କଟକ

କୁଖ୍ୟାତ ଲୁଟେରା ସୟିଦ, ସଦାମ ଗିରଫ

କଟକ ଅଫିସ,୨୭ା୫: ସହରର ଦୁଇ କୁଖ୍ୟାତ ଲୁଟେରାଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ଏହି ଦୁଇ ଜଣ ହେଲେ ଓଡ଼ିଆ ବଜାରର ସୟିଦ ଖାନ (୩୬) ଓ ଚାନ୍ଦିନୀଚୌକ ଅଞ୍ଚଳର ସୟିଦ ସଦାମ (୨୪)। ଇଦ୍‌ ଅବସରରେ...

ମାଗୁରା ନୌକାବିହାର ପରିଦର୍ଶନ କଲେ ପର୍ଯ୍ୟଟନ ମନ୍ତ୍ରୀ

ଚୌଦ୍ୱାର,୨୭।୫(ଡି.ଏନ.ଏ)-ଚୌଦ୍ୱାର ବିରୂପା ନିକଟରେ ନିର୍ମାଣ ଚାଲିଥିବା ମାଗୁରା ନୌକାବିହାର କମ୍ପ୍ଲେକ୍ସକୁ ବୁଧବାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରିଦର୍ଶନ କରିଛନ୍ତି। ଏଥିସହିତ ଏହି କମ୍ପ୍ଲେକ୍ସର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର କଟକ ବିଧାୟକ ସୌବିକ ବିଶ୍ୱାଳ...

କଟକରେ ଖୋଲିଲା ପାର୍କ

କଟକ ଅଫିସ,୨୭।୫: କଟକରେ ଖୋଲିଲା ପାର୍କ। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ଯାଏ ପାର୍କ ଖୋଲା ରହିବ। ତେବେ ପାର୍କରେ ମାସ୍କ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ରେଞ୍ଜର

କଟକ ଅଫିସ,୨୭।୫: ବେଆଇନ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର ମନମୋହନ ସ୍ବାଇଁଙ୍କୁ ମଙ୍ଗଳବାର ସକାଳେ ଧରିଛି ଭିଜିଲାନ୍ସ। ସେ ଏକ ବୋଲେରୋ (ଓଡି୦୨ ଏପି ୪୨୮୮)ରେ ଛେଣ୍ଡିପଦାରୁ ଭୁବନେଶ୍ୱର ଆସୁଥିଲେ। ମହାନଦୀର ମୁଣ୍ଡଳୀ...

ପ୍ରବାସୀଙ୍କୁ ସହାୟତା ବେଳେ ରୋକିଲା ପୋଲିସ: ଡିଜିପିଙ୍କୁ ଦାବିପତ୍ର

କଟକ ଅଫିସ,୨୬।୫: କଟକ ଦେଇ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜରାସ୍ତାରେ ଖାଦ୍ୟ ପାନୀୟ ବାଣ୍ଟୁଥିଲା ଏସ୍‌ୟୁସିଆଇ (ସି) ଓ ଏହାର ଛାତ୍ର ସଙ୍ଗଠନ ଏଆଇଡିଏସ୍‌ଓ। କିନ୍ତୁ ଏହାକୁ ପୋଲିସ ବନ୍ଦ କରିଦେଇଛି। ସୋମବାର ସକାଳ ସାଢ଼େ ୧୦ଟା...

କରୋନା ଯୋଦ୍ଧା ସମ୍ମାନିତ

ଚୌଦ୍ୱାର,୨୬ା୫(ଡି.ଏନ୍‌.ଏ.): କରୋନା ଯୋଗୁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରି ରହିଥିବା ବେଳେ କିଛି ଦିନ ସଟ୍‌ଡାଉନ ମଧ୍ୟ ଥିଲା। ଏହି ସମୟରେ କଟକ ଜିଲା ଚୌଦ୍ୱାର ସହରବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଡା. ରବିନ୍ଦ୍ର କୁମାର ମହାପାତ୍ରଙ୍କୁ ଓଡ଼ିଶା...

ପ୍ରଥମ ଦିନରେ ୧୭୪୨ ଲିଟର ବିକ୍ରି

କଟକ ଅଫିସ,୨୫।୫-ନାନା ବାଦ ବିବାଦ ଭିତରେ ପ୍ରାୟ ଦୁଇ ମାସ ପରେ କଟକ ଜିଲାରେ ସୋମବାରଠାରୁ ମଦ ବିକ୍ରି ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୧୭୪୨ ଲିଟର ମଦ ବିକାଯାଇଛି। ଜିଲା ଅବକାରୀ ବିଭାଗ ସୂଚନା ଅନୁଯାୟୀ, ଜିଲାରେ...

ପଥରରେ ଜୀବନ୍ତ ରୂପ ନେଲେ ଦଶଭୁଜା

କଟକ ଅଫିସ,୨୫ା୫: ନିହାଣ ମୁନରେ ନିଜ ପ୍ରତିଭାର ଛାପ ଛାଡ଼ିଛନ୍ତି ଯୁବଶିଳ୍ପୀ ହିମାଂଶୁ ଶେଖର ପରିଡ଼ା (୩୩)। ଲକ୍‌ଡାଉନ୍‌ ସମୟର ସଦୁପଯୋଗ କରି ସେ ଏକ ଚମତ୍କାର ମୂର୍ତ୍ତି ନିର୍ମାଣ କରିଛନ୍ତି। ପଥରରେ ଦୁର୍ଗାଙ୍କ ଦଶଭୁଜା ମୂର୍ତ୍ତି ପ୍ରତିଫଳିତ ହୋଇଛି।...

କାଲିଠାରୁ କଟକ- ଭୁବନେଶ୍ୱରରେ ଗଡିବ ମୋ ବସ୍‌

ଭୁବନେଶ୍ୱର,୨୫।୫(ବ୍ୟୁରୋ)-ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ। ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ ଚଳାଚଳ କରିବ। ସକାଳ ୭ଟାରୁ ସା ୭ଟା ଯାଏ ବସ ଚଳାଚଳ କରିବ ବୋଲି ନିଷ୍ପତି ନିଆଯାଇଛି।...

ମଦ ଦୋକାନ ଖୋଲିବା ପରେ ଗ୍ରାହକଙ୍କ ପ୍ରବଳ ଭିଡ଼

ନିଶ୍ଚିନ୍ତକୋଇଲି,୨୫ା୫(ସ୍ବ.ପ୍ର.): ରାଜ୍ୟ ସରକାର ମଦଦୋକାନ ଖୋଲିବା ନେଇ ସୂଚନା ଦେବା ପରେ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅବକାରୀ ଇନ୍ସପେକ୍ଟର ସିମାଚଳ ରାୟ ବିଭିନ୍ନ ଅପ୍‌ ଓ ଅନ୍‌ ମଦଦୋକାନକୁ ଯାଇ ଷ୍ଟକ୍‌ ତନଖି କରିଛନ୍ତି।...

କାଲିଠୁ କଟକରେ ଅନଲାଇନରେ ମିଳିବ ମଦ

କଟକ ଅଫିସ,୨୪।୫-କଟକରେ କାଲିଠୁ ଅନଲାଇନରେ ମିଳିବ ବିଦେଶୀ ମଦ। ହ୍ବାଟସଆପ, ମୋବାଇଲ କଲ ମାଧ୍ୟମରେ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଗ୍ରାହକମାନେ ଏହି ଅର୍ଡର ଦେଇପାରିବେ। ସେହିପରି ମଦ କାଉଣ୍ଟରର କର୍ମଚାରୀ ଡେଲିଭରି କରିବେ ବୋଲି ସୂଚନା ମିଳିଛି।...

୮୦୦ ପ୍ରବାସୀ ଶ୍ରମିକଙ୍କୁ ନେଇ ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଲା ସ୍ବତନ୍ତ୍ର ଟ୍ରେନ୍‌

ଚୌଦ୍ୱାର,୨୩ା୫(ଡି.ଏନ୍‌.ଏ.): ଶନିବାର ଅପରାହ୍ନରେ ଆଉ ଏକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ପ୍ରବାସୀଙ୍କୁ ନେଇ କଟକ ଜିଲା ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଛି। ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରୁ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଭଦ୍ରକ ଆସିଥିବା ଏହି ଗାଡ଼ିରେ ନିର୍ଗୁଣ୍ଡି ଠାରେ କଟକ, ଜଗତସିଂହପୁର,କେନ୍ଦ୍ରାପଡ଼ା, ପୁରୀ,ଗଞ୍ଜାମ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri