ଦେବଗଡ଼

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ: ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ

ଦେବଗଡ଼,୧୫।୪: ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଓଟିଇଟି (ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା ବେଳେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର କେନ୍ଦ୍ର ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) କୁମୁଦ ବନ୍ଧୁ ପୃଷ୍ଟିଙ୍କୁ...

ସପ୍ତାହ ପାଇଁ ସଟ୍‌ଡାଉନ ହେଲା କଲେଜ

ଦେବଗଡ଼,୧୨।୪: ଦେବଗଡ଼ ଜିଲାରେ ସମ୍ପ୍ରତ୍ତି କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି। ଏହି କ୍ରମରେ ଇତିମଧ୍ୟରେ ଦେବଗଡ଼ କଲେଜର ୪ଜଣ ଅଧ୍ୟାପକ ଓ କର୍ମଚାରୀ ଆକା୍ରନ୍ତ ହୋଇଥିବା ଜଣାପଡିବା ପରେ କଲେଜ କର୍ତ୍ତୃପକ୍ଷ ଆଗାମୀ ଏକ ସପ୍ତାହ...

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ: ୩ ଶିକ୍ଷକ ନିଲମ୍ବିତ

ଦେବଗଡ଼,୧୧।୪ ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଗତ ୯ ତାରିଖରେ ଅନୁଷ୍ଠିତ ଓଟିଇଟି (ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରୀକ୍ଷା ପରିଚାଳନା...

ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ମଣ୍ଡି ସମସ୍ୟା ନେଇ ପୂର୍ବରୁ ବିଧାନସଭାରେ ଆତ୍ମହତ୍ୟା କରିବାକୁ ନେଚବନୀ ଦେଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଶୁକ୍ରବାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ବେଳେ ପୁଣି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ। ଏପରିକି ସେ ଗୃହରେ ସାନିଟାଇଜର...

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ: ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଜିଲାପାଳ

ଦେବଗଡ଼,୧୯ା୧(ଡି.ଏନ୍‌.ଏ.) -ଜାନୁୟାରୀ ୧୮ ରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ସୋମବାର ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଜିଲା ସଡକ ସୁରକ୍ଷା ସମିତିଙ୍କ ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ସଡକ ସୁରକ୍ଷା...

ତିଳେଇବଣି ବ୍ଲକଠାରେ କୋଭିଡ-୧୯ ଟିକାକରଣ

ଦେବଗଡ,୧୯ା୧ (ଡ଼ି.ଏନ୍‌.ଏ.)- ଦେବଗଡ ଜିଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋଭିଡ଼୍‌-୧୯ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ା ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଖୋଲା ଯାଇଥିବା କୋଭିଡ -୧୯ ଭ୍ୟାକ୍ସିନ ସେଲ ଠାରେ ଜିଲାପାଳ ସୁଧାଂଶୁ...

ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଉଦ୍‌ଯାପିତ

ଦେବଗଡ଼,୧୯ା୧(ଡ଼ି.ଏନ୍‌.ଏ.)-ଓରମାସ ଏବଂ ଜିଲା ପ୍ରଶାନର ମିଳିତ ଆନୁକୂଲ୍ୟରେ ଗତ ୨ରୁ ସ୍ଥାନୀୟ ଶନି ମନ୍ଦିର ନିକଟରେ ଆୟୋଜିତ ହେଉଥିବା ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଗତ ୧୬ ତାରିଖ ଉଦ୍‌ଯାପିତ ହୋଇଯାଇଛି ା ଏହି ପ୍ରଦର୍ଶନୀରେ ଜିଲାର ବିଭିନ୍ନ ସ୍ଥାନରୁ ୧୫ଟି...

କାଲକାଠ ବାବା ଫୁଟବଲ୍‌ ଟୁର୍ନାମେଣ୍ଟ: ସରତଳା ଟିମ୍‌ ଚାମ୍ପିୟନ

ଦେବଗଡ,୧୯ା୧ (ଡ଼ି.ଏନ୍‌.ଏ.) -ଦେବଗଡ଼ ଜିଲା ବାରକୋଟ ବ୍ଲକ କାଲକାଠ ବାବା କ୍ଲବ ଆନୁକୂଲ୍ୟରେ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏହି ଫୁଟବଲ ମ୍ୟାଚରେ ୮ଟି ଟିମ୍‌ ଅଂଶଗ୍ରହଣ କରିଥିଲେ। ସୋମବାର ଉଦ୍‌ଯାପନୀ ଦିବସରେ ଫାଇନାଲ ମ୍ୟାଚ୍‌ ଦେବଗଡ଼ ସରତଳା ଓ...

ବନାଞ୍ଚଳ ସ୍ତରୀୟ ମୋବାଇଲ ବ୍ୟାରାକ କୋଠା ଉଦଘାଟିତ

ଦେବଗଡ଼,୧୨ା୧(ଡି.ଏନ.ଏ):ବନ ବିଭାଗ ପକ୍ଷରୁ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ନୂତନ ଭାବେ ନିର୍ମିତ ଦେବଗଡ ବନାଞ୍ଚଳସ୍ତରୀୟ ମୋବାଇଲ ବ୍ୟାରାକ କୋଠା ସୋମବାର ଉଦଘାଟିତ ହୋଇଯାଇଛି। ବନବିଭାଗରେ କାର୍ଯ୍ୟରତ ମୋବାଇଲ ସ୍କ୍ବାଡ୍‌ମାନଙ୍କ ନିମନ୍ତେ ମୋଟ ୨୦ ଲକ୍ଷ ଟଙ୍କା ବ୍ୟୟରେ...

ଦେବଗଡ଼ରୁ ଶୁଭାରମ୍ଭ ହେଲା ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ

ଦେବଗଡ଼,୧୦ା୧(ଡି.ଏନ.ଏ)- ଦେବଗଡ ଜିଲା ବିଜୁ ଜନତାଦଳ ଆନୁକୂଳ୍ୟରେ ଦେବଗଡ ସ୍ଥିତ ବସନ୍ତ ନିବାସ ଡାକବଙ୍ଗଳା ପରିସରରେ ଶନିବାର ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଦେବଗଡ ଜିଲା ବିଜେଡି ସଭାପତି ରୋମାଞ୍ଚରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିଜୁ...

ନିଜେ ବିଛାଇଥିବା ବିଦ୍ୟୁତ୍‌ ତାରରେ ଯୁବକଙ୍କ ଜୀବନ ଗଲା

ରିଆମାଳ୯।୧: ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଶ୍ୟାମପାଲି ଗ୍ରାମର ଏକ ବଗିଚାରେ ବାର୍‌ହା ଶିକାର ପାଇଁ ନିଜେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପ୍ରଦୀପ ପ୍ରଧାନ...

ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ: କଂଗ୍ରେସ ପାଳିଲା ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ

ଦେବଗଡ଼,୩।୧(ଡି.ଏନ.ଏ) ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳନ କରାଯାଇଛି। ଏଥି ନିମନ୍ତେ ଏକ ଶୋଭାଯତ୍ରା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା କଂଗ୍ରେସ ସଭାପତି ଉମାଶଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri