Advertisement

ଦେବଗଡ଼

ବ୍ୟବସାୟୀଙ୍କୁ ଛୁରାମାଡ କରି ଲୁଟିନେଲେ ୬୦ହଜାର ଟଙ୍କାବ୍ୟବସାୟୀଙ୍କୁ ଛୁରାମାଡ କରି ଲୁଟିନେଲେ ୬୦ହଜାର ଟଙ୍କା

ବ୍ୟବସାୟୀଙ୍କୁ ଛୁରାମାଡ କରି ଲୁଟିନେଲେ ୬୦ହଜାର ଟଙ୍କା

ଦେବଗଡ, ୨୪।୧୦(ଶଶାଙ୍କ ଶେଖର ଝାଙ୍କର) ଦେବଗଡ ତିଳେଇବଣି ବ୍ଲକ ସଦର ମହକୁମାରେ ବ୍ୟବସାୟୀଙ୍କୁ ଛୁରାମାଡ। ଦେବଗଡ ଖପରସାହିର ବ୍ୟବସାୟୀ କୁନା ନାୟକଙ୍କୁ ଦୁର୍ବୃତ୍ତ ଛୁରାମାଡ କରିଥିବା ଜଣାପଡିଛି।…

1 year ago
ଆଗକୁ ନିର୍ବାଚନ: ଗାଁମୁହାଁ ସହର ନେତାଆଗକୁ ନିର୍ବାଚନ: ଗାଁମୁହାଁ ସହର ନେତା

ଆଗକୁ ନିର୍ବାଚନ: ଗାଁମୁହାଁ ସହର ନେତା

ଦେବଗଡ଼, ୨୨।୧୦(ଶଶାଙ୍କ ଶେଖର ଝାଙ୍କର): ଆଗକୁ ନିର୍ବାଚନ। ଏବେଠାରୁ ଦେବଗଡ଼ ଜିଲାରେ ନିର୍ବାଚନୀ ଉଷ୍ମତା ବଢିଲାଣି। ଦେବଗଡ଼ ଆୟତନରେ ଏକ ଛୋଟ ଜିଲା। କିନ୍ତୁ ରାଜନୀତି ପାଇଁ…

1 year ago
ମରଣମୁହଁରୁ ପୁଅକୁ ଛଡାଇ ଆଣିଲେ ବାପାମରଣମୁହଁରୁ ପୁଅକୁ ଛଡାଇ ଆଣିଲେ ବାପା

ମରଣମୁହଁରୁ ପୁଅକୁ ଛଡାଇ ଆଣିଲେ ବାପା

ଦେବଗଡ଼, ୨୧।୧୧(ଶଶାଙ୍କ ଶେଖର ଝାଙ୍କର): ପୁଅକୁ ମରଣମୁହଁରୁ ଛଡାଇ ଆଣିଛନ୍ତି ବାପା। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମରେ।…

1 year ago
ଘରକୁ ଫେରୁଥିବା ବେଳେ ବାଇକ୍‌ ଦୁର୍ଘଟଣା: ଚାଲିଗଲା ଜୀବନଘରକୁ ଫେରୁଥିବା ବେଳେ ବାଇକ୍‌ ଦୁର୍ଘଟଣା: ଚାଲିଗଲା ଜୀବନ

ଘରକୁ ଫେରୁଥିବା ବେଳେ ବାଇକ୍‌ ଦୁର୍ଘଟଣା: ଚାଲିଗଲା ଜୀବନ

ଦେବଗଡ଼,୨୧।୧୦(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅଧୀନ କୈଳାଶ-ଲଇମୁରା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ…

1 year ago
୧୦ ଲକ୍ଷ ଟଙ୍କା ନେଇ ଚମ୍ପଟ ମହିଳା୧୦ ଲକ୍ଷ ଟଙ୍କା ନେଇ ଚମ୍ପଟ ମହିଳା

୧୦ ଲକ୍ଷ ଟଙ୍କା ନେଇ ଚମ୍ପଟ ମହିଳା

ଦେବଗଡ, ୨୦ /୧୦ (ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ଅନ୍ତର୍ଗତ ଗୋଗୁଆ ଗ୍ରାମର ୧୩ ଜଣ ମହିଳାଙ୍କ ୧୦ ଲକ୍ଷ ଟଙ୍କା ନେଇ ଜଣେ ମହିଳା…

1 year ago
ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହା ହେଲେ ରୋଗୀଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହା ହେଲେ ରୋଗୀ

ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହା ହେଲେ ରୋଗୀ

ରିଆମାଳ,୧୪।୧୦(ନିରଞ୍ଜନ ବେହେରା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ବରଡାତଇଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସରକାର ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଆଦି…

1 year ago
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଲୋକେଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଲୋକେ

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଲୋକେ

ଦେବଗଡ଼, ୧୨ା୧୦ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ…

1 year ago
ଚୋରା ମଦ ଚାଲାଣକାରୀ ଗିରଫଚୋରା ମଦ ଚାଲାଣକାରୀ ଗିରଫ

ଚୋରା ମଦ ଚାଲାଣକାରୀ ଗିରଫ

ଦେବଗଡ଼,୮ା୧୦(ଶଶାଙ୍କ ଶେଖର ଝାଙ୍କର): ଦେଶୀ ରନ୍ଧା ମଦ ଚୋରା ଚାଲାଣ ହେଉଥିବା ବେଳେ ଦେବଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମତ ସହ ଏକ ବାଇକ୍‌କୁ…

1 year ago
ଭୁୁଶୁଡ଼ିଲା ବିଦ୍ୟାଳୟ ଶ୍ରେଣୀ କୋଠରି ବାରଣ୍ଡାଭୁୁଶୁଡ଼ିଲା ବିଦ୍ୟାଳୟ ଶ୍ରେଣୀ କୋଠରି ବାରଣ୍ଡା

ଭୁୁଶୁଡ଼ିଲା ବିଦ୍ୟାଳୟ ଶ୍ରେଣୀ କୋଠରି ବାରଣ୍ଡା

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ତିଲେଇବଣି ବ୍ଲକ କଲଣ୍ଡା ପଞ୍ଚାୟତ ସାମନ୍ତ୍ରାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅସୁରକ୍ଷିତ ଘୋଷିତ ଶ୍ରେଣୀ କୋଠରୀ ବାରଣ୍ଡାର…

1 year ago
୧୦ଟଙ୍କା ଦେଇ ମାଗଣା ଚାଉଳ ନେଲେ ହିତାଧିକାରୀ୧୦ଟଙ୍କା ଦେଇ ମାଗଣା ଚାଉଳ ନେଲେ ହିତାଧିକାରୀ

୧୦ଟଙ୍କା ଦେଇ ମାଗଣା ଚାଉଳ ନେଲେ ହିତାଧିକାରୀ

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍‌ ବ୍ୟାଘାତ ଯୋଗୁ ପ୍ରତ୍ୟେକ ୧୦ଟଙ୍କା ଲେଖାଏଁ ଦେଇ ମାଗଣା ଚାଉଳ ସଂଗ୍ରହ କଲେ ୫୦ରୁ ଊର୍ଦ୍ଧ୍ୱ ହିତାଧିକାରୀ। ଏଭଳି ଏକ ଘଟଣା…

1 year ago