Advertisement

କଟକ

ଶୁଣାଣି ଶେଷ, ରାୟ ସଂରକ୍ଷିତଶୁଣାଣି ଶେଷ, ରାୟ ସଂରକ୍ଷିତ

ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ,୧୪ା୭(କାର୍ତ୍ତିକ ସାହୁ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷାରେ ଅନିୟମିତତା ମାମଲାର ଶୁଣାଣି ଶେଷ ହୋଇଛି। ଗୁରୁବାର ହାଇକୋର୍ଟ ବିଚାରପତି…

2 years ago
ରେଭେନ୍‌ଶାରେ ହେବ ଅମ୍ଳଜାନ ଶୁଦ୍ଧତା ପରୀକ୍ଷାରେଭେନ୍‌ଶାରେ ହେବ ଅମ୍ଳଜାନ ଶୁଦ୍ଧତା ପରୀକ୍ଷା

ରେଭେନ୍‌ଶାରେ ହେବ ଅମ୍ଳଜାନ ଶୁଦ୍ଧତା ପରୀକ୍ଷା

କଟକ,୧୪ା୭(ସୁପ୍ରିୟା ପ୍ରିୟଦର୍ଶିନୀ):ଭାରତ ସରକାରଙ୍କ ନ୍ୟାଶନାଲ ଆକ୍ରିଡିଏଶନ ବୋର୍ଡ ଫର୍‌ ଟେଷ୍ଟିଂ ଆଣ୍ଡ୍‌ କାଲିବ୍ରେଶନ ଲାବୋରୋଟୋରିଜ୍‌ (ଏନ୍‌ଏବିଏଲ୍‌)ରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ମାନ୍ୟତା ମିଳିଛି। ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ…

2 years ago
ଶ୍ରାବଣରେ ଫାଟିଲା ଭୂଇଁ: ମରୁଡ଼ି ଆଶଙ୍କାଶ୍ରାବଣରେ ଫାଟିଲା ଭୂଇଁ: ମରୁଡ଼ି ଆଶଙ୍କା

ଶ୍ରାବଣରେ ଫାଟିଲା ଭୂଇଁ: ମରୁଡ଼ି ଆଶଙ୍କା

ନିଶ୍ଚିନ୍ତକୋଇଲି,୧୪ା୭(ଅଶୋକ କୁମାର ମହାପାତ୍ର): ଆଷାଢ ଯାଇ ଶ୍ରାବଣ ହେଲାଣି ଏହାସତ୍ତ୍ୱେ ବର୍ଷା ହେଉନାହିଁ। ଫଳରେ ଜ୍ୟେଷ୍ଠ ଓ ଆଷାଢରୁ ପଡ଼ିଥିବା ତଳି ଏବେ ନଷ୍ଟ ହେବାକୁ ବସିଲାଣି।…

2 years ago
ହାଇକୋର୍ଟରେ ଫଇସଲା ହାର ୧୨୬.୬୬% ବୃଦ୍ଧିହାଇକୋର୍ଟରେ ଫଇସଲା ହାର ୧୨୬.୬୬% ବୃଦ୍ଧି

ହାଇକୋର୍ଟରେ ଫଇସଲା ହାର ୧୨୬.୬୬% ବୃଦ୍ଧି

କଟକ,୧୪।୭ (କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟ ଚଳିତ ବର୍ଷର ପ୍ରଥମାର୍ଦ୍ଧ ଜାନୁୟାରୀରୁ ଜୁନ୍‌ ପର୍ଯ୍ୟନ୍ତ ମାମଲାଗୁଡ଼ିକର ବିଚାର ଓ ଫଇସଲାରେ ରେକର୍ଡ ସଂଖ୍ୟକ ଫଳ ପ୍ରଦର୍ଶନ କରିଛି।…

2 years ago
ଓଡ଼ିଶା ଆସିବେ ରାଷ୍ଟ୍ରପତିଓଡ଼ିଶା ଆସିବେ ରାଷ୍ଟ୍ରପତି

ଓଡ଼ିଶା ଆସିବେ ରାଷ୍ଟ୍ରପତି

କଟକ,୧୩ା୭: ଚଳିତମାସ ୨୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦ୍‌ଯାପନୀ ଉତ୍ସବରେ…

2 years ago

ପିଲାଙ୍କୁ ନିମ୍ନମାନର ପୋଷାକ ବଣ୍ଟନ ନେଇ ଅସନ୍ତୋଷ

ନିଶ୍ଚିନ୍ତକୋଇଲି,୧୩।୭,(ଅଶୋକ କୁମାର ମହାପାତ୍ର)କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷାମଣ୍ଡଳ ଅଧୀନରେ ବହୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ପୋଷାକ ବିତରଣକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।…

2 years ago
୪ ବର୍ଷ ହେବ କାର୍ଯ୍ୟକ୍ଷମ ହୋଇପାରୁନି ଛାତ୍ରୀନିବାସ୪ ବର୍ଷ ହେବ କାର୍ଯ୍ୟକ୍ଷମ ହୋଇପାରୁନି ଛାତ୍ରୀନିବାସ

୪ ବର୍ଷ ହେବ କାର୍ଯ୍ୟକ୍ଷମ ହୋଇପାରୁନି ଛାତ୍ରୀନିବାସ

କଟକ ସଦର,୧୩।୭(ସୁଶାନ୍ତ କୁମାର ଜେନା)କଟକ ସଦର ବ୍ଲକ ଅନ୍ତର୍ଗତ କିଶୋର ନଗର ମହାବିଦ୍ୟାଳୟ ନିକଟରେ ଏକ ଛାତ୍ରୀ ନିବାସ ନିର୍ମାଣ କରାଯାଇଛି। ନିର୍ମାଣ କାର୍ଯ୍ୟ ୪ ବର୍ଷ…

2 years ago

ଅନୁସୂଚିତ ଜାତି ମହିଳାଙ୍କୁ ମିଳୁନି ପଦୋନ୍ନତି

କଟକ,୧୩।୭ (କାର୍ତ୍ତିକ ସାହୁ)କଟକ ସଦର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଜଣେ ଅନୁସୂଚିତ ଜାତି ମହିଳା ବନ୍ଦନା ବେହେରାଙ୍କୁ ପଦୋନ୍ନତି ମିଳୁନି। ସେ…

2 years ago
ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍‌.ଡି. କରିବେ ଦୀପାଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍‌.ଡି. କରିବେ ଦୀପା

ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍‌.ଡି. କରିବେ ଦୀପା

କଟକ,୯।୭(ସୁପ୍ରିୟା ପ୍ରିୟଦର୍ଶିନୀ)ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍‌.ଡି କରିବେ କଟକ ହରିପୁର ଅଞ୍ଚଳର ଦୀପା ସାହୁ। କଠିନ ପରିଶ୍ରମ ଓ ନିଜର ଦୃଢ଼ ମନୋବଳ ଆଗରେ ହାର…

2 years ago
‘ବୈବାହିକ ସମ୍ପର୍କ ନ ଥିଲେ ସଂଯମୀ ହୁଅନ୍ତୁ ମହିଳା’‘ବୈବାହିକ ସମ୍ପର୍କ ନ ଥିଲେ ସଂଯମୀ ହୁଅନ୍ତୁ ମହିଳା’

‘ବୈବାହିକ ସମ୍ପର୍କ ନ ଥିଲେ ସଂଯମୀ ହୁଅନ୍ତୁ ମହିଳା’

କଟକ,୯।୭(କାର୍ତ୍ତିକ ସାହୁ): ପରସ୍ପର ମଧ୍ୟରେ ଭଲ ସମ୍ପର୍କ ଥାଇ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ ବୋଲି ହାଇକୋର୍ଟ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ…

2 years ago