କଟକ

ନିର୍ବାଚନ ଆୟୋଗ, ସରକାରଙ୍କ ଜବାବ ଦାଖଲ

କଟକ ଅଫିସ,୨୬।୧୦: ହାଇକୋର୍ଟରେ ସୋମବାର ପୌର ନିର୍ବାଚନ ବିଳମ୍ବ ମାମଲାର ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର...

ଏସ୍‌ସିବିରେ ଯକୃତ ପ୍ରତିରୋପଣ କେନ୍ଦ୍ର ଉଦ୍‌ଘାଟିତ

କଟକ ଅଫିସ, ୨୬।୧୦: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ବିକାଶରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ସୋମବାର ଏଠାରେ ୨ଟି ନୂତନ ବିଭାଗ ଉଦ୍‌ଘାଟିତ...

ଦରମା ନ ଦେବାରୁ ଚଢ଼ିଗଲେ ଟାଙ୍କି ଉପରେ

କଟକ ସଦର,୨୫।୧୦(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅଧୀନ ଅରିଲୋ ଗ୍ରାମର ଏକ ପାଣି ଟାଙ୍କି ଉପରେ ସୋମବାର ଜଣେ ଯୁବକ ହଠାତ ଚଢ଼ିଯାଇଥିଲେ। ୫ ବର୍ଷର ବକେୟା ଦରମା ନ ଦେଲେ ଅଭାବନୀୟ କାଣ୍ଡ ଘଟାଇବେ ବୋଲି ଚିତ୍କାର କରିଥିଲେ।...

ଏଥର ଦୀପାବଳିରେ ଫୁଟିବନି ବାଣ…

କଟକ ଅଫିସ,୨୫।୧୦: ଦୀପାବଳିରେ ଗ୍ରୀନ କ୍ରାକର ବିକ୍ରି ଅନୁମତି ଦେବାକୁ ଆବେଦନ ହୋଇଥିଲା ଯାହାକୁ ସୋମବାର ହାଇକୋର୍ଟ ଖାରଜ କରିଛନ୍ତି। ଅଲ ଓଡିଶା ଫାୟାର ୱାର୍କର୍ସ ଡିଲର୍ସ ଆସୋସିଏଶନର ପକ୍ଷରୁ ଏହି ଆବେଦନ ହୋଇଥିଲା। ସେପ୍ଟେମ୍ବର ୩୦ରେ ରାଜ୍ୟ ସରକାର...

ବକେୟା ଦରମା ନ ମିଳିବାରୁ ପାଣିଟାଙ୍କି ଉପରେ ଚଢ଼ି ପୂର୍ବତନ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୨୫ା୧୦: ବକେୟା ଦରମା ନ ମିଳିବାରୁ ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ପୂର୍ବତନ କର୍ମଚାରୀ। ଏଭଳି ଘଟଣା ଘଟିଛି କଟକ ସଦର ବ୍ଲକ ଅରିଲୋ ପଞ୍ଚାୟତରେ। ତାଙ୍କ ନାଁ ଦୀପକ...

ଅବ୍ୟବସ୍ଥାରେ ମଧୁକୁଞ୍ଜ ପାର୍କ

କଟକ ଅଫିସ,୨୪ା୧୦: କଟକ ମହାନଗର ନିଗମ (ସିଏମ୍‌ସି)ର ୧୬ ନମ୍ବର ୱାର୍ଡ ଅଧୀନ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କରେ ଅନେକ ଅବ୍ୟବସ୍ଥା ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ପାର୍କ ପରିସରରେ ଥିବା ଲାଇଟ୍‌ ଅଧାରୁ ଅଧିକ ଅଚଳ ହୋଇପଡିଛି। ଏପରି କି...

ଯାଜପୁରରୁ ଆସି ନିଶ୍ଚିନ୍ତକୋଇଲିରେ ଉପଦ୍ରବ କଲା ହାତୀ, ୧୦୦ ହେକ୍ଟରରୁ ଅଧିକ ଧାନଜମି ନଷ୍ଟ

ନିଶ୍ଚିନ୍ତକୋଇଲି,୨୩ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ, ଜିଗ୍ନିପୁର,ଜୟରାମପୁର ଓ ରାମକୃଷ୍ଣପୁର ପଞ୍ଚାୟତ ସଂଲଗ୍ନ ଥିବା ହାଡ଼ଖାଇ ପାଟ ଧାନ କ୍ଷେତରେ ଶନିବାର ସକାଳୁ ଏକ ବଣୁଆ ହାତୀକୁ ଦେଖିବାକୁ ମିଳିଥିଲା। ତେବେ ସକାଳୁ ହାତୀକୁ ଦେଖି ବିଭିନ୍ନ ଗ୍ରାମର...

ଏଥର ବି ଭକ୍ତଙ୍କୁ ଦର୍ଶନ ଦେବେନି ବାବା ଧବଳେଶ୍ୱର

ଆଠଗଡ଼,୨୩।୧୦(ଡି.ଏନ୍‌.ଏ.): କାର୍ତ୍ତିକ ମାସ ପ୍ରଥମ ସୋମବାର ଆଉ ମାତ୍ର ଗୋଟିଏ ଦିନ ବାକି। ଏହି ମାସର ପ୍ରତ୍ୟେକ ସୋମବାରରେ ବାବା ଧବଳେଶ୍ୱରଙ୍କ ପୀଠରେ ବହୁତ ଭିଡ଼ ହୁଏ। ବର୍ଷକର ପ୍ରତୀକ୍ଷା ପରେ କାର୍ତ୍ତିକ ସୋମବାରରେ ବାବାଙ୍କ ଦର୍ଶନ କରି ପୁଣ୍ୟ...

ଥାନାରେ ଗଣ୍ଡଗୋଳ: ପୋଲିସ କର୍ମଚାରୀ ସମେତ ୪ ଆହତ

ଆଠଗଡ଼,୨୨।୧୦(ଡି.ଏନ୍‌.ଏ.): କଟକ ଜିଲା ନରସିଂହପୁର ଥାନା ଶୁକ୍ରବାର ରଣକ୍ଷେତ୍ର ପାଲଟିଛି। ୩ ଜଣଙ୍କୁ ଗିରଫ ଘଟଣାରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଗଣ୍ଡଗୋଳରେ ୪ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ପୋଲିସ କର୍ମଚାରୀ ରହିଥିବା ବେଳେ ଜଣେ ସାଧାରଣ...

ପୋଲିସ ଭୟରେ ପିଇଲେ କୀଟନାଶକ

କଣ୍ଟାପଡା,୨୧।୧୦(ଡି.ଏନ୍‌.ଏ.): ଏକ ଅଭିଯୋଗର ତଦନ୍ତ ପାଇଁ ପୋଲିସ ଥାନାକୁ ଡାକିବାରୁ ଭୟରେ ଜଣେ ଯୁବକ ଗୁରୁବାର କୀଟନାଶକ ପିଇ ଦେଇଛନ୍ତି। ପରେ ତାଙ୍କର ମୃତ୍ୟୁ ଘଟିଛିି। ମୃତକ ହେଲେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଉରାଢ଼ ଗ୍ରାମର ଦୋଳଗୋବିନ୍ଦ ସେନାପତି(୨୮)। ଖବର...

ଶେଷରେ ଚିଲିକା ବିଧାୟକଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୧।୧୦: ଖୋର୍ଦ୍ଧା ବାଲୁଗାଁ ଭାଜପା ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଜେଲ ଯାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଶେଷରେ ମିଳିଛି ଜାମିନ। ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ଏଥିସହ ସାକ୍ଷୀଙ୍କୁ...

ହାଇକୋର୍ଟ ଗଲା ମମିତା ମେହେର ହତ୍ୟା ମାମଲା

କଟକ ଅଫିସ,୨୧ା୧୦: ହାଇକୋର୍ଟରେ ପହଞ୍ଚିଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା। ଏହି ମାମଲାର ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର୍‌ ହୋଇଛି ଏହି ମାମଲା ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri