କଟକ

ସେପ୍ଟେମ୍ବର ୩ରେ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ,୨୫ା୮(ସୁପ୍ରିୟା ପ୍ରିୟଦର୍ଶିନୀ):ଆସନ୍ତା ସେପ୍ଟେମ୍ବର ୩ରେ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ପରୀକ୍ଷା ସୂଚୀ ଏବଂ ପରୀକ୍ଷା କେନ୍ଦ୍ର ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି।...

ହାଇକୋର୍ଟ ହଟାଇଲେ ରହିତାଦେଶ

କଟକ,୨୩।୮(କାର୍ତ୍ତିକ ସାହୁ): ନର୍ସିଂ ଅଫିସର ନିଯୁକ୍ତି ଉପରେ ଜାରି ରହିତାଦେଶକୁ ମଙ୍ଗଳବାର ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହିତ ହାଇକୋର୍ଟକୁ ଆସିଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ପଦ ବ୍ୟତୀତ ଅନ୍ୟ ପଦରେ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦେବା ନିମନ୍ତେ ଉଚ୍ଚ ଅଦାଲତ...

‘ଶାନ୍ତ, ସହନଶୀଳ ହେଲେ ଜ୍ଞାନ ବୃଦ୍ଧି ହୁଏ’

କଟକ,୨୩।୮ (କାର୍ତ୍ତିକ ସାହୁ): ମଣିଷ ମଧ୍ୟରେ ଅନ୍ତର୍ନିହିତ ଚିନ୍ତାଶକ୍ତି ଭରି ରହିଛି। ଏହି ଚିନ୍ତାଶକ୍ତିର ବ୍ୟବହାର ପ୍ରତ୍ୟେକ ଦିନ କରାଯିବା ଆବଶ୍ୟକ। ପ୍ରତ୍ୟେକ ପିଲାଠାରେ ରହିଥିବା ଜାଣିବାର ଇଚ୍ଛା ଗୁଣ ଈଶ୍ୱରଦତ୍ତ। ତା’କୁ ମାତାପିତା ବାଧା ଦେବା ଉଚିତ୍‌ ନୁହେଁ।...

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ

ବାଙ୍କୀ, ୨୨।୮: । କଟକ ଜିଲା ବାଙ୍କୀ ବ୍ଲକ ଦୋଲଣାପୁର ଗ୍ରାମର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ତଥା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ...

ଗାୟତ୍ରୀ ସରାଫ ପାଇବେ ସରଳା ଦେବୀ ସ୍ମୃତି ସମ୍ମାନ

କଟକ,୧୮ା୮(କାର୍ତ୍ତିକ ସାହୁ): ଓଡ଼ିଆ ଲେଖିକା ଗାୟତ୍ରୀ ସରାଫଙ୍କୁ ଚଳିତ ବର୍ଷର ସରଳା ଦେବୀ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ଏଥିସହ ପଦ୍ମଶ୍ରୀ ସାବରମତୀ ଓ ନାରୀନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ ସରଳା ଦେବୀ ସେବା ସମ୍ମାନ ପ୍ରଦାନ କରାଯିବ। ସରଳା ଦେବୀ...

ଆନନ୍ଦ ଚନ୍ଦ୍ର ବେହେରା, ଶିବଶଙ୍କର ମିଶ୍ର ହେବେ ହାଇକୋର୍ଟ ବିଚାରପତି

କଟକ,୧୮ା୮(କାର୍ତ୍ତିକ ସାହୁ):ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟ କଲେଜିୟମ୍‌ ଗୁରୁବାର ୨ ଜଣଙ୍କ ନାମ ସୁପାରିସ କରିଛନ୍ତି। ସେମାନେ ହେଲେ ଆଇନଜୀବୀ ଶିବଶଙ୍କର ମିଶ୍ର ଓ ଜୁଡିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରା। ଭାରତର ପ୍ରଧାନ ବିଚାରପତି...

୫ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ନିଶ୍ଚିନ୍ତକୋଇଲି,୧୮ା୮(ଅଶୋକ କୁମାର ମହାପାତ୍ର): ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ଓ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧୀନ କଟିକଟା ପଞ୍ଚାୟତର...

ବିପଜ୍ଜନକ ସ୍ଥିତିରେ ନାଟମଣ୍ଡପ, ଜଗମୋହନ

କଟକ,୧୭ା୮ (କାର୍ତ୍ତିକ ସାହୁ)ପୁରୀ ଶ୍ରୀମନ୍ଦିରରେ ନାଟମଣ୍ଡପ ଓ ଜଗମୋହନ ବିପଜ୍ଜନକ ସ୍ଥିତିରେ ରହିଛି। କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ। ତେଣୁ ଶ୍ରୀମନ୍ଦିର ନିରାପତ୍ତା ଦୃଷ୍ଟିରୁ ନାଟମଣ୍ଡପ ଭିତରେ ଫାଟିଥିବା ବିମ୍‌ ଏବଂ ଜଗମୋହନର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଅଗ୍ରାଧିକାର...

ଅଡିଓ କ୍ଲିପ୍‌ ଭାଇରାଲ: ଏତଲା ଦେଲେ ପରିବାର ଲୋକେ

ମାହାଙ୍ଗା, ୧୭ା୮ (ଯଯାତି ସିଂହ)କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଏକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ମୃତ୍ୟୁର ୨ ମାସ ପରେ ଏକ ଅଡିଓ କ୍ଲିପ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁ ଅଡିଓରେ ନାବାଳିକାଙ୍କ...

ଜଳ ନିଷ୍କାସନରେ ବାଧା: ତାତିଲେ ଚାଷୀ

ନିଶ୍ଚିନ୍ତକୋଇଲି,୧୪ା୮(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତରେ ଜଳ ନିଷ୍କାସନ କରାଯିବା ଲାଗି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଡ୍ରେନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନିମ୍ନମାନର କାର୍ଯ୍ୟ ହେତୁ ଏହି ଡ୍ରେନର...

ଛାତ୍ରୀ ମୃତ୍ୟୁ ଘଟଣା ଚପାଇବାକୁ ୭୦ ହଜାର ଟଙ୍କା ଡିଲ୍‌

ମାହାଙ୍ଗା,୧୪ା୮(ଯଯାତୀ ସିଂହ): ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କ ସହ ଅନୈତିକ ସମ୍ପର୍କ ପାଇଁ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଜୀବନ ଯାଇଛି। ଏହି ଘଟଣା ସମ୍ପର୍କରେ ପୋଲିସର କେତେଜଣ ଅଧିକାରୀଙ୍କ ସହ ଜନ ପ୍ରତିନିଧି ଅବଗତ ଥିଲେ। ମାତ୍ର ଘଟଣାକୁ ଚପାଇ...

୯ ମାସର ଝିଅକୁ ଧରି ନଦୀକୁ ଡେଇଁଲେ ବାପା

ଫୁଲନଖରା,୧୪ା୮(ସତ୍ୟରଞ୍ଜନ ଦାସମହାପାତ୍ର): ପାରିବାରିକ ବିବାଦକୁ କେନ୍ଦ୍ର କରି କଟକ ଜିଲା ସଦର ଥାନା ଅଧୀନ ସଇଁନ୍ଦା ଗ୍ରାମ ନିକଟ ସିଢୁଆ ନଦୀରେ ରବିବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସମ୍ମୁଖରେ ୯ ମାସର ଶିଶୁକନ୍ୟାଙ୍କୁୁ ଧରି ଜଣେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri