କଟକ

ନେତାଜୀ ବସ୍‌ ଟର୍ମିନାଲ ପାଇଁ ବାଟ ଫିଟିଲା

କଟକ ଅଫିସ,୧୬।୨: ଖାନ୍‌ନଗରଠାରେ ପ୍ରସ୍ତାବିତ ନେତାଜୀ ବସ୍‌ ଟର୍ମିନାଲକୁ ବିରୋଧ କରି ଦାୟର ହୋଇଥିବା ଦୁଇଟି ଜନସ୍ବାର୍ଥ ମାମଲା ସୋମବାର ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ମା’ ଶ୍ମଶାନ କାଳୀ ମନ୍ଦିର ଥିବା ଜମି ବ୍ୟତୀତ ଅନ୍ୟ ଜମି ଉପରେ...

ନିଶ୍ଚିନ୍ତକୋଇଲି ବ୍ଲକରେ ବନ୍ଦର ପ୍ରଭାବ କମ୍‌

ନିଶ୍ଚିନ୍ତକୋଇଲି,୧୫।୨(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ କଂଗ୍ରେସର ବନ୍ଦ ପାଳନ ସେତେଟା ପ୍ରଭାବ ପଡ଼ି ନଥିବା ଦେଖିବାକୁ ମିଳିଛି। ନିଶ୍ଚିନ୍ତକୋଇଲି ସପ୍ତାହିକ ହାଟ ଓ ବଜାର ସ୍ବଭାବିକ ଭାବେ ଖୋଲାଥିବା ବେଳେ ଦୁଇ ଚକିଆ ଯାନ ବାହାନ ଚଳାଚଳ ହୋଇଛି।...

ରବିବାର ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ଥିତି ପରଖିଲେ ନିର୍ଦ୍ଦେଶକ

ନିଶ୍ଚିନ୍ତକୋଇଲି,୧୪।୨(ସ୍ବ.ପ୍ର.): କରୋନା ମହାମାରୀ ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ଥିଲା । ଗତ ମାସରୁ ଦଶମ ଓ ଦ୍ୱାଦଶ ପିଲାମାନଙ୍କୁ ଶ୍ରେଣୀ କକ୍ଷରେ ଶିକ୍ଷାଦାନ ବ୍ୟବସ୍ଥା ରାଜ୍ୟ ସରକାର ଆରମ୍ଭ କରିଛନ୍ତି। ୧୦୦ଦିନ ଶିକ୍ଷାଦାନର ଏକ ବ୍ୟବସ୍ଥା କରି...

୧୫ରୁ ହାଇକୋର୍ଟରେ ସିଧାସଳଖ ଶୁଣାଣି

କଟକ ଅଫିସ,୧୨।୨: ଆସନ୍ତା ୧୫ ତାରିଖରୁ ହାଇକୋର୍ଟ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। କରୋନା ମହାମାରୀ ଯୋଗୁ ହାଇକୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ଭର୍ଚୁଆଲ ମାଧ୍ୟମରେ ହେଉଥିଲା। ଏଥିପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଗୁରୁବାର ଏସ୍‌ଓପି ଜାରି କରାଯାଇଛି। କୋର୍ଟ...

୨ଶହ ବର୍ଷ ପରେ ବେଲାଦୁଲାରେ ଛାତଘର

ଆଠମଲ୍ଲିକ,୧୧ା୨: ଗାଁରେ କୋଠାଘର ନିର୍ମାଣ ହେଉଥିଲେ ମଧ୍ୟ ଛାତ ପଡ଼ୁ ନ ଥିଲା। ମା’ ରକ୍ତମାଉଳୀଙ୍କ କୋପର ଶିକାର ହେବା ଭୟରେ କିଏ ଟାଇଲ ଛପର କରୁଥିଲେ ତ ଆଉ କିଏ ଆଜବେଷ୍ଟସ ପକାଇ ପୂର୍ବ ପରମ୍ପରା, ଅନ୍ଧବିଶ୍ୱାସକୁ ଆହୁରି...

ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ମେଡିକାଲ ସାମୟିକ ବନ୍ଦ

କଟକ ଅଫିସ, ୧୦।୧: କଟକ ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ଜିଲା ପ୍ରଶାସନ କଠୋର ହୋଇଛି। ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରାଯାଇଛି। ହସ୍ପିଟାଲରେ କୌଣସି ରୋଗୀ ଚିକିତ୍ସା କି ଡାକ୍ତରୀ ପରୀକ୍ଷା ହେବ ନାହିଁ ବୋଲି ଜିଲା...

ପୁଣି ପୋତାଗଲା ଅପମିଶ୍ରିତ ସାମଗ୍ରୀ

କଟକ ଅଫିସ, ୧୦ା୨: କଟକ ସହରର ବିଭିନ୍ନ ସ୍ଥାନରେ ଗତ କିଛିମାସ ମଧ୍ୟରେ ଚଢାଉ କରାଯାଇ ଅନେକ ନକଲି ଓ ଅପମିଶ୍ରିତ କାରଖାନା ଠାବ କରାଯାଇଛି। ସେଠାରୁ ଘିଅ, ତେଲ, ମସଲାଗୁଣ୍ଡ, ଚା, ନକଲି ଜର୍ଦ୍ଦା, ହଳଦୀଗୁଣ୍ଡ ଜବତ କରାଯାଇଛି।...

୧୦୦୨ ପୋଲିସ ଦେଇଛନ୍ତି ପ୍ଲାଜ୍‌ମା

କଟକ ଅଫିସ, ୯।୨: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଇତିମଧ୍ୟରେ ରାଜ୍ୟର ସମସ୍ତ ଜିଲା, ବାଟାଲିୟନ ଓ ପୋଲିସ ପ୍ରତିଷ୍ଠାନରୁ ୧୦୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ କରୋନାରୁ ସୁସ୍ଥ ହେବା ପରେ ପ୍ଲାଜ୍‌ମା ଦାନ କରିଛନ୍ତି। ଓଡ଼ିଶା ପୋଲିସ କର୍ମଚାରୀଙ୍କ ପକ୍ଷରୁ ଦାନ...

ରାସ୍ତା ମଝିରେ ଜଳିଗଲା ଚଳନ୍ତା କାର

ନିଶ୍ଚିନ୍ତକୋଇଲି,୮।୨(ଡି.ଏନ୍‌.ଏ.): ରାସ୍ତା ମଝିରେ ଚଳନ୍ତା କାର୍‌ରେ ନିଆଁ ଲାଗି ଜଳିଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲା ମାହାଙ୍ଗା ମଧୁପୁର ରାସ୍ତାରେ। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ୨ ଶିଶୁଙ୍କ...

ପୋତାଗଲା ବିପୁଳ ସସ୍‌, ଆଚାର

କଟକ ଅଫିସ ,୮।୨: କଟକ ଜଗତ୍‌ପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରଖାନାର ପର୍ଦ୍ଦଫାଶ ହୋଇଆସୁଛି। ସସ୍‌, ଆଚାରଠୁ ଆରମ୍ଭ କରି ଭିନେଗାର, ଘିଅ, ତେଲ, ମସଲାଗୁଣ୍ଡ ଆଦି ବହୁ ଭେଜାଲ...

ମାହାଙ୍ଗା ଡବଲ ମର୍ଡର ଘଟଣା,ଫେରାର ମୁଖ୍ୟ ଅଭିଯୁକ୍ତ ମୃତ

ମାହାଙ୍ଗା/ନିଶ୍ଚିନ୍ତକୋଇଲି/ସାଲେପୁର/ଟାଙ୍ଗୀ (କଟକ), ୭ା୨(ସ୍ବ.ପ୍ର./ ଡି.ଏନ୍‌.ଏ.): ମାହାଙ୍ଗା ଡବଲ ମର୍ଡର ଓ ବିକାଶ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସେ ହେଲେ ମାହାଙ୍ଗା ବ୍ଲକ ନୃତାଙ୍ଗ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ୱାଳ। ସେ...

ସାଇତିଛନ୍ତି ୬୦ ଦେଶର ୪୫୦ ମୁଦ୍ରା, ୧୯ ନୋଟ୍‌

କଟକ ଅଫିସ,୫।୨: ସମସ୍ତଙ୍କର ସ୍ବପ୍ନ ଭିନ୍ନ ଭିନ୍ନ। ନିଜର ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। ସେହିଭଳି ଏକ ସ୍ବପ୍ନ ଦେଖିଥିଲେ କଟକ ଜିଲା ବିରିବାଟିସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। କମ୍‌ ବୟସରେ ସେ ୬୦ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri