କଟକ

ସିଏମ୍‌ସି ଲାଗି ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ କଲା ଭାଜପା

କଟକ ଅଫିସ,୬।୩: ବର୍ତ୍ତମାନ ୩ ମହାନଗର ନିଗମରେି ରାଜନୀତି ସରଗରମ ହେଉଛି। ତିନି ମହାନଗର ନିଗମର ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶୁକ୍ରବାର କଟକ ମହାନଗର ନିଗମ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି।...

ବାରବାଟୀରେ ମ୍ୟାଚ୍‌ ନେଇ ୧୨ରେ ହୋଇପାରେ ଆଲୋଚନା

କଟକ ଅଫିସ,୩।୩: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଜୁନ ମାସରେ ହେବା ନେଇ କଳ୍ପନା ଜଳ୍ପନା ଜାରି ରହିଛି । ତେବେ ମ୍ୟାଚ ହେବା ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଆସି ନାହିଁ । ଏ...

ପୁରୀ ମୁଖ୍ୟ କେନାଲରେ କୁମ୍ଭୀର

ଫୁଲନଖରା,୩।୩(ଡି.ଏନ.ଏ.): କଟକ ସଦର ଥାନା ଅନ୍ତର୍ଗତ ପୁରୀ ମୁଖ୍ୟ କେନାଲର ନୂଆଗଡଠାରେ ବୁଧବାର ଏକ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଥିଲା। ଉକ୍ତ କୁମ୍ଭୀର ସାତକୋଶିଆ ଗଣ୍ଡରୁ ମହାନଦୀର ନରାଜ ଦେଇ ପୁରୀ ମୁଖ୍ୟ କେନାଲରେ ପ୍ରବେଶ କରିଥିବା ଜଣାପଡିଛି। ଏହି...

ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ

କଟକ ଅଫିସ,୨ା୩(ବ୍ୟୁରୋ): ପୌର ନିର୍ବାଚନ ପାଇ ରାଜନୀତି ପାଣିପାଗ ସରଗରମ ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନେତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏହାରି ଭିତରେ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ...

ସେପ୍ଟେମ୍ବରରେ ଓସିଏସ୍‌ ପ୍ରିଲିମିନାରି ପରୀକ୍ଷା

କଟକ ଅଫିସ,୧ା୩:ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୋମବାର ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏହି କ୍ୟାଲେଣ୍ଡର ଅନୁଯାୟୀ ୨୦୨୨-୨୩ ଶିକ୍ଷାବର୍ଷରେ ଓପିଏସ୍‌ସି ପକ୍ଷରୁ ହେବାକୁ ଥିବା ନିଯୁକ୍ତି ପରୀକ୍ଷାଗୁଡ଼ିକର ସମୟ ଏବଂ ମାସ ସ୍ଥିର କରାଯାଇଛି। ୨୦୨୨-୨୩ ଶିକ୍ଷାବର୍ଷରେ...

ବନ୍ଦେ ଉତ୍କଳ ଜନନୀ ଗାଇଲେ ରାଜ୍ୟପାଳ

କଟକ ଅଫିସ,୧ା୩:ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସୋମବାର କଟକର ଏକ ଷ୍ଟୁଡିଓରେ ଏହି ଗୀତରେ ରାଜ୍ୟପାଳ ନିଜ କଣ୍ଠଦାନ କରିଛନ୍ତି। ଓଡ଼ିଆରେ ଗୀତ ଗାଇ ରାଜ୍ୟପାଳ ବେଶ ଖୁସି ପ୍ରକଟ କରିଛନ୍ତି।...

ଧବଳେଶ୍ୱର ପୀଠରେ ୧୪୪ ଲାଗୁ

କଟକ ଅଫିସ,୧।୩: ମଙ୍ଗଳବାର ମହାଶିବରାତ୍ରୀ ଅବସରରେ ସମସ୍ତ ଶୈବପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣା ଜାରି କରାଯାଇଛି। ଏଭଳି ସ୍ଥିତିରେ କଟକ ଜିଲା ଆଠଗଡ଼...

ନାମୀଦାମୀ କମ୍ପାନୀ ନାଁରେ ନକଲି ଧୂପକାଠି

କଟକ ଅଫିସ,୨୭।୨: କଟକ ଜିଲା ଲାଲବାଗ ଥାନା ଅଧୀନ ଗଙ୍ଗା ମନ୍ଦିର ଅଞ୍ଚଳରେ ଥିବା ଡି.ଆର. ଟ୍ରେଡର୍ସ ନାମକ ଧୂପକାଠି କାରଖାନା ଶନିବାର ଠାବ କରାଯାଇଛି। ସେଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ନକଲି ଧୂପକାଠି, ଧୂପକାଠି ପ୍ରସ୍ତୁତ ପାଇଁ...

ଏନ୍‌ଆର୍‌ଆର୍‌ଆଇରେ ଶ୍ରମିକ ଅଶାନ୍ତି

କଟକ ଅଫିସ,୨୬ା୨: କଟକ ଜିଲା ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ରେ ଶୁକ୍ରବାର ଠିକା ଶ୍ରମିକ ଅଶାନ୍ତି ଦେଖାଦେଇଛି। ବିଭିନ୍ନ ଦାବି ନେଇ ସେମାନେ ପ୍ରତିଷ୍ଠାନର ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ର ସରକାର ଶ୍ରମିକମାନଙ୍କ...

୩,୩୩,୯୪୩ ମାମଲାର ଫଇସଲା

କଟକ ଅଫିସ,୨୬ା୨: କଟକ ଜୁଡିସିଆଲ୍‌ ଏକାଡେମୀରେ ୩ ଦିନ ବ୍ୟାପୀ ହେବାକୁ ଥିବା ଜିଲା ଜଜ୍‌ ସମ୍ମିଳନୀ-୨୦୨୨ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ୨୦୨୧ର ବାର୍ଷିକ ରିପୋର୍ଟ...

ହିତାଧିକାରୀଙ୍କ ଜମାଖାତାକୁ ସିଧାସଳଖ ଯିବ ଭତ୍ତା

କଟକ ଅଫିସ,୨୫ା୨: ସହରରେ ୫୯ଟି ୱାର୍ଡରେ ନିର୍ଦ୍ଧାରିତ କେନ୍ଦ୍ରରେ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଉଛି। ଏହି ବଣ୍ଟନ ବ୍ୟବସ୍ଥାକୁ ସ୍ବଚ୍ଛ ଓ ବୃଦ୍ଧାବୃଦ୍ଧଙ୍କ ପଥକଷ୍ଟ ଦୂର କରିବା ପାଇଁ ହିତାଧିକାରୀଙ୍କ ଜମାଖାତା ଜରିଆରେ ସିଧାସଳଖ...

କଟକ ମହାନଗର ନିଗମ: ୫୧୭୪ ବଢ଼ିଲା ଭୋଟର ସଂଖ୍ୟା

କଟକ ଅଫିସ,୨୫ା୨: କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା ବୁଧବାର ପ୍ରକାଶ ପାଇଛି। ପ୍ରାଥମିକ ଭୋଟର ତାଲିକାଠାରୁ ଚୂଡ଼ାନ୍ତ ତାଲିକାରେ ଭୋଟର ସଂଖ୍ୟା ୫୧୭୪ ବୃଦ୍ଧି ପାଇଛି। ସହରରେ ମୋଟ ୪ଲକ୍ଷ ୫୦ ହଜାର ୭୫୯...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri