Advertisement

କଟକ

ବାଣ ଭିଡୁଥିଲାବେଳେ ବିସ୍ଫୋରଣବାଣ ଭିଡୁଥିଲାବେଳେ ବିସ୍ଫୋରଣ

ବାଣ ଭିଡୁଥିଲାବେଳେ ବିସ୍ଫୋରଣ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲିପୁର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମର ରବୀନ୍ଦ୍ର ଦଳାଇ ୪୮ ବର୍ଷ ସ୍ଥାନୀୟ ଗ୍ରାମର ପର୍ଶୁରାମ ବେହେରାଙ୍କ ଘରେ…

7 months ago
ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଗାନ୍ଧୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ମଣ୍ଡପ ନିକଟରେ ଟ୍ରକ ଠିଆ ହୋଇଥିବାବେଳେ…

7 months ago
ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌

କଟକ,୧।୧୦: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ମଙ୍ଗଳବାର ହାକକୋର୍ଟ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ତାଙ୍କ…

7 months ago
ଗାଦିମଡ଼ା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ, କହିଲେ ସମ୍ପୂର୍ଣ୍ଣ ତଥ୍ୟ ନେବାକୁ…ଗାଦିମଡ଼ା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ, କହିଲେ ସମ୍ପୂର୍ଣ୍ଣ ତଥ୍ୟ ନେବାକୁ…

ଗାଦିମଡ଼ା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ, କହିଲେ ସମ୍ପୂର୍ଣ୍ଣ ତଥ୍ୟ ନେବାକୁ…

କଟକ,୧ା୧୦: ଡିସିପି ଅଫିସରେ ପହଞ୍ଚି କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି ନୂଆ ପୋଲିସ କମିଶନର ସୁରେଶ…

7 months ago
କଟକ ଉପକଣ୍ଠରେ ବୁଲୁଛି ବାଘ: ଭାଇରାଲ ହେଉଛି…କଟକ ଉପକଣ୍ଠରେ ବୁଲୁଛି ବାଘ: ଭାଇରାଲ ହେଉଛି…

କଟକ ଉପକଣ୍ଠରେ ବୁଲୁଛି ବାଘ: ଭାଇରାଲ ହେଉଛି…

ନିଶ୍ଚିନ୍ତକୋଇଲି,୧।୧୦(ଅଶୋକ କୁମାର ମହାପାତ୍ର): କଟକ ଜିଲାନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ପଞ୍ଚାୟତରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି। ଅସୁରେଶ୍ୱର…

7 months ago
ଭରତପୁର ଥାନା ଘଟଣା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ଅଧିକାରୀଭରତପୁର ଥାନା ଘଟଣା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ଅଧିକାରୀ

ଭରତପୁର ଥାନା ଘଟଣା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ଅଧିକାରୀ

କଟକ,୧ା୧୦(କାର୍ତ୍ତିକ ସାହୁ): ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ଘଟିଥିବା ପୋଲିସ ନିର୍ଯାତନା ଘଟଣାରେ ନିଲମ୍ବିତ ୫ ପୋଲିସ ଅଧିକାରୀଙ୍କୁ ଗିରଫଦାରୀ…

7 months ago
ଅନାହାରରେ ଆଖି ବୁଜିଲେ ମହିଳାଅନାହାରରେ ଆଖି ବୁଜିଲେ ମହିଳା

ଅନାହାରରେ ଆଖି ବୁଜିଲେ ମହିଳା

ନିଶ୍ଚିନ୍ତକୋଇଲି, ୨୮।୯(ଅଶୋକ କୁମାର ମହାପାତ୍ର):ଅନାହାରରେ ଜଣେ ବିଧବା ମହିଳା ଆଖିବୁଜିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ମୁକୁନ୍ଦପୁର ଗଁାରେ ଶୁକ୍ରବାର ଘଟିଛି ଏହି ଅକାଳ…

7 months ago
ବାର୍‌ ଉପରେ ଅବକାରୀ ବିଭାଗର ଚଢ଼ାଉ: ନକଲି ମଦ ଜବତବାର୍‌ ଉପରେ ଅବକାରୀ ବିଭାଗର ଚଢ଼ାଉ: ନକଲି ମଦ ଜବତ

ବାର୍‌ ଉପରେ ଅବକାରୀ ବିଭାଗର ଚଢ଼ାଉ: ନକଲି ମଦ ଜବତ

ନିଶ୍ଚିନ୍ତକୋଇଲି,୨୬।୯(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ନିଶ୍ଚିନ୍ତକୋଇଲି ବଜାରରେ ଥିବା ଏସଆର ବାର ଉପରେ କଟକ ଅବକାରୀ ବିଭାଗ ୧୦ ଜଣିଆ ଟିମ…

7 months ago
ସଜଡା ହେବାକୁ ଗଲା ‘ମୋ ସାଇକେଲ’ସଜଡା ହେବାକୁ ଗଲା ‘ମୋ ସାଇକେଲ’

ସଜଡା ହେବାକୁ ଗଲା ‘ମୋ ସାଇକେଲ’

ଭୁବନେଶ୍ୱର, ୨୬/୯ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରର ସାଇକେଲ୍‌ ଟ୍ରାକ୍‌ରେ ପୁଣି ଗଡ଼ିବ ‘ମୋ ସାଇକେଲ’। ବର୍ଷାଦିନ ପରେ ପୁଣିଥରେ ମୋ ସାଇକେଲକୁ ନେଇ ଆଗ୍ରହ ଦେଖାଇବେ ସହରବାସୀ।…

7 months ago
ନଭେମ୍ବର ୧୬ରେ ସରକାରୀ ଛୁଟି ଘୋଷଣା: ଜାଣନ୍ତୁ କାହିଁକିନଭେମ୍ବର ୧୬ରେ ସରକାରୀ ଛୁଟି ଘୋଷଣା: ଜାଣନ୍ତୁ କାହିଁକି

ନଭେମ୍ବର ୧୬ରେ ସରକାରୀ ଛୁଟି ଘୋଷଣା: ଜାଣନ୍ତୁ କାହିଁକି

କଟକ,୨୬/୯ (କାର୍ତ୍ତିକ ସାହୁ):କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ନଭେମ୍ବର ୧୬କୁ ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ମୟୂରଭଞ୍ଜ ଜିଲା ପାଇଁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରିଛନ୍ତି।…

7 months ago