କଟକ

ଯୋଗଦେଲେ କଟକର ନୂଆ ଜିଲାପାଳ, ସମସ୍ତଙ୍କ ସହଯୋଗ ଲୋଡ଼ିଲେ

କଟକ,୬ା୪(କାର୍ତ୍ତିକ ସାହୁ): କଟକର ନୂଆ ଜିଲାପାଳ ଭାବେ ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅରିନ୍ଦମ ଡାକୁଆ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ଜିଲାପାଳ ବିନୀତ ଭରଦ୍ୱାଜ ନୂତନ ଜିଲାପାଳଙ୍କୁ ସ୍ବାଗତ କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ହସ୍ତାନ୍ତର...

ଆସିଲା ବିଜେଡି ପ୍ରାର୍ଥୀ ତାଲିକା, ପ୍ରକାଶ-ପ୍ରଶାନ୍ତଙ୍କୁ ଟିକେଟ୍‌

କଟକ,୫।୪: ପୁଣି ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ (BJD) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ୩ୟ ପର୍ଯ୍ୟାୟରେ ଆଉ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି...

ପ୍ରକାଶ ଆର୍‌ କଟକର ନୂଆ ଡିସିପି

ଭୁବନେଶ୍ୱର,୫।୪: ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ କରିବା ଲାଗି ୮ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରହିବା ଲାଗି ବଦଳି ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ଆଇଜି ଆଶୀଷ କୁମାର...

ଅରିନ୍ଦମ ହେଲେ କଟକ ଜିଲାପାଳ, ଜଗତସିଂହପୁର ପାଇଁ…

କଟକ/ଜଗତସିଂହପୁର,୫ା୪: ଶୁକ୍ରବାର କଟକର ନୂଆ ଜିଲାପାଳ ନିଯୁକ୍ତ ହୋଇଛନ୍ତି। ଆଏଏସ୍‌ ଅରିନ୍ଦମ ଡାକୁଆ କଟକର ନୂଆ ଜିଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଜଗତସିଂହପୁର ପାଇଁ ମଧ୍ୟ ନୂଆ ଜିଲାପାଳ ଭାବେ ଆଇଏସ୍‌ ଅନୁପମ ଶାହା ନିଯୁକ୍ତ ହୋଇଛନ୍ତି। ପୂର୍ବରୁ...

କେନାଲ ଅବରୋଧ କରି ଗାର୍ଡୱାଲ ନିର୍ମାଣ

ନିିଶ୍ଚିନ୍ତକୋଇଲି,୫।୪(ଅଶୋକ କୁମାର ମହାପାତ୍ର): ଠିକାଦାର ରାସ୍ତା ନିର୍ମାଣ ନିମନ୍ତେ ଦୀର୍ଘ ବର୍ଷର ଏକ କେନାଲକୁ ପୋତି ଦେଇଥିବାର ଚାଷୀମହଲରେ ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ଚଳିତ ବର୍ଷ ଚାଷ ଜମିରେ ଜଳସେଚନ ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବା...

ଅଟକିଛି ବିଜେଡିର ସାଲେପୁର ପ୍ରାର୍ଥୀ ଘୋଷଣା

କଟକ,୫ା୪(ଶିଳ୍ପା ପ୍ରିୟଦର୍ଶିନୀ): ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା ସରିଛି। ହେଲେ ଏବେ ବି ସାଲେପୁର ଓ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ୫ଦିନ ତଳେ ଭାଜପାରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ପ୍ରକାଶ...

ହାଇକୋର୍ଟରେ ହାଜର ହେଲା ଜାହାଜ ଚଳାଚଳ ମନ୍ତ୍ରଣାଳୟ

କଟକ,୫ା୪ (କାର୍ତ୍ତିକ ସାହୁ): ପାରାଦ୍ୱୀପ ନିକଟ ସମୁଦ୍ରରେ ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ଗୁରୁବାର ହୋଇଛି। ଶୁଣାଣିବେଳେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ହାଇକୋର୍ଟରେ ହାଜର ହୋଇ ନିଜର ପକ୍ଷ...

ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ରାଜମିସ୍ତ୍ରୀଙ୍କ ଜୀବନ

କଟକ,୪ା୪(କାର୍ତ୍ତିକ ସାହୁ): ମୁକୁଳା ଡ୍ରେନ୍‌ରେ ପଡ଼ି ପୁଣି ଜଣକର ଜୀବନ ଯାଇଛି। ସିଆର୍‌ଆର୍‌ଆଇ ଥାନା ଅନ୍ତର୍ଗତ ନୂଆବଜାର ମହିମାନଗରରେ ଘଟିଛି ଏହି ଅଘଟଣ। ଗୁରୁବାର ସକାଳୁୁ ମୃତକ ଜଣକ ରାସ୍ତା ପାର୍ଶ୍ୱ ମୁକୁଳା ଡ୍ରେନ୍‌ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା...

‘ହାରିବା ପ୍ରାର୍ଥୀ ନୁହଁ, ନୂଆ ମୁହଁ ଦିଅ’

ମଙ୍ଗୁଳି-ଜଗତପୁର,୪ା୪(ମାନସ ସାମଲ): କ୍ରମାଗତ ୫ଥର ବିଧାନସଭା ନିର୍ବାଚନରେ ହାରିଥିବା ନୟନ କିଶୋର ମହାନ୍ତିଙ୍କୁ ଚଳିତବର୍ଷ ଷଷ୍ଠ ଥର ପାଇଁ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି। ଏଭଳି ନିଷ୍ପତ୍ତିକୁ ସ୍ଥଗିତ ରଖି ଏହାର ପୁନଃ ବିଚାର କରାଯିବା ପାଇଁ ଜଗତ୍‌ପୁରସ୍ଥିତ...

ବୁଥ୍‌କୁ ଯିବା ରାସ୍ତା ଶୋଚନୀୟ

ସାଲେପୁର,୪।୪ (ଅରବିନ୍ଦ ଭୂୟଁା)ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍‌ ୧ ତାରିଖରେ ଭୋଟ ଗ୍ରହଣ ହେବ। ଏହି ନିର୍ବାଚନରେ ସାଲେପୁର ବ୍ଲକ୍‌ର ବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ବୁଥ୍‌ ନଂ. ୨୨୩ରେ ବଲ୍ଲଭପୁର, ନଈଗୁଅଁା ଓ ବାଲିଆ ରାଜସ୍ବ ଗ୍ରାମର ପ୍ରାୟ...

କନ୍ଦରପୁର କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

କଟକ,୩ା୪ (କାର୍ତ୍ତିକ ସାହୁ: କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। କଟକ ଦ୍ୱିତୀୟ ଅତିରିକ୍ତ ଦୌରାଜଜ୍‌ ଅଭିଯୁକ୍ତ ଅର୍ଜୁନ ଜେନା(୪୩)ଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୧୦ ହଜାର...

ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଲା ହାଇଓ୍ବା, ୭ ବାଇକ୍‌ ଚୁରମାର୍‌ ; ମାଲିକ ଗୁରୁତର

ତିଗିରିଆ, ୩।୪(ଜାଫର ଖାଁ ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସ୍ଥିତ ମଙ୍ଗଳାବଜାରରେ ବୁଧବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ଆଠଗଡ ପଟୁ ବଡମ୍ବା ଆଡକୁ ଦ୍ରୁତଗତିରେ ଯାଉଥିବା ଏକ ହାଇୱା ଭାରସାମ୍ୟ ହରାଇ ୩ ଦୋକାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri