କଟକ

ଗ୍ୟାସ ଟାଙ୍କି ଫାଟି ଘର ଜଳିଗଲା

ନରସିଂହପୁର, ୧୭ା୯ (ସ୍ବ.ପ୍ର.): କଟକ ଜିଲା ନରସିଂହପୁର ବ୍ଲକ ଅନ୍ତର୍ଗତ ପଦାମାଳ ଗ୍ରାମରେ ଶୁକ୍ରବାର ରୋଷେଇ ବେଳେ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ପରେ ଗ୍ୟାସ ଟାଙ୍କି ଫାଟି ଘର ଜଳିଯାଇଛି। ନିଆଁ ଲିଭାଇବାକୁ ଉଦ୍ୟମ କରି ୧୫ରୁ...

ଅଡିଓ କ୍ଲିପ୍‌ ସ୍ବର କାହାର ପଚାରିଲେ ଅନୁଭବ

କଟକ ଅଫିସ,୧୬।୯(ବ୍ୟୁରୋ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ଏମ୍‌ପି ଅନୁଭବ ମହାନ୍ତିଙ୍କ ପାରିବାରିକ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ବିବାଦୀୟ ମୋଡ଼ ନେବାରୁ କେହି କାହାକୁ ଆକ୍ଷେପ ନ କରିବାକୁ କିମ୍ବା ଟାର୍ଗେଟ ନ କରିବାକୁ କୋର୍ଟ...

ସମ୍ପୂର୍ଣ୍ଣ ଉଚ୍ଛେଦ ହେବ ବେଆଇନ ଚିଙ୍ଗୁଡ଼ିଘେରି

କଟକ ଅଫିସ,୧୬ା୯:ବେଆଇନ ଚିଙ୍ଗୁଡ଼ିଘେରିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ସହ ଚିଙ୍ଗୁଡ଼ି ଚାଷ ପାଇଁ ସରକାର ଲିଜ୍‌ରେ ଜାଗା ଯୋଗାଇଦେବାକୁ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ...

ହାଇଟେକ୍‌ ସର୍ଭେରେ ବିଳମ୍ବ

କଟକ ଅଫିସ,୧୬ା୯:ଜମିଜମା ସଂକ୍ରାନ୍ତୀୟ ନକ୍ସାର ସ୍ଥିତି, ଅବସ୍ଥିତିକୁ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍‌) ଓ ଇଲେକ୍ଟ୍ରୋନିକ୍ସ ଟୋଟାଲ ଷ୍ଟେଶନ (ଇଟିଏସ୍‌) କରାଯିବା ଲକ୍ଷ୍ୟରେ ରାଜ୍ୟରେ ହାଇଟେକ୍‌ ସର୍ଭେ (ହାଇବ୍ରିଡ୍‌) ସିଷ୍ଟମ ଭଳି ପଦକ୍ଷେପ ହାତକୁ ନିଆଯାଇଛି। ଏହାଦ୍ୱାରା ରେକର୍ଡ ଅଫ୍‌ ରାଇଟ୍‌ସ...

ରାଜ୍ୟ ସରକାରଙ୍କୁ ୧୧୫ କୋଟି ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୧୬ା୯:ଓଟିଏମ୍‌ ପୁନରୁଦ୍ଧାର ସମ୍ପର୍କିତ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ମାସକ ମଧ୍ୟରେ ୧୧୫ କୋଟି ଟଙ୍କା ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ଦାଖଲ...

ସିଏମ୍‌ସି ମେୟରଙ୍କୁ କବାଟ ଭେଟି

କଟକ ଅଫିସ, ୧୫ା୯: ମୁଁ ବାଥ୍‌ରୁମ୍‌ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍‌ରେ ବସୁଛି। ବାଥରୁମ୍‌ କବାଟ ଭାଙ୍ଗି ପଡିଥିବା ନେଇ କଟକ ମେୟର ସୁବାସ ସିଂ ମଙ୍ଗଳବାର ସ୍ଥାନୀୟ ବିଜୁଭବନ ପରିସରରେ ଅନୁଷ୍ଠିତ କଟକ ମହାନଗର...

କର୍କଟ ପୀଡ଼ିତ ନାବାଳକଙ୍କ ଗୋଡ଼ରୁ ବାହାରିଲା ଟ୍ୟୁମର

କଟକ ଅଫିସ,୧୫ା୯: ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲର ଡାକ୍ତରୀ ଟିମ୍‌ ଅସ୍ଥି କର୍କଟରେ ଆକ୍ରାନ୍ତ ଜଣେ ୧୩ବର୍ଷର ନାବାଳକ ଗୋଡ଼ରୁ ସଫଳତାର ସହ ଏକ ଟ୍ୟୁମର ବାହାର କରି ତାକୁ ନୂଆ ଜୀବନ ଦେଇଛନ୍ତି। ନାବାଳକଙ୍କଠାରେ ପ୍ରଥମ ଲୋୟର ଲିମ୍ବ...

ଗୋଟିଏ ଜୁଇରେ ଜଳିଲେ ଚନ୍ଦନ, ମିତାଲି

କଟକ ଅଫିସ,୧୫ା୯: ସିକନ୍ଦରାବାଦରେ ମୃତ ଓଡ଼ିଆ ଦମ୍ପତି କଟକ କାଫଲା ବଜାର ମହାନ୍ତିପଡ଼ା ବାସିନ୍ଦା ଚନ୍ଦନ ଜେଠୀ (୩୦) ଓ ତାଙ୍କ ସ୍ତ୍ରୀ ମିତାଲି ମହାପାତ୍ର ଜେଠୀଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ୱାରଠାରେ ବୁଧବାର ସମ୍ପନ୍ନ ହୋଇଛି। ପରିବାର ଓ ଆତ୍ମୀୟସ୍ବଜନମାନେ...

ଶିଶୁଭବନ କଟକ: ୮୦୦ ରୋଗୀଙ୍କ ଲାଗି ୨୧ ଆଇସିୟୁ

କଟକ ଅଫିସ, ୧୫ା୯: କଟକ ଶିଶୁଭବନରେ ଦିନକୁ ଦିନ ଶିଶୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସମେତ ରାଜ୍ୟ ବାହାରୁ ମଧ୍ୟ ଲୋକମାନେ ସେମାନଙ୍କ ପିଲାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଏଠାକୁ ଆଣୁଛନ୍ତି। ତେବେ ଏହି ଚିକିତ୍ସାଳୟରେ...

ଷ୍ଟାର ଦମ୍ପତି ବିବାଦ: ସତ୍ୟପାଠ ଦାଖଲ କଲେ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୧୪ା୯: ଷ୍ଟାର୍‌ ଦମ୍ପତି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ବୁଧବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ବର୍ଷା ଅଦାଲତରେ ହାଜର ହୋଇ ତାଙ୍କର ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଅଯଥା...

୨୯ ସୁଦ୍ଧା ତଥ୍ୟ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୧୪ା୯: ପୋଲିସ ତଦନ୍ତରେ ମନ୍ଥରତା କରୁଥିବା ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଦ୍ୱାରା ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ବିଚାରପତି ବିଶ୍ୱଜିତ ମହାନ୍ତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ସରକାରୀ ଓକିଲ ମାମଲା ସମ୍ପର୍କିତ ତଥ୍ୟ...

କଟକ ଦମ୍ପତିଙ୍କ ସମେତ ୮ ଦଗ୍ଧ

କଟକ ଅଫିସ/ ସିକନ୍ଦରାବାଦ,୧୪ା୯: ତେଲଙ୍ଗାନାର ସିକନ୍ଦରାବାଦସ୍ଥିତ ଏକ ଇଲେକ୍ଟ୍ରିକ୍‌ ସ୍କୁଟର ଶୋ’ରୁମ୍‌ରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ଏକ ଓଡ଼ିଆ ଦମ୍ପତି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri