କଟକ

ଏସ୍‌ସିବି ସେଣ୍ଟ୍ରାଲ ଆଇସିୟୁ ବନ୍ଦ

କଟକ ଅଫିସ,୨୭ା୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ କାଜୁଆଲିଟିର ଚତୁର୍ଥ ମହଲାରେ ଥିବା ସେଣ୍ଟ୍ରାଲ ଆଇସିୟୁକୁ ବନ୍ଦ କରି ଦିଆଯାଇଛି। ବୁଧବାର ଏଠାରୁ ଗୋଟିଏ ଦିନରେ ୧୪ ଜଣ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି। ଏଯାବତ୍‌...

‘ସମଲିଙ୍ଗୀଙ୍କୁ ଏକାଠି ରହିବାକୁ ସମାଜ ସୁଯୋଗ ଦେଉ’

କଟକ ଅଫିସ,୨୭ା୮: ସାମ୍ପ୍ରତିକ ସାମାଜିକ ମୂଲ୍ୟବୋଧ ଓ ବ୍ୟବସ୍ଥାର ପ୍ରତିଫଳନ ହେଉଛି ଆଇନ। ସମୟ ଅନୁସାରେ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଥାଏ। ସମଲିଙ୍ଗୀ ସମ୍ପର୍କ, ବ୍ୟକ୍ତିଗତ ସ୍ବାଧୀନତା ଅଧିକାର ଆଇନତଃ ସୁରକ୍ଷିତ। କଥାରେ ଅଛି ପ୍ରେମ ମାନେନା ବାଧା ବନ୍ଧନ।...

ଏସ୍‌ସିବିରୁ ଚିହ୍ନଟ ହେଲେ ଆଉ ୨୪ ପଜିଟିଭ

କଟକ ଅଫିସ,୨୬ା୮- ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ବୁଧବାର ଆଉ ୨୪ ଜଣ ପଜିଟିଭ ଚିହ୍ନଟ ହୋଇନ୍ତି। ସେହିପରି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏସ୍‌ସିବିର ଡେଣ୍ଟାଲ ବିଭାଗରୁ ଜଣେ...

କଟକ ଜିଲାରୁ ୪୩୯, ସହରରୁ ୨୭୬ ପଜିଟିଭ

କଟକ ଅଫିସ,୨୬ା୮- କଟକ ଜିଲାରେ ଲଗାତର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ୪୩୯ ଜଣ ଚିହ୍ନଟ ହୋଇଥିବା ବେଳେ ସେଥିରେ ସହରରୁ ୨୭୬ ସଂକ୍ରମିତ ରହିଛନ୍ତି। କଟକ ସହରରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବକ୍ସିବଜାର ଅଞ୍ଚଳରୁ...

ସୁଇସାଇଡ ନୋଟ୍‌ ଲେଖି ନାବାଳକଙ୍କ ଆତ୍ମହତ୍ୟା

ଚୌଦ୍ୱାର,୨୬ା୮(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ କପାଳେଶ୍ୱର ନୂଆସାହିରୁ ଜଣେ ନାବାଳକର ଝୁଲନ୍ତା ମୃତଦେହକୁ ଚୌଦ୍ୱାର ପୋଲିସ ବୁଧବାର ସକାଳେ ଉଦ୍ଧାର କରିଛି । ସେ ହେଲେ ପାରସନାଥ ସିଂହଙ୍କ ପୁଅ ସରୋଜ(୧୬)। ପ୍ରକାଶ ଯେ,...

ଶୟନମୁଦ୍ରାରେ ମା’ କଟକଚଣ୍ଡୀ

କଟକ ଅଫିସ,୨୬ା୮: ମା’ଙ୍କ ପାଇଁ ଆସିଛି ନୂତନ ଗଦି, ତକିଆ ଓ ଶଯ୍ୟା ଉପକରଣ। ଏବେ ଗୋଟିଏ ପକ୍ଷ ଅର୍ଥାତ୍‌ ୧୫ଦିନ ଯାଏ ଶୟନମୁଦ୍ରାରେ ରହିବେ କଟକର ଆରାଧ୍ୟା ମା’ କଟକଚଣ୍ଡୀ। ପୀଠରେ ମଙ୍ଗଳବାର ଶୟନଉତ୍ସବ ପାଳନ ହେବା ସହ...

ଜିଲାପାଳ କାର୍ଯ୍ୟାଳୟ ୨ ଦିନ ବନ୍ଦ

କଟକ ଅଫିସ,୨୬।୮: କଟକ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଜିଲାର ବିଭିନ୍ନ ସ୍ଥାନରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ସଂକ୍ରମଣ ବ୍ୟାପିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ...

ଏସ୍‌ସିବିରେ ଚିନ୍ତା ବଢ଼ାଇଲାଣି ସଂକ୍ରମଣ

କଟକ ଅଫିସ,୨୬ା୮: ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ପରିମାଣରେ ବଢ଼ିଚାଲିଛି, ତାହା ରୋଗୀ ଓ କର୍ତ୍ତୃପକ୍ଷଙ୍କୁ ଆଶଙ୍କାରେ ପକାଇଲାଣି। ରୋଗୀ ତ ଭୟଭୀତ, ଅନ୍ୟପକ୍ଷରେ କର୍ତ୍ତୃପକ୍ଷ ମଧ୍ୟ ମାନବ...

ଟେଷ୍ଟିଂ କିଟ୍‌ ଅଭାବ, ଫେରିଗଲେ ୪୦ ରୋଗୀ

କଟକ ଅଫିସ,୨୬ା୮: କରୋନାକୁ ନିୟନ୍ତ୍ରଣରେ ଆଣିବା ଲାଗି ରାଜ୍ୟ ସରକାର ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହା କେବଳ କଥାରେ ସୀମିତ ବୋଲି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ମଙ୍ଗଳବାର ଘଟିଥିବା ଘଟଣାରୁ ଜଣାପଡୁଛି। ଟେଷ୍ଟିଂ...

ଦଶହରା ପୂଜାକୁ ନେଇ ବଢ଼ିଲା ଦ୍ୱନ୍ଦ୍ୱ

କଟକ ଅଫିସ,୨୬ା୮: କରୋନା କଟକଣା ଯୋଗୁ ଚଳିତବର୍ଷ କଟକ ସହରରେ ପ୍ରସିଦ୍ଧ ଦୁର୍ଗାପୂଜା ହେବ କି ନାହିଁ, ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଭାଇଚାରାର ସହରରେ ସବୁଠୁ ବଡ଼ ପର୍ବକୁ ନେଇ ସହରବାସୀ ଅନେକ ଆଶା ବାନ୍ଧି ବସିରହିଛନ୍ତି। ଏଭଳି...

ସିଏମ୍‌ସି ଅଞ୍ଚଳରୁ ଆଉ ୧୨୫

କଟକ ଅଫିସ,୨୫।୮: କଟକ ମହାନଗର ନିଗମରୁ ମଙ୍ଗଳବାର ୧୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୪ କୁମ୍ଭାରସାହି କଣ୍ଟେନ୍‌ମେଣ୍ଟ ଅଞ୍ଚଳର ଥିବା ବେଳେ ୨୪ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌, ୩୩ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ୩୪ଜଣ ଲୋକାଲ କେସ୍‌...

ପୋଲିସ ଉପସ୍ଥିତିରେ ଅସ୍ଥି ଚିକିତ୍ସାକେନ୍ଦ୍ରକୁ ପଥର ମାଡ଼

ଖୁଣ୍ଟୁଣୀ,୨୫।୮(ଡି.ଏନ୍‌.ଏ.): ପୋଲିସ ଉପସ୍ଥିତିରେ ରବିବାର ସନ୍ଧ୍ୟାରେ ଆଠଗଡ଼ ଥାନା ଅଧୀନ କୁଲାଇଲୋର ଅସ୍ଥି ଚିକିତ୍ସାକେନ୍ଦ୍ର ପରିସରକୁ ତିନିଜଣ ଯୁବକ ଏକଘଣ୍ଟା ଧରି ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଚିକିତ୍ସାକେନ୍ଦ୍ରର ପରିଚାଳକ ଗିରିଶ ଚନ୍ଦ୍ର ବେଉରାୟଙ୍କ ଅଭିଯୋଗକ୍ରମେ ପୋଲିସ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri