କଟକ

ପିସିସି ସଭାପତି, ପ୍ରଭାରୀଙ୍କ କୁଶପୁତ୍ତଳିକା ପୋଡ଼ିଲେ

କଟକ,୯।୬(ଶିଳ୍ପା ପ୍ରିୟଦର୍ଶିନୀ)କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ଶୁକ୍ରବାର ଦଳରୁ ନିଲମ୍ବନ କରାଯାଇଛି। ଏହାକୁ କଟକ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଜିଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତଙ୍କ ନେତୃତ୍ୱରେ ଶନିବାର ପୂର୍ବାହ୍ନରେ ଶତାଧିକ...

ମୋ ବସକୁ ଧକ୍କା ଦେଲା ଦୁଇଟି ଟ୍ରକ୍, ଦୁର୍ଘଟଣାରେ ୨୦ ଜଣ ଆହତ

ଭୁବନେଶ୍ୱର,୮ା୬: କଟକ ତେଲେଙ୍ଗାପେଣ୍ଠ ନିକଟରେ ଶନିବାର ମୋ ବସ ଦୁର୍ଘଟଣା ସମ୍ମୁଖୀନ ହୋଇଛି। ଏକାଥରକେ ଦୁଇଟି ଟ୍ରକ ମୋ ବସକୁ ଧକା ଦେବାରୁ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ କଟକ ଏସସିବି ମେଡିକାଲ...

ଗଡ଼ର ରକ୍ଷାକର୍ତ୍ତୀ ବୋଲି ଗଡ଼ଚଣ୍ଡି

କଟକର ଆରାଧ୍ୟା ଦେବୀ ହେଉଛନ୍ତି ମା କଟକ ଚଣ୍ଡୀ ଠିକ୍ ଏହାର କିଛି ଦୂର ରେ ଅବସ୍ଥିତ ବାରବାଟି ଦୁର୍ଗ ଏବଂ ଏହାରି ଭିତରେ ମାଆ ଗଡ଼ଚଣ୍ଡି ଆବିର୍ଭୁତ। କୁହାଯାଏ ରାଜାଙ୍କ ର ଶାସନ ଯେତେବେଳେ ଥିଲା ମା ସେବେଠୁ...

ଭାରପ୍ରାପ୍ତ ଆଡ୍‌ଭୋକେଟ ଜେନେରାଲ ହେଲେ ଜ୍ୟୋତିପ୍ରକାଶ ପଟ୍ଟନାୟକ

କଟକ,୬ା୬(କାର୍ତ୍ତିକ ସାହୁ) ହାଇକୋର୍ଟର ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଭାରପ୍ରାପ୍ତ ଆଡ୍‌ଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ସେ ନିଜର ପୂର୍ବ ଦାୟିତ୍ୱ ସମ୍ଭାଳିବା ସହ...

ଅଟୋ ପଛକୁ ପିଟିଲା ଟ୍ରକ: ଚାଲିଗଲା ୮ ବର୍ଷ ବାଳକଙ୍କ ଜୀବନ, ୨ଗରୁତର

ଖୁଣ୍ଟୁଣୀ,୬।୬(ସଚିଦାନନ୍ଦ ପଣ୍ଡା): ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣୀ ଥାନା ନିକଟ ରାଧାଦାମୋଦରପୁର ଛକରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଟୋ ପଛକୁ ଟ୍ରକ ଧକା ଦେବାରୁ ଘଟଣାସ୍ଥଳରେ ଜଣେ ୮ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି...

ହାରିବା ପରେ ଭିଡିଓ ଜାରି କରି ସାଲେପୁରବାସୀଙ୍କୁ ଏମିତି କହିଲେ ଅରିନ୍ଦମ

ଭୁବନେଶ୍ୱର,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ...

କଟକ ସଦରରେ ଫୁଟିଲା ପଦ୍ମ

କଟକ,୪ା୬: କଟକ ସଦର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଚନ୍ଦ୍ରସାରଥୀ ବେହେରାଙ୍କୁ ପରାସ୍ତ କରିଛନ୍ତି।

ହାରିଗଲେ ଅରିନ୍ଦମ: ସାଲେପୁରରେ ପ୍ରଶାନ୍ତ ବିଜୟୀ

କଟକ,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ୍‌ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ...

ସାଲେପୁର ବିଧାନସଭା ଆସନ: ୯ମ ରାଉଣ୍ଡରେ ଅରିନ୍ଦମଙ୍କୁ ପଛରେ ପକାଇଲେ ପ୍ରଶାନ୍ତ

କଟକ,୪ା୬(କାର୍ତ୍ତିକ ସାହୁ): ମଙ୍ଗଳବାର ସାରା ରାଜ୍ୟରେ ଚାଲିଛି ଭୋଟ୍‌ ଗଣତି। ଏହି ବିଧାନସଭା ଆସନରେ ଭାଜପା ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ଚାଲିଥିଲା। ତେବେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା ୩୨,୯୩୫ ଖଣ୍ଡ ଭୋଟ୍‌ ପାଇଥିବା ବେଳେ...

କଟକ ସଦର ବିଧାନସଭା ଆସନ: ୧୦ମ ରାଉଣ୍ଡରେ ବିଜେଡି ଆଗୁଆ

କଟକ,୪ା୬(କାର୍ତ୍ତିକ ସାହୁ): କଟକ ସଦର ବିଧାନସଭା ଆସନରେ ମଙ୍ଗଳବାର ଭୋଟ୍‌ ଗଣତି ଜାରି ରହିଛି। ତେବେ ୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ବଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ୩୫,୨୯୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଭାଜପାର ପ୍ରକାଶ ଚନ୍ଦ୍ର...

କଟକ ଲୋକ ସଭା ଆସନରେ ଭାଜପା ଆଗୁଆ

କଟକ,୪ା୬(କାର୍ତ୍ତିକ ସାହୁ): କଟକ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୮ମ ରାଉଣ୍ଡ ସୁଦ୍ଧା ୧,୩୫,୫୬୧ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ୧ ୨୪,୦୦୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ...

ବାଙ୍କୀରେ ବିଜେଡି ଆଗୁଆ

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ ମତ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, କଟକର ବାଙ୍କୀ ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି। ବାଙ୍କୀ ବିଜେଡିକୁ ୪୦୭୧, ଭାଜପା ୩୫୫୨, କଂଗ୍ରେସ ୨୯୨୭ ଭୋଟ ମିଳିଛି। ପ୍ରଥମ ରାଉଣ୍ଡରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image