବସ୍: ୩ ଗୁରୁତର, ୧୪ ଆହତ
ଜହ୍ନାପଙ୍କ,୭।୧୨(ଡି.ଏନ୍.ଏ.): ବୌଦ୍ଧ-ବଲାଙ୍ଗୀର ୫୭ ନଂ. ଜାତୀୟ ରାଜପଥ ଜହ୍ନାପଙ୍କ ଗାୟତ୍ରୀ ମନ୍ଦିର ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର...
ଭୂମିହୀନ ପରିବାରକେ ଭେଟ୍ଲେ ଜିଲାପାଳ
ଘଣ୍ଟାପଡା, ୬ା୧୨ (ଡି.ଏନ.ଏ.)- ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ସୋମବାର କଣ୍ଟାମାଲ ବ୍ଲକ ପରିଦରଶନରେ ଆସି ଆମ୍ବଗଁା ପଁଚେତ୍ ଦେଢ଼େଣମାଲ ଗଁାର ନିହାତି ଗରିବ୍ ଭୂମିହୀନ ପରିବାର ଝାଙ୍କର ମହାନନ୍ଦକଁର ଘରକେ ଯାଇ ସମସିଆ ବାବ୍ଦେ ପଚାରି ବୁଝିଛନ୍। ଇ...
ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି
ବୌଦ୍ଧ,୪।୧୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଚତୁର୍ଭୁଜ ଖମାରି ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଖମାରି ଉକ୍ତ ବ୍ଲକର ନର୍ମଦା ଚଣ୍ଡିଆଙ୍କ ପେନ୍ସନ କରାଇଦେବା ଲାଗି ୫ ହଜାର ଟଙ୍କା...
ମାନସିକ ରୁଗୀକଁର ସେବାରେ ସମରପିତ ଅକ୍ଷୟ
ଘଣ୍ଟାପଡ଼ା, ୪।୧୨(ଡି.ଏନ୍.ଏ.)- ନର ସେବା ହିଁ ନାରାୟଣ ସେବା, ଇ କଥାଟାକେ କାମ୍ରେ କରି ଦେଖେଇ ପାରିଛନ୍ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଁଚେତ୍ ଗୋଛାଗୋରା ଗଁାର ଅକ୍ଷୟ ପ୍ରଧାନ। ଇଥିରଲାଗି ସେ ଅନେକ ପରଶଁସା ବି ସାଉଁଟିଛନ୍। ସୂଚନା ଅନ୍ସାରେ...
ପ୍ରକୃତିର ଉପାସନା ଚୁରାଖାଇ ଯାତ୍ରା
ଗୁଡ଼ଭେଲିପଦର, ୩।୧୨(ଡି.ଏନ୍.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦହ୍ୟା, କାଦୋପଦର, ମନୁପାଲି, ମହେଶ୍ୱରପିଣ୍ଡା, ଋଷିବନ୍ଧ, ତାଳପଦର ଲେଖେଁ ପାଖାପାଖି ୧୦ ଖଁଡ଼ ଗଁାକେ ନେଇ ପଁଚ୍ରା ଅଂଚଲ ଗଠିତ୍। ଇ ଅଂଚଲର ଗୁଟେ ଫାଲେ ମହାନଦୀ ରହିଥିଲାବେଲେ ଉନିଆ ଦୁଇଫାଲେ...
ଆମ୍ବଗାଁରେ ଧାନକିଣା ଆରମ୍ଭ
ଘଣ୍ଟାପଡା, ୨।୧୨ (ଡି.ଏନ.ଏ): କଣ୍ଟାମାଳ ବ୍ଲକ ଘଣ୍ଟାପଡା ସେବା ସମବାୟ ସମିତି ଲିଃ ତରଫରୁ ସମ୍ପାଦକ କର୍ଣ୍ଣ ରଣାଙ୍କ ତତ୍ତ୍ବାବଧାନରେ ସୋମବାର ଧାନକିଣା ଆରମ୍ଭ ହୋଇଛି । ପ୍ୟାକ୍ସର ସଭାପତି ସୂର୍ଯ୍ୟ କୁମାର ଦେହୁରୀ ଆନୁଷ୍ଠାନିକ ଭାବେ ଧାନକିଣାର ଶୁଭାରମ୍ଭ...
ସ୍ଥାନାନ୍ତର ହେଲା ବୌଦ୍ଧ ସବ୍ଜେଲ
ବୌଦ୍ଧ, ୨।୧୨(ସ୍ବ.ପ୍ର): ବୌଦ୍ଧ ସବ୍ଜେଲ୍କୁ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର କରାଯାଇଛି। ୧୯୧୭ ମସିହାରେ ବୌଦ୍ଧ ସହରର ପୁରୁଣା ବ୍ଲକ ଛକ ଠାରେ ସବ୍ଜେଲ ନିର୍ମାଣ ହୋଇଥିଲା । ଏହି ସବ ଜେଲରେ ଆଜି ପର୍ଯ୍ୟନ୍ତ ବନ୍ଦୀମାନେ ରହିଆସୁଥିଲେ । କିନ୍ତୁ ନୂତନ...
୩ ଦଫା ଦାବିରେ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ: ଯାନବାହନ ଚଳାଚଳ ଠପ୍
କଣ୍ଟାମାଳ,୨୯।୧୧(ଡି.ଏନ୍.ଏ.): ୩ ଦଫା ଦାବିରେ ବୌଦ୍ଧ ଜିଲା କଣ୍ଟାମାଳ ୧୨ ଘଣ୍ଟିଆ ବନ୍ଦ ଡାକରା ଶୁକ୍ରବାର ସକାଳୁ ଆରମ୍ଭ ହୋଇଛି। ତେଲନଦୀ ଉପରେ କଣ୍ଟାମାଳ-ତରଭା ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ, କଣ୍ଟାମାଳ ପଞ୍ଚାୟତକୁ ଏନ୍ଏସ୍ସି ମାନ୍ୟତା ଓ କଣ୍ଟାମାଳ ବ୍ଲକକୁ...
ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର ବୌଦ୍ଧ
ବୌଦ୍ଧ ଜିଲା ପର୍ଯ୍ୟଟନସ୍ଥଳର ଗନ୍ତାଘର। ଜିଲାରେ ପ୍ରାଚୀନ କୀର୍ତ୍ତିରାଜି ଓ ବୈଭବ ଭରି ରହିଛି । ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଥିସହିତ ରହିଛି ଇକୋ ଟୁରିଜିମର ପର୍ଯ୍ୟାପ୍ତ ସୁଯୋଗ ।...
ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ବୌଦ୍ଧ,୨୨।୧୧(ସ୍ବ.ପ୍ର.): ସମଗ୍ର ଦେଶରେ ଦୁର୍ବଳ ଅର୍ଥନୀତି ଓ ଦରବୃଦ୍ଧି ପ୍ରତିବାଦରେ ବୌଦ୍ଧ ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। କଣ୍ଟାମାଳର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ମଧ୍ୟାହ୍ନ ୧୨ଟାରୁ ଜିଲାପାଳଙ୍କ...
Archives


