Advertisement

ଦେବଗଡ଼

୨ଜଣଙ୍କୁ ଦଳି ମାରିଦେଲା ଦନ୍ତା୨ଜଣଙ୍କୁ ଦଳି ମାରିଦେଲା ଦନ୍ତା

୨ଜଣଙ୍କୁ ଦଳି ମାରିଦେଲା ଦନ୍ତା

ଦେବଗଡ଼,୨୭।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନ ଟିପିରିସିଙ୍ଗା ଗ୍ରାମରେ ଏକ ଅଘଟଣ। ଏକ ଦନ୍ତା ହାତୀ ଘର ଭାଙ୍ଗି ୨ଜଣଙ୍କୁ ଦଳି ଦେଇଛି।…

1 year ago
ଦେବଗଡ଼ରେ ବନ୍ଦର ପ୍ରଭାବ: ଯାନବାହନ ଚଳାଚଳ ବନ୍ଦଦେବଗଡ଼ରେ ବନ୍ଦର ପ୍ରଭାବ: ଯାନବାହନ ଚଳାଚଳ ବନ୍ଦ

ଦେବଗଡ଼ରେ ବନ୍ଦର ପ୍ରଭାବ: ଯାନବାହନ ଚଳାଚଳ ବନ୍ଦ

ଦେବଗଡ଼,୧୬।୧(ଶଶାଙ୍କ ଶେଖର ଝାଙ୍କର): ଧାନମଣ୍ଡି ଅବ୍ୟବସ୍ଥା ନେଇ ମଙ୍ଗଳବାର ୧୨ ଘଣ୍ଟିଆ ଦେବଗଡ଼ ଜିଲା ବନ୍ଦ ପାଳନ କରାଯାଇଛି। ସକାଳ ୬ରୁ ସା ୬ ଯାଏ ଜିଲା…

1 year ago
ହାତୀଛୁଆର ମୃତ୍ୟୁହାତୀଛୁଆର ମୃତ୍ୟୁ

ହାତୀଛୁଆର ମୃତ୍ୟୁ

ଦେବଗଡ଼,୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ରେଞ୍ଜ ନୂଆଡିହି ଫରେଷ୍ଟ ସେକ୍ସନରେ ହାତୀଛୁଆର ମୃତ୍ୟୁ ହୋଇଛି। ରେଙ୍ଗାଲି ଡ୍ୟାମ କଂଠିମାଳ ଗ୍ରାମ ନିକଟସ୍ଥ ନାଳକଡ଼ରେ ପଡ଼ିଛି ହାତୀ ଶାବକର…

1 year ago
ଶିଶୁକନ୍ୟା ଅପହରଣ ଘଟଣାରେ ୪ ଜଣଙ୍କୁ ବାନ୍ଧିଲା ପୋଲିସଶିଶୁକନ୍ୟା ଅପହରଣ ଘଟଣାରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଶିଶୁକନ୍ୟା ଅପହରଣ ଘଟଣାରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨୪ା୧୨(ଶଶାଙ୍କ ଶେଖର ଝାଙ୍କର): ଶିଶୁକନ୍ୟା ଅପହରଣ ଘଟଣାରେ ୪ ଜଣ ଗିରଫ ହୋଇଥିବା ନେଇ ରବିବାର ଦେବଗଡ଼ ଆଦର୍ଶ ଥାନାରେ ଏକ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ…

1 year ago
ଆଈଙ୍କୁ ଧକ୍କା ଦେଇ ଶିଶୁ କନ୍ୟାଙ୍କୁ ଅପହରଣ କଲେ ଦୁର୍ବୃତ୍ତଆଈଙ୍କୁ ଧକ୍କା ଦେଇ ଶିଶୁ କନ୍ୟାଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ଆଈଙ୍କୁ ଧକ୍କା ଦେଇ ଶିଶୁ କନ୍ୟାଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ଦେବଗଡ଼,୧୯।୧୨(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଆଦର୍ଶ ଥାନାରୁ ମାତ୍ର ୩୦୦ ମିଟର ଦୂରରେ ଜଣେ ବ୍ୟବସାୟୀଙ୍କ ୬ ବର୍ଷର ଶିଶୁ କନ୍ୟାଙ୍କୁ ରବିବାର ଅପହରଣ କରାଯାଇଥିବା…

1 year ago
ଗୁରୁତର ମିଶନ ଶକ୍ତି ମହିଳା ମୃତ, ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳାଗୁରୁତର ମିଶନ ଶକ୍ତି ମହିଳା ମୃତ, ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ଗୁରୁତର ମିଶନ ଶକ୍ତି ମହିଳା ମୃତ, ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ଦେବଗଡ଼,୨୧।୧୧,(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ତିଲେଇବଣି ଛକ ନିକଟରେ ଏକ ଅଜଣା ଟ୍ରକ୍‌ ଧକ୍କାରେ ଶୁକ୍ରବାର ଗୁରୁତର ହୋଇଥିବା ମିଶନ ଶକ୍ତିର ଜଣେ ମହିଳାଙ୍କର ଚିକିତ୍ସାଧୀନ…

1 year ago
୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର: ୧୦ ଟଙ୍କା ଦେଇ ପାଟି ନ ଖୋଲିବାକୁ ଧମକ୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର: ୧୦ ଟଙ୍କା ଦେଇ ପାଟି ନ ଖୋଲିବାକୁ ଧମକ

୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର: ୧୦ ଟଙ୍କା ଦେଇ ପାଟି ନ ଖୋଲିବାକୁ ଧମକ

ଦେବଗଡ଼,୧୫।୧୧(ଶେଖର ଝାଙ୍କର): ୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅଞ୍ଚଳରେ। ପୋଲିସ  ଘଟଣାରେ ସମ୍ପୃକ୍ତ…

1 year ago
କୂଅରୁ ବାହାରୁଛି ଉଷୁମ ପାଣିକୂଅରୁ ବାହାରୁଛି ଉଷୁମ ପାଣି

କୂଅରୁ ବାହାରୁଛି ଉଷୁମ ପାଣି

ଦେବଗଡ,୩ା୧୧(ଶଶାଙ୍କ ଶେଖର ଝାଙ୍କର): ଆମ୍ବ ଗଛ ଛାଇ ତଳେ ରହିଛି କୂଅ। ହେଲେ ସେଥିରୁ ବାହାରୁଛି ଉଷୁମ ପାଣି। ଏକଥା ଜଣାପଡିବା ପରେ ଏହାର କାରଣ ଜାଣିବା…

1 year ago
ବ୍ୟବସାୟୀଙ୍କୁ ଛୁରାମାଡ କରି ଲୁଟିନେଲେ ୬୦ହଜାର ଟଙ୍କାବ୍ୟବସାୟୀଙ୍କୁ ଛୁରାମାଡ କରି ଲୁଟିନେଲେ ୬୦ହଜାର ଟଙ୍କା

ବ୍ୟବସାୟୀଙ୍କୁ ଛୁରାମାଡ କରି ଲୁଟିନେଲେ ୬୦ହଜାର ଟଙ୍କା

ଦେବଗଡ, ୨୪।୧୦(ଶଶାଙ୍କ ଶେଖର ଝାଙ୍କର) ଦେବଗଡ ତିଳେଇବଣି ବ୍ଲକ ସଦର ମହକୁମାରେ ବ୍ୟବସାୟୀଙ୍କୁ ଛୁରାମାଡ। ଦେବଗଡ ଖପରସାହିର ବ୍ୟବସାୟୀ କୁନା ନାୟକଙ୍କୁ ଦୁର୍ବୃତ୍ତ ଛୁରାମାଡ କରିଥିବା ଜଣାପଡିଛି।…

2 years ago
ଆଗକୁ ନିର୍ବାଚନ: ଗାଁମୁହାଁ ସହର ନେତାଆଗକୁ ନିର୍ବାଚନ: ଗାଁମୁହାଁ ସହର ନେତା

ଆଗକୁ ନିର୍ବାଚନ: ଗାଁମୁହାଁ ସହର ନେତା

ଦେବଗଡ଼, ୨୨।୧୦(ଶଶାଙ୍କ ଶେଖର ଝାଙ୍କର): ଆଗକୁ ନିର୍ବାଚନ। ଏବେଠାରୁ ଦେବଗଡ଼ ଜିଲାରେ ନିର୍ବାଚନୀ ଉଷ୍ମତା ବଢିଲାଣି। ଦେବଗଡ଼ ଆୟତନରେ ଏକ ଛୋଟ ଜିଲା। କିନ୍ତୁ ରାଜନୀତି ପାଇଁ…

2 years ago