ଢେଙ୍କାନାଳ

୨୦୨୩ରେ ହ୍ରାସ ପାଇଛି ଦୁର୍ଘଟଣା

ଢେଙ୍କାନାଳ,୧୯ା୧(ରତନ ନାୟାର): ଢେଙ୍କାନାଳ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ମନୋରଞ୍ଜନ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଉପସ୍ଥିତ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର କହିଥିଲେ,...

ଦିନ ତମାମ ତଦନ୍ତ, କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ,୧୭।୧(ରତନ ନାୟାର): ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟ ରେକର୍ଡରୁମ୍‌ଠାରେ ଗତ ୯ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ କେତେଜଣ କର୍ମଚାରୀ ଓ ପଥର ମାଫିଆ ବସି ଭୋଜିଭାତ ଓ ନିଶା ଦ୍ରବ୍ୟର ଆସର ଜମାଇଥିଲେ। ଏହି ଘଟଣା ଜଣାପଡିବା ପରେ...

ତହସିଲ କାର୍ଯ୍ୟାଳୟରେ ଅସାମାଜିକ କାର୍ଯ୍ୟକଳାପ

ଢେଙ୍କାନାଳ,୧୨ା୧(ରତନ ନାୟାର): ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟ କିଛିଦିନ ହେଲା ଖଣି ମାଫିଆଙ୍କ କବଳରେ ରହିଥିବା ସାଧାରଣରେ ଆଲୋଚନା ଜୋର୍‌ ଧରିଛି। ଅଧିକାଂଶ ସମୟରେ କାର୍ଯ୍ୟାଳୟ ବନ୍ଦ ହେବାର ଦୀର୍ଘ ସମୟ ପରେ ମଧ୍ୟ କାର୍ଯ୍ୟ ଆଳରେ କେତେଜଣ କର୍ମଚାରୀ...

ଦୁଇ ବାଇକ୍‌ ମୁହାଁମୁହିଁ: ଚାଲିଗଲା ୨ ଜୀବନ, ୨ ଗୁରୁତର

କାମାକ୍ଷାନଗର,୧୧ା୧(ଅମଜାଦ ଖାନ): ଢେଙ୍କାନାଳ ଜିଲା କାମାକ୍ଷାନଗର-ତୁମୁସିଙ୍ଗା ଥାନା ମହୁଲି ଓଟିପିସିଏଲ କଲୋନୀ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଦ୍ବୟ ହେଲେ ମହୁଲି ଗ୍ରାମର...

ଆଜିଠୁ ଢେଙ୍କାନାଳ ଜିଲାରେ ପକ୍ଷୀ ଗଣନା

ଢେଙ୍କାନାଳ,୧୦।୧(ରତନ ନାୟାର): ଢେଙ୍କାନାଳ ଜିଲାରେ ବୁଧବାରଠାରୁ ବନବିଭାଗ ପକ୍ଷରୁ ସମସ୍ତ ୮ଟି ରେଞ୍ଜ୍‌ରେ ପକ୍ଷୀ ଗଣନା ହେବ। ଏଥିପାଇଁ ମଙ୍ଗଳବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ଗୋଟିଏ ଦିନ ପାଇଁ ଜିଲାରେ ଏହି ପକ୍ଷୀ ଗଣନା ହେବ ବୋଲି...

ବିଜେଡିରେ ବଢ଼ୁଛନ୍ତି ଆଶାୟୀ

ଢେଙ୍କାନାଳ,୧୦ା୧(ରତନ ନାୟାର): ସାଧାରଣ ନିର୍ବାଚନ ଆଗକୁ ଥିବାରୁ ଏବେଠାରୁ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମର୍ଥକମାନେ ସହରର ଜନଗହଳି ଅଞ୍ଚଳରେ ନିଜ ନେତାଙ୍କ ସପକ୍ଷରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଫଳରେ ସହରରେ...

ବୌଦ୍ଧରୁ ଆସିଥିବା ଦନ୍ତାା କପିଳାସ ପ୍ରାଣୀ ଉଦ୍ୟାନରେ ବୁଜିଲା ଆଖି

ଢେଙ୍କାନାଳ,୭।୧: ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ଶନିବାର ସକାଳେ ଏକ ହାଇୱା ଯୋଗେ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା। ଉକ୍ତ ହାତୀଟିର ରବିବାର ମୃତ୍ୟୁ ଘଟିଛି। ହାତୀଟିର ବୟସ...

ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରୁଥିଲା ଦନ୍ତା: ଅଣାଗଲା କପିଳାସ ପ୍ରାଣୀ ଉଦ୍ୟାନ  

ଢେଙ୍କାନାଳ,୬।୧: ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାହାତୀକୁ ଶନିବାର ସକାଳେ ଏକ ହାଇୱା ଯୋଗେ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଛି। ହାତୀଟିର ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହେବ।...

ପିକ୍‌ନିକ୍‌ ବସ୍‌ ସହ ଟ୍ରେଲର-ହାଇଓ୍ବା ମୁହାଁମୁହିଁ: ୩୫ ଆହତ, ୫ ଗୁରୁତର

ପରଜଙ୍ଗ,୪ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ୧୪୯ ନଂ ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ପିକ୍‌ନିକ୍‌ ବସ୍‌ ସହିତ ଟ୍ରେଲର ଓ ହାଇଓ୍ବାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ...

ଢେଙ୍କାନାଳର ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌

ଢେଙ୍କାନାଳ,୪।୧(ରତନ ନାୟାର): ଦୀର୍ଘଦିନ ପ୍ରତୀକ୍ଷାର ଘଟିଛି ଅନ୍ତ। ଶେଷରେ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମଗଜି ଲଡୁକୁ ମିଳିଛି ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ଟ୍ୟାଗ୍‌ ମାନ୍ୟତା। ବୁଧବାର ସନ୍ଧ୍ୟାରେ ଏହି ଖବର ଜଣାପଡ଼ିବା ପରେ ଜିଲାବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ଏହି...

ପ୍ରାଚୀନ ପଥର ଭାଙ୍ଗୁଥିବାରୁ ଅସନ୍ତୋଷ

ଢେଙ୍କାନାଳ,୩।୧(ରତନ ନାୟାର): ରାଜ୍ୟର ପ୍ରସିଦ୍ଧ ଶୈବପୀଠ ତଥା ଢେଙ୍କାନାଳ ଜିଲାର କପିଳାସସ୍ଥିତ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମୁଖ୍ୟ ମନ୍ଦିର ଗର୍ଭଗୃହ ଓ ମା’ ପାର୍ବତୀଙ୍କ ମନ୍ଦିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମରାମତି ନିଷ୍ପତ୍ତିର ୫ ମାସ ପରେ...

ଯୋରନ୍ଦା ମାଟିକୁ ପବିତ୍ର କରିଛି ମହିମା ଧର୍ମ

ଢେଙ୍କାନାଳ (ରତନ ନାୟାର)/ଭୁବନେଶ୍ୱର (ଅନିଲ ଦାସ) ୨୩ା୧୨: ସାରା ବିଶ୍ୱକୁ ଏକ ପରିବାର ଭାବେ ଗ୍ରହଣ କରିଛି ମହିମା ଧର୍ମ। ଏହା ସରଳ ଜୀବନ, ସମତା ଏବଂ ଜଗତ କଲ୍ୟାଣ ଉପରେ ବିଶ୍ୱାସ କରେ। ମହିମା ଧର୍ମର ମହାନ ସନ୍ଥ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri